ପୁଅ ପାଇଁ 387 କୋଟି ହରାଇବେ Shahrukh, ଦେଖନ୍ତୁ କିପରି ?

ବନ୍ଧୁଗଣ ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୁଅ ଆରିୟାନ ଗି-ର-ଫ ହେବା ପରେ ଶାହରୁଖ ଖାନଙ୍କ ଉପରେ ସମସ୍ୟାର ପାହାଡ ଭା-ଙ୍ଗି ପଡିଛି । ଗତ ଶନିବାର ଦିନ ଏକ କୃସ୍ ପାର୍ଟିରେ ଏନସିବି ରେ-ଡ ମା-ରି-ଥି-ଲା । ସେହି ସ୍ଥାନରେ ଡ୍ର-ଗ୍ସ ଓ ଚ-ର-ସ ଆଦି ନି-ଶା ଦ୍ରବ୍ୟ ଜ-ବ-ତ ହୋଇଥିଲା । ସେହି କୃସ୍ ରେ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଥିଲେ ଓ ତାଙ୍କୁ ଗି-ର-ଫ କରଯାଇଥିଲା ।

ଏନସିବି ପଚରା ଉଚରାରେ ଭା-ଙ୍ଗି ପଡିଛନ୍ତି ଆରିୟାନ । ଏପଟେ ଆରିୟାନ ପାଇଁ ଯେତିକି ଅଡୁଆ ବଢୁଛି ସେତିକି ଆରିୟାନଙ୍କ ପାଇଁ ଶାହରୁଖଙ୍କ ପାଇଁ ମଧ୍ୟ ବଢୁଛି । କାରଣ ଶାହରୁଖ ଖାନଙ୍କ ପାଖରେ ଯେତିକି ପ୍ରୋଜେକ୍ଟ ଅଛି ସେ ସବୁ ଶାହରୁଖ ହାତ ଛଡା କରିପାରନ୍ତି । ଏହା ସହିତ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ଉପରେ ମଧ୍ୟ ଏହାର ଖାସ ପ୍ରଭାବ ପଡିପାରେ ।

ନାମିଦାମି ୪୦ ବ୍ରାଣ୍ଡର ବିଜ୍ଞାପନରେ ଅଛନ୍ତି ଶାହରୁଖ ଓ ୩୭୮ କୋଟି ଟଙ୍କାର ପ୍ରୋଜେକ୍ଟ ତାଙ୍କ ହାତରେ ରହିଛି । ବର୍ତ୍ତମାନ ଚିନ୍ତାରେ ରହିଛନ୍ତି ଶାହରୁଖ ଖାନ । କାରଣ ଯେଉଁ ବ୍ରାଣ୍ଡକୁ ଶାହରୁଖ ପ୍ରମୋଟ କରୁଛନ୍ତି ତାହା ଖସି ଯାଇ ପାରେ । ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଅଭିନେତା ହେଉଛନ୍ତି ଶାହରୁଖ ଖାନ ।  ମି-ଡି-ଆ ରିପୋର୍ଟସ ଅନୁସାରେ ଶାହରୁଖଙ୍କର ୫ ହଜାର ୧୧୬ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ବିଶ୍ଵର ତୃତୀୟ ଧନୀ ଅଭିନେତା ହେଉଛନ୍ତି ଶାହରୁଖ । ୨୦୨୧ରେ ଶାହରୁଖ ଖାନଙ୍କ ବ୍ରାଣ୍ଡ ଭାଲ୍ୟୁ ହେଉଛି ୩୭୮ କୋଟି ଟଙ୍କା ଏବଂ ଏହି ବ୍ରାଣ୍ଡ ଭାଲ୍ୟୁରେ ଶାହରୁଖ ଅଛନ୍ତି ଚତୁର୍ଥ ସ୍ଥାନରେ । ଗୋଟିଏ ଦିନ ବିଜ୍ଞାପନର ସୁ-ଟି-ଙ୍ଗ ପାଇଁ ଶାହରୁଖ ନିଅନ୍ତି ୪ କୋଟି ଟଙ୍କା । ଆରିୟାନ ଗି-ର-ଫ ହେବା ପରେ ସୋ-ସି-ଆ-ଲ ମି-ଡି-ଆରେ ଫ୍ୟାନ୍ସ ମାନେ ଶାହରୁଖଙ୍କୁ ବହୁତ ମାତ୍ରାରେ ଟ୍ରୋଲ କରୁଛନ୍ତି ।

କାରଣ ଶାହରୁଖ କିଛି ଶିକ୍ଷାଗତ ବ୍ରାଣ୍ଡକୁ ମଧ୍ୟ ପ୍ରମୋଟ କରିଛନ୍ତି । ଟ୍ରୋଲରସ ମାନଙ୍କ ମତରେ, ଯେଉଁ ଶାହରୁଖ ନିଜ ଛୁଆ ମାନଙ୍କୁ ଶିକ୍ଷା ଦେଇପାରିଲେ ନାହିଁ ତା ହେଲେ ସେ ଅନ୍ୟ ମାନଙ୍କୁ କଣ ଶିକ୍ଷା ଦେବେ । ଏହି ସବୁ କଥାକୁ ଦ୍ରୁଷ୍ଟିରେ ରଖିଲେ ଶାହରୁଖଙ୍କ ହାତରୁ ୩୭୮ କୋଟି ଟଙ୍କା ଯାଇପାରେ ବୋଲି ଜଣା ପଡିଛି ।

ଅନ୍ୟ ପକ୍ଷରେ ଶାହରୁଖଙ୍କ ପାଖକୁ ପହଞ୍ଚି ଛନ୍ତି ବଲିଉଡ ଅଭିନେତା ସଲମାନ ଖାନ । ସଲମାନଙ୍କ ସହ ଅନ୍ୟ କେତେକ କଳାକାର ମାନେ ମଧ୍ୟ ଶାହରୁଖଙ୍କ ସମର୍ଥନରେ ଅଛନ୍ତି । ହେଲେ ଶାହରୁଖ ବର୍ତ୍ତମାନ ନିଜ ପୁଅ ପାଇଁ ଅଡୁଆରେ ପଡି ଯାଇଛନ୍ତି । ତେବେ ବନ୍ଧୁଗଣ ଏହି ଖବର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *