Arindam ଙ୍କ ନାଁ ରେ ସ୍କଲାରସିପ ଘୋଷଣା କଲେ OTV Founder Jagi Mangat Panda, କହିଲେ କିଛି ଏମିତି କି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜକୁ ବାର ଦିନ ହୋଇଗଲା କିନ୍ତୁ ଆଜି ବି ସେହି ଭ-ୟା-ନ-କ ଦୃଶ୍ୟ କୁ ଆମେ କେହି ବି ଭୁଲି ପାରୁ ନାହୁଁ । ଅ-କା-ଳ ରେ ଦୁଇ ଦୁଇ ଟି ଜୀଵନ ପଳେଇଲା ଓଡ଼ିଆ ସାମ୍ବାଦିକ ଅରିନ୍ଦମ ଦାସ ଏକ ଲାଇଭ ରିପୋର୍ଟିଂ କରୁଥିବା ସମୟରେ ନିଜର ପ୍ରାଣ ହରାଇଥିଲେ । ତେବେ ଗତ ୨୪ ତାରିଖ ଦିନ ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା ।


ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ । ତେବେ ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରିପୋର୍ଟିଂ କରୁଥିଲେ ଏବଂ ହାତୀ ଉଦ୍ଧାର ର ଭିଡିଓ ଦେଖାଉଥିଲେ ।


ତେବେ ସେହି ସମୟରେ ହଠାତ ପାଣି ର ସୁଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ସୂଚନା ଅନୁଯାୟୀ ସେହି ହସ୍ପିଟାଲରେ ହିଁ ଅରିନ୍ଦମ ନିଜର ଶେ-ଷ ନି-ଶ୍ୱା-ସ ତ୍ୟା-ଗ କରିଥିଲେ ।

ତେବେ ସେହି ଘଟଣା କୁ ବାର ଦିନ ହୋଇ ଗଲାଣି ଏବଂ ଏହା ଭିତରେ ତାଙ୍କର ସବୁ କର୍ମ ଏବଂ ଏକାଦଶାହ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଗଲାଣି । ତେବେ ଏହି ଦିନ ଜାଗିମଙ୍ଗତ ପଣ୍ଡା ଘୋଷଣା କରିଥିଲେ ଏକ ସ୍କଳାରସିପ ।


ତେବେ ସେ କହିଛନ୍ତି କି ପ୍ରତିବର୍ଷ ଗୋଟିଏ ଛାତ୍ର କୁ ଏହି ସ୍କଳାରସିପ ମିଳିବ ଏବଂ ତାର ସମ୍ପୂର୍ଣ୍ଣ ସାମ୍ବାଦିକତା ପାଠ ପଢ଼ାର ଖର୍ଚ୍ଚ ସେ ଉଠେଇବେ ଏହି ସ୍କଳାରସିପ ର ନାମ ହେଉଛି ଅରିନ୍ଦମ ସ୍କଲାର ସିପ । ତେବେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଟିଭି ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱର୍ଗତ ଅରିନ୍ଦମ ଦାସ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *