Rinku Singh 5 ଟି ଛକା ମାରି କରିଥିଲେ କାମାଲ ! ହେଲେ ପୁଅ ପାଇଁ ଖିଆପିଆ ଛାଡି ଦେଲେ Yash dayal ଙ୍କ ମା’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୁଜୁରାଟ ବିପକ୍ଷରେ ରିଙ୍କୁ ସିଁ ମାରିଥିଲେ ଧୂଆଁଧାର ଛକା ! ୟଶ ଦୟାଲଙ୍କ ଓଭରରେ ମାରିଥିଲେ ୫ଟି ଛକା ! ଏହା ଦେଖି ୟଶଙ୍କ ମା’ ଛାଡି ଦେଇଥିଲେ ଖିଆପିଆ ! ଏପ୍ରିଲ ୯ ତାରିଖ ୨୦୨୩ ରେ ଗୁଜୁରାଟ ଟାଇଟାନ ଓ କଲିକତା ନାଇଟ ରାଇଡ଼ର ମଧ୍ୟରେ ଚାଲିଥିଲା ଧମକାଧାର ମ୍ଯାଚ ! ଯେଉଁଥିରେ ଗୋଟିଏ ପରେ ଗୋଟିଏ ଖେଳାଳୀ ମ୍ଯାଚରେ ଆସି ନିଜ ନିଜର ଖେଳ ପଦର୍ଶନ କରି ଯାଉଥାନ୍ତି ।

ହେଲେ ସେହି ମ୍ଯାଚରେ କାହାର ଭାଗ୍ୟ ଉଦୟ ଗଲା ତ । ଅନ୍ୟ ପକ୍ଷରେ କାହାର ଖରାପ ମ୍ଯାଚ ପଦର୍ଶନ ପାଇଁ ଅନ୍ୟ କେହି ଭାଙ୍ଗି ପଡିଥିଲା । ତେବେ ୟଶ ଦୟାଲଙ୍କ ବୋଲିଂରେ ୨୦ ଓଭର ପାଇଁ  କଲିକତା ନାଇଟ ରାଇଡ଼ରର ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ଲଗାତାର ଭାବରେ ଗୋଟିଏ କି ୨ ଟି ନୁହେଁ । ବଂର ୫ ଟି ଛକା ମାରିଥିଲେ । ଯାହା ପରେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ଙ୍କର ଭାଗ୍ୟର ଉଦୟ ହୋଇଯାଇଥିଲା । ରିଙ୍କୁ ସିଁ ଙ୍କ ପାଇଁ ପ୍ରଶଂଷାର ସୁଅ ଛୁଟି ଆସିଥିଲା ।

ଘଟଣା ପରେ ୟଶ ଦୟାଲ କିନ୍ତୁ ଦୁଃଖିତ ନଜର ଆସିଥିଲେ । ଏହା ସହିତ ତାଙ୍କ ଘର ପରିବାର ମଧ୍ୟ ୟଶଙ୍କ ପଦର୍ଶନ ପାଇଁ ମନ ଦୁଃଖ କରିଥିଲେ । ହେଲେ ଅନ୍ୟ ପକ୍ଷରେ ୟଶ ଙ୍କ ମା ରାଧା ଦୟାଲ ନିଜ ପୁଅ ୟଶର ଖରାପ ମ୍ଯାଚ ପଦର୍ଶନ ପାଇଁ ବିଚଳିତ ହୋଇପଡିଥିଲେ । ତାପରେ ଖିଅପିଆ ମଧ୍ୟ ବନ୍ଦ କରିଦେଇଥିଲେ । ତେବେ ମ୍ଯାଚ ପରେ ୟଶଙ୍କ ବାପାଙ୍କର ପ୍ରତିକ୍ରିୟା ମିଳିପାରିଥିଲା ।  ସେ କହିଥିଲେ ଯେ ଆମ ପାଇଁ ଏହି ଘଟଣା ଅତ୍ୟନ୍ତ ଦୁଃଖନୀୟ ଥିଲା ।

ହେଲେ ଜୀବନରେ ଏହିପରି କେତେ ଯେ ସମସ୍ଯା ଆସିବ । ତାହା ତ କହିହେବ ନାହିଁ । ହେଲେ ଜୀବନରେ ସବୁ ସମସ୍ଯାର ସାମ୍ନା କିନ୍ତୁ ଧର୍ଯ୍ୟ କରିବାକୁ ପଡିବ । ୟଶ ଏହା ମଧ୍ୟ କହିଥିଲେ । ଯେ ବାକଅପ ଦ ହ୍ଯାନ୍ଡ ସେ ସ୍ଲୋୟର ବୋଲିଂ କରିଥିଲେ । ହେଲେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ଦୀର୍ଘ ଛକା ମାରିବା ପରେ ମାରିବାକୁ ଲାଗିଥିଲେ ।

ହେଲେ ପରିବାର ଲୋକେ ୟଶଙ୍କର ଏହି ଘଟଣା ସମୟରେ ୟଶଙ୍କୁ ଉତ୍ସାହିତ କରିଥିଲେ । ହେଲେ ରିଙ୍କୁ ସିଁ ଙ୍କୁ ଭାଗ୍ୟର ସାଥ ମିଳିଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *