‘ଝିଅର ଛାଇ ପଡିଲେ ହ୍ୟୁମାନଙ୍କ ନାହି ଡିଏଁ, ପୁଅ ନହେବାରୁ ବହୁତ ରାଗି ଯାଇଥିଲେ ହ୍ୟୁମାନ, ଆଉ ମୋତେ ବହୁତ…’

ଅଭିଯୋଗ କରିଛନ୍ତି ସ୍ତ୍ରୀ ଗାୟକ ହ୍ୟୁମାନ ସାଗର କୁହନ୍ତି ସେ ତାଙ୍କ ହିସାବରେ ସବୁ ଚାହାଁନ୍ତି । ଏମିତି କି ସେ ଚାହୁଁ ଥିଲେ ପୁଅ ଟିଏ ଜନ୍ମ ହେଉ କିନ୍ତୁ ଝିଅ ଟିଏ ଜନ୍ମ ହେଇଥିଲା । ଆଉ ସେ ଝିଅକୁ ସ୍ନେହ କି ଆଦର କରୁ ନଥିଲେ ହ୍ୟୁମାନ । ସବୁବେଳେ ରାଗୁ ଥିଲେ ଆଉ ହ୍ୟୁମାନ ହେଉଛନ୍ତି ଖ୍ରୀଷ୍ଟିୟାନ ତେଣୁ ସେ ସବୁବେଳେ ନିଜ ସ୍ତ୍ରୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହୁଥିଲେ । ଆଉ ପତ୍ନୀ ଶ୍ରୀୟା ଏ କଥାରେ ଆରାଜି ହେବାରୁ ବହୁତ ଥର ଝଗଡା ବି ହୋଇଥିଲା ।

ଆଉ ଏବେ ପୁଣି ଥାନାରେ ଅଭିଯୋଗ ହେବା ପରେ ପତ୍ନୀ ଶ୍ରୀୟାଙ୍କ ଓକିଲ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ରୀୟାଙ୍କ ଓକିଲ କହିଛନ୍ତି, ହ୍ୟୁମାନ ନିଜ ପତ୍ନୀଙ୍କୁ ଶାରୀରିକ ଏବଂ ମାନସିକ ନି-ଇର୍ଯା-ତ-ଅନା ଦେଇ ଛନ୍ତି । ଧର୍ମ ପରିବର୍ତ୍ତନ କରିବାକୁ ଜବରଦସ୍ତି କରିଛନ୍ତି ହେଲେ ଶ୍ରୀୟା ମନା କରିବାରୁ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରାଗଲା ।

ଆଉ ସେ ତାଙ୍କ ସାନ ଝିଅକୁ ବୋଧ ହୁଏ ଭଲ ପାନ୍ତି ନାହିଁ । ଝିଅ କାହିଁକି ହେଲା ପୁଅ କାହିଁକି ହେଲାନି ସେଥିପାଇଁ ମଧ୍ୟ ସେ ନି-ଇର୍ଯା-ତ-ଅନା ଦେଇଛନ୍ତି । ହଁ ଦର୍ଶକ ବନ୍ଧୁ ଗତ କାଲି ହ୍ୟୁମାନ ସାଗରଙ୍କ ବିରୋଧରେ ନି-ଇର୍ଯା-ତ-ଅନାର ଅଭିଯୋଗ କରି ଥାନା ର ଦ୍ଵାରସ୍ଥ ହେଇଥିଲେ ପତ୍ନୀ ଶ୍ରୀୟା ମିଶ୍ର । ଆଉ ଏ ପାରିବାରିକ ବିବାଦରେ ଉଭୟଙ୍କୁ ପୃଥକ ଭାବରେ କାଉନ୍ସଲିଙ୍ଗ କରାଯିବ ।

ତେବେ ପତ୍ନୀଙ୍କ ଅଭିଯୋଗକୁ ନେଇ ଏପଟେ ହ୍ୟୁମାନ ସାଗର କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ତେବେ ହ୍ୟୁମାନ ଏବଂ ଶ୍ରୀୟା ପ୍ରତିଯୋଗୀ ଭାବେ ସଙ୍ଗୀତ ଭିତ୍ତିକ ରିଆଲିଟି ସୋରେ ଭାଗ ନେଇଥିଲେ । ସୋ ଚାଲି ଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଆଉ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଥିଲା । ଏହି ସୋର ବିଜେତା ହ୍ୟୁମାନ ସାଗର ହୋଇଥିଲେ ଏବଂ 2017 ମସିହାରେ ଉଭୟ ବିବାହ କରିଥିଲେ ।

ତେବେ ଶ୍ରୀୟା ବାଲେଶ୍ଵର ବାସିନ୍ଧା ହୋଇଥିବା ବେଳେ ହ୍ୟୁମାନଙ୍କ ଘର ହେଉଛି ବଲାଙ୍ଗୀରରେ । ତେବେ ଉଭୟ ଏକାଠି ଅନେକ ଗୀତ ଗାଇଛନ୍ତି । କିନ୍ତୁ ଏବେ ତାଙ୍କ ପାରିବାରିକ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *