ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦ୍ବିତୀୟ ୱାନ-ଡେ ପାଇଁ Playing 11 ଘୋଷଣା କରିଲେ Rohit Sharma, ସାମିଲ ହେଲେ ଏହି 3 ଭୋକିଲା ବାଘ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଦିତୀୟ ୱାନ-ଡେ ମ୍ଯାଚ ପାଇଁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପ୍ଲେଯିଙ୍ଗ-11 ଘୋଷଣା କରିଛନ୍ତି । ତେବେ ଏହି ମ୍ଯାଚର ପ୍ରଥମ ଦିନିକିଆ ମ୍ଯାଚରେ ଭାରତ ବହୁତ ଭଲ ପଦର୍ଶନ କରିଥିଲା । ତେବେ ଯୁବ ଓପନର ଶୁଭମନ ଗିଲ୍ ଧୂଆଁଧାର ବ୍ୟାଟିଂ କରି ସ୍କୋର କରିଥିଲେ । ତେବେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧୨ ରନରେ ହାରିଲା ।

ତେବେ ବୋଲିଂ କ୍ଷେତ୍ରରେ ମହମଦ ସିରାଜ ବହୁତ ଭଲ ବହୁତ ଭଲ ପଦର୍ଶନ କରିଥିଲେ । ତେବେ ଭାରତ ବର୍ତ୍ତମାନ ସମୟରେ ୧-୦ ସିରିଜରେ ଆଗୁଆ ରହିଅଛି । ତେବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ଦିତୀୟ ୱାନ-ଡେ ମ୍ଯାଚ ପାଇଁ ଜୋରଡାର ପ୍ରସ୍ତୁତି କରୁଛି । ଯାହା ଦ୍ଵାରା ସେ ଏହି ମ୍ଯାଚରେ ମଧ୍ୟ ଯେପରି ବିଜୟ ଲାଭ ହାସଲ କରିପାରିବ । ତେବେ ଓପନରରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ରହିବେ ।

କାରଣ ଏହି ଯୋଡି କିଛି ଦିନ ହେବ ଲଗାତର ଭଲ ପଦର୍ଶନ କରୁଛନ୍ତି । ତେବେ ତୃତୀୟ ନମ୍ବର ଭିରାଟ କୋହଲୀଙ୍କୁ ଦେଖିବାକୁ ମିଳିବ । ତେବେ ଚତୁର୍ଥ ନମ୍ବର ଈଶାନ କିଷାନଙ୍କୁ ଦେଖିବାକୁ ମିଳିବ । ତେବେ ପଞ୍ଚମରେ ସୂର୍ଯ୍ୟ କୁମାର ଯାଦାଭଙ୍କୁ ଦେଖିବାକୁ ମିଳିବ । ତେବେ ଷଷ୍ଠ ନମ୍ବରରେ କ୍ରିକେଟର ଅଲ୍ ରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିବ ।

ତେବେ ସପ୍ତମ ସ୍ଥାନରେ ସାହାବାଜଙ୍କୁ ଖେଳିବାର ଦେଖିବାକୁ ଆଗାମୀ ସମୟରେ ମିଳିବ । ତେବେ ଅଷ୍ଟମରେ ସ୍ପିନର କୁଳଦୀପ ଯାଦାଭଙ୍କୁ ଦେଖିବାକୁ ମିଳିବ । ଏହା ସହିତ ମହମଦ ସିରାଜ, ଉମ୍ରାନ ମଲିକ ଓ ସବଡୁଲ ଠାକୁରଙ୍କୁ ଦ୍ରୁତ ବୋଲିଂ କରିବାର ଦେଖିବାକୁ ମିଳିବ । ତେବେ ଏହି ଯେଉଁ ପ୍ଲେଯିଙ୍ଗ-୧୧ ଚୟନ କରାଯାଇଛି ।

ସେମାନେ ପୂର୍ବ ମ୍ଯାଚରେ କିଛି କିଛି ସଫଳତା ହାସଲ କରିଛନ୍ତି । ଯେଉଁ କାରଣରୁ ତାଙ୍କୁ ଦିତୀୟ ଦିନିକିଆ ସିରିଜରେ ଖେଳିବାକୁ ସୁଯୋଗ ମିଳିଛି । ତେବେ ଯେଉଁ ମାନେ ପ୍ରଥମ ଦିନିକିଆ ମ୍ଯାଚରେ ଖେଳିଥିବେ । ସେମାନଙ୍କ ମଧ୍ୟରୁ ଖେଳର ପଦର୍ଶନ ଦେଖି ହିଁ ସେମାନଙ୍କ ମଧ୍ୟରୁ କିଏ ରହିବେ ଓ କିଏ ରହିବେ ନାହିଁ ଚୟନ କରାଯାଇଛି ।

ତେବେ କ୍ରିକେଟ ପ୍ରେମୀଙ୍କର ଆଶା ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ଦିତୀୟ ୱାନ-ଡେ ମ୍ଯାଚ ଭଲ ଖେଳି ଭାରତ ପାଇଁ ଆଉ ଏକ ସୁନାମ ଆଣିଦେଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *