ପୁଅ ତୋ ଅବସ୍ଥା ଦେଖିଲେ କଷ୍ଟ ଲାଗୁଛି ! ପୁଅ ଭଲବାଟକୁ ଫେରିଆସେ Untalented Guy

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପୁଅ ତୁ ଭଲବାଟକୁ ଫେରିଆସେ । ଆପଣମାନେ Untalented guy କରିଥିବା କାଣ୍ଡ ସମ୍ବନ୍ଧରେ ପୂର୍ବରୁ ଅବଗତ ହୋଇଛନ୍ତି । ମାତ୍ର ଅଳ୍ପ ବୟସରେ  Untalented guy ବା ଯାହା ଭଲ ନାଁ ଉଦିତ । ପ୍ରେମ ମୋହରେ ପଡି ବନ୍ଧୁକ ରେ ଗୁଳି ମାଡ଼  କରି ଓ ଛୁରୀରେ ଛାତି କୁ ଚିରି ନିଖୋଜ ହୋଇଯାଇଥିଲା ।

ପୋଲିସ ତାହାର ଅନୁସନ୍ଧାନ କରୁଥିଲେ ମାତ୍ର ସେ  ନିଜର ସ୍ଥାନ ପରିବର୍ତ୍ତନ କରୁଥିଲା ।  Untalented guy ସୋସିଆଲ ମିଡିଆରେ ଅଭଦ୍ର ଭାଷାକୁ ବ୍ୟବହାର କରି ଲୋକମାନଙ୍କ ମଧ୍ୟରେ ଫେମାସ ହୋଇଥିଲା । ଇନଷ୍ଟା ଓ ୟୁଟ୍ଯୁବ ରେ ନିଜେ ଅଭଦ୍ରାମି ର ପରିଚୟ ସୃଷ୍ଟି କରିଥିଲା । ମାତ୍ର ସେ ସାମାନ୍ୟ ଛୋଟ ପରିବାରର ଥିଲା ।

କିନ୍ତୁ ସୋସିଆଲ ମିଡିଆରେ ନିଜର ପରିଚୟ ଓ ଫେମସ ହେବା  ଉଦେଶ୍ୟରେ ଖରାପ ଭାଷା ବ୍ୟବହାର କରୁଥିଲା । ମାତ୍ର ଇନଷ୍ଟାର ପ୍ରେମ  ବ୍ୟାପାର ହେତୁ ଅପରାଧ ଦୁନିଆରେ ନିଜ ଗୋଡ ରଖିଲା । ଜନସାଧାରଣ ଙ୍କ ମଧ୍ୟରୁ ଜଣେ ମହିଳା ମିଡିଆରେ ପ୍ରଶ୍ନ ପଚାରୁଛନ୍ତି ଯେ ଆଜିର ଯୁବ ପିଢିକୁ ଛୁରୀ ତ ମିଳିବା ସହଜ କିନ୍ତୁ  ବନ୍ଧୁକ ଭଳି ଅସ୍ତ୍ର କେମିତି ପାଉଛନ୍ତି ।

ତେଣୁ ସେ ପୋଲିସ ପ୍ରଶାସନ କୁ ନିବେଦ କରିଛନ୍ତି ଯେ ଏହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଆଜିକାଲି ର 2 ବର୍ଷର ପିଲାମାନେ ମଧ୍ୟ ମୋବାଇଲ ବ୍ୟବହାର କରିବା ଶିଖୁଛନ୍ତି । ତେଣୁ ବାପାମା ମାନଙ୍କୁ ପିଲାମାନଙ୍କ ଉପରେ ଧ୍ୟାନ ଦେବା ଦରକାର ।  Untalented guy ର ମା ‘ମଧ୍ୟ ଏହା ଦେଖି ବହୁତ ଦୁଃଖିତ ହେଉଥିବେ କାରଣ ମୁଁ ମଧ୍ୟ ଜଣେ ମା ‘ମୁଁ ବି କେବେ ଚାହିବିନି କି ମୋ ପୁଅ ଖରାପ ବାଟରେ ଚାଲୁ ।

ତେଣୁ ଉଦିତଙ୍କୁ ମୁଁ ଏତିକି କହିବାକୁ ଚାହୁଛି କି ପୁଅ ତୁ ଭଲବାଟକୁ ଫେରିଆସେ । ଏହି ବୟସରେ ଭୁଲ କରୁଛି ତେଣୁ ତାହାକୁ ସୁଧାରି ଭଲବାଟରେ ଚାଲେ । ତେବେ ଜନସାଧାରଣଙ୍କ ମତ ଅନୁସାରେ  Untalented guyକୁ ବଦଳିବା ପାଇଁ ସୁଯୋଗ ଦେଉଛନ୍ତି । ତେବେ ଏହି ଖବରକୁ ନେଇ ଆପଣମାନଙ୍କ ମତ କଣ ଆମ କମେଣ୍ଟ କରି ଜଣାନ୍ତୁ ଓ ଆଗ କୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।    

Leave a Reply

Your email address will not be published. Required fields are marked *