ଗଭୀର ଜଳରେ ଛାଡିଲେ ଶେଷ ନିଶ୍ଵାସ, କାନ୍ଦି କାନ୍ଦି ମା’ଙ୍କ ଅବସ୍ଥା ଖରାପ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ  

ବନ୍ଧୁଗଣ ଗତ କିଛି ଦିନ ହେବ ମହାନଦୀ କିଛି ଲୋକଙ୍କ ପାଇଁ କାଳ ସାଜିଛି । ଅ-ପ-ରେ-ସ-ନ ଗଜରାଜ ପରଠାରୁ ମହାନଦୀରେ ବୁ-ଡି ଲୋକେ ମୃ-ତ୍ୟୁ ବରଣ କରୁଥିବା ଏମିତି ଅନେକ ଖବର ଦେଖିବାକୁ ମିଳିଛି । ବର୍ତ୍ତମାନ ମଧ୍ୟ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ମହାନଦୀରେ ଗାଧୋଇବା ପାଇଁ ବାପା-ଝିଅ ଓ ପୁଅ ଯାଇଥିଲେ । ହେଲେ ମହାନଦୀ ଗ-ଭୀ-ର ଜଳ ସ୍ରୋ-ତ-ରେ ଲୁ-ଚି ବସି ଥିଲା କା-ଳ ।

ଏକା ସାଙ୍ଗରେ ଆଖି ବୁଝି ଥିଲେ ବାପା, ଝିଅ ଓ ପୁଅ । ବର୍ତ୍ତମାନ ଏହି ତିନି ଜଣଙ୍କୁ ହରାଇ ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ଗତ କାଲି ବାପା ଓ ପୁଅଙ୍କ ମୃ-ତ ଦେହ ଉଧାର ପରେ ଆଜି ଝିଅର ମୃ-ତ ଦେହକୁ ଉଧାର କରାଯାଇଛି । ଗୋଟିଏ ପରିବାରରୁ ତିନି ଜଣଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କ ପରିବାର ଉପରେ ଯାହା ବିତୁ ଥିବ ତାହା କହିବ ଅତ୍ୟନ୍ତ କ-ଷ୍ଟ-କ-ର ।

ମୃ-ତ ବାପାଙ୍କ ନାମ ହେଉଛି ମହମ୍ମଦ ଅଲତାଫ । ସେ ନିଜ ପରିବାର ସହ ସମ୍ବଲପୁର ସହରର ପେନସନ ପୋଡା ଅଞ୍ଚଳରେ ରହୁଥିଲେ । ପତ୍ନୀ ଦୁଇ ଝିଅ ଓ ପୁଅକୁ ନେଇ ତାଙ୍କ ପରିବାର । ପୁଅ ଓ ଝିଅଙ୍କୁ ନେଇ ଗାଧୋଇବା ପାଇଁ ଯାଇଥିଲେ ହେଲେ ମହାନଦୀର ପ୍ର-ଖର ସ୍ରୋ-ତ-ରେ ଭା-ସି ଚାଲିଗଲେ । ମାତ୍ର କିଛି କ୍ଷଣରେ ତାଙ୍କର ସୁନା ସଂସାର ଉ-ଜୁ-ଡି ଗଲା । ଏବେ କାହା ସାହାରାରେ ବଞ୍ଚିବେ ତାଙ୍କ ପତ୍ନୀ ।

ଏହି ଦୁଃଖି ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *