କୋର୍ଟରେ ମା Gouri ଙ୍କ ଆଖିରେ ଲୁହ, ମା’ ଙ୍କୁ ଦେଖି ନିଜକୁ ସମ୍ଭାଳି ପାରିଲେନି Aryan, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆରିୟାନ ଖାନ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଅକ୍ଟୋବର ୭ ଯାଏଁ ବଢିଲା ଆରିୟାନ ଖାନଙ୍କ ଏନସିବି କ-ଷ୍ଟେ-ଡି । ତେବେ ମା ଗୌରି ଖାନ ଓ ବାପା ଶାହରୁଖ ଖାନଙ୍କ ସହ ମନ୍ନତକୁ ଫେରି ପାରିବେ ନାହିଁ ଆରିୟାନ । ଏହା ସହିତ ଅରବାଜ ଓ ମୁନମୁନଙ୍କ ଯୁ-ଡି-ସି-ଆଲ କ-ଷ୍ଟେ-ଡି-କୁ ମଧ୍ୟ ୭ ତାରିଖ ଯାଏଁ ବଢା ଯାଇଛି । ତେବେ କୋର୍ଟ ବର୍ତ୍ତମାନ ତ-ଦ-ନ୍ତ କରିବାକୁ ନିର୍ଦେଶ ଦେଇଛି ।

ଯେତେବେଳ ପର୍ଯ୍ୟନ୍ତ ତ-ଦ-ନ୍ତ ଶେଷ ହେବ ନାହିଁ ସେତେବେଳ ପର୍ଯ୍ୟନ୍ତ କିଏ ଦୋ-ଷୀ ଓ ନି-ର୍ଦୋ-ସୀ ଜଣା ପଡିବ ନାହିଁ । ତେବେ ଏନସିବି କ-ଷ୍ଟେ-ଡି-ରେ ଆରିୟାନ ଖାନ କାହା ପାଖରୁ ଡ୍ର-ଗ୍ସ କିଣୁ ଥିଲେ ଓ ତାଙ୍କ ପାଖରେ ଯେଉଁ ଷ୍ଟ-କ ଥିଲା ତାହା ଉପରେ ମଧ୍ୟ ଆଲୋଚନା କରାଯିବ । ଏହା ସହିତ ତାଙ୍କ ସାଥି ଅରବାଜ ଓ ମୁନମୁନଙ୍କ ଠାରୁ ୭ ଗ୍ରାମ ଏବଂ ୫ ଗ୍ରାମରେ ଚ-ର-ସ ମିଳିଥିଲା । ଆରିୟାନ ମଧ୍ୟ ଚ-ର-ସ ସେବନ କରୁଥିବା କଥା ସାମ୍ନାକୁ ଆସିଛି ।

ଏନସିବି ଦେଇଥିବା ସୂଚନା ଅନୁସାରେ, ଆରିୟାନ ଖାନ ଗତ ୪ ବର୍ଷ ହେବ ଡ୍ର-ଗ୍ସ ସେବନ କରୁଥିଲେ । ଡ୍ର-ଗ୍ସ ସେବନ କରିବା ସହ ସେ ବିକ୍ରି ମଧ୍ୟ କରୁଥିଲେ । ହେଲେ ଡ୍ର-ଗ୍ସ କାହା ପାଖରୁ ଆଣୁ ଥିଲେ ଓ କେଉଁଠି ରଖୁଥିଲେ ଏହି ସବୁ ପ୍ରଶ୍ନର ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । ସୂଚନା ମିଳିଛି ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବି ଚ-ଢା-ଉ କରିଥିଲା । ତେବେ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ଏହି ଘ-ଟ-ଣା-ର ତନାଘନା ଯାଞ୍ଚ କରିବ । ଆରିୟାନଙ୍କ ପକ୍ଷରୁ ଲ-ଢୁ ଥିବା ଓକିଲ ସତିଶ ମନସିନ୍ଦେଙ୍କୁ ଗତ କାଲୀ ନି-ରା-ଶ ହେବାକୁ ପଡିଥିଲା ।

ସତିଶ କୋର୍ଟରେ କହିଥିଲେ, ଆରିୟାନଙ୍କର ଡ୍ର-ଗ୍ସ ସହ କୌଣସି ସମ୍ପର୍କ ନାହିଁ ସେ କେବଳ କୃସ୍ ପାର୍ଟିକୁ ନିମନ୍ତ୍ରଣରେ ଯାଇଥିଲେ । ହେଲେ ମେଡିକାଲ ଟେଷ୍ଟ ପରେ ଜଣା ପଡିଯିବ ଆରିୟାନ ସେ ଦିନ ଚ-ର-ସ ବା ଡ୍ର-ଗ୍ସ ସେବନ କରିଥିଲେ ନା ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *