ଭାରତୀୟ ମୁଦ୍ରା ସଂକେତ, ଏହାକୁ କିଏ କରିଥିଲେ ତିଆରି, ଭାରତୀୟ ମୁଦ୍ରା ସଂକେତର ଇତିହାସ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କେଉଁଠୁ ଆସିଲା ଭାରତୀୟ ମୁଦ୍ରାର ସଂକେତ ? ଏହାକୁ କିଏ କରିଥିଲେ ତିଆରି । ଏଭଳି ଅନେକ ପ୍ରଶ୍ନ ଆପଣମାନଙ୍କ ଭିତରେ ରହିଥାଏ । ଆଜି ଆମେ ଆପଣମାନଙ୍କୁ ଏହା ସମ୍ବନ୍ଧୀୟ ଏକ ସ୍ପଷ୍ଟ ଧାରଣ ଦେବୁ । ଚଳିତ ମାସ 2 ହଜାର ଟଙ୍କିଆ ବନ୍ଦ ହେବା  RBI ଘୋଷଣା କରିଥିବା ହେତୁ । 2 ହଜାର ଟଙ୍କିଆ ନୋଟ୍ କୁ ବଦଳାଇବା ପାଇଁ ଜନସାଧରଣଙ୍କ ମଧ୍ୟରେ ଅନେକ ଦ୍ଵନ୍ଦ ଦେଖାଯାଇଛି ।

ତେବେ ଆମେ ବ୍ୟବହାର କରୁଥିବା ଏହି ସାଙ୍କେତିକ ଚିହ୍ନ କେଉଁଠୁ ଓ କିପରି ଆସିଛି କଣ ରହିଛି ଏହାର ଇତିହାସ । ପ୍ରତ୍ୟେକ ଦେଶମାନଙ୍କରେ ନିଜସ୍ଵ ମୁଦ୍ରା ଥାଏ ଏବଂ ତାହାର ସାଙ୍କେତିକ ଚିହ୍ନ ମଧ୍ୟ ରହିଛି । ଆମ ଦେଶରେ ବ୍ୟବହୁତ ହେଉଥିବା ମୁଦ୍ରାର ନାଁ ହେଉଛି ଟଙ୍କା । ମାତ୍ର ଆପଣ ଜାଣନ୍ତି କି  ଏହି ଟଙ୍କାର ପ୍ରତୀକକୁ କିଏ ନିର୍ମାଣ କରିଛନ୍ତି ।

ଆମ ଦେଶରେ ପରିଚାଳିତ ହେଉଥିବା ସବୁ ମୁଦ୍ରା RBI ଦ୍ଵାରା ନିର୍ମିତ ଓ ପରିଚାଳିତ । ଏହା ର ସାଙ୍କେତିକ ଚିହ୍ନ ଦେବନାଗିରି ରା ଓ Roman R  ର ମିଶ୍ରଣରେ ନିର୍ମିତ । ତେବେ ଏହି ଚିହ୍ନ କୁ ବାଛିବା ପାଇଁ ଦେଶରୁ ହଜାର ହଜାର ମୁଦ୍ରା ଶିଳ୍ପୀକାରୀ ମାନେ ଆସିଥିଲେ । 2010 ମସିହାରେ ଅନୁଷ୍ଟାନିକ ଭାବରେ ଭାରତୀୟ ମୁଦ୍ରାର ଘୋଷଣା କରାଯାଇଥିଲା ।

ଦାଖଲ ହୋଇଥିବା ହଜାର ହଜାର ଡିସାଇନ ମଧ୍ୟରୁ ବୋମ୍ବାଇ IIT ସ୍ମାତକର ଛାତ୍ର ଉଦୟ କୁମାର ଙ୍କ ମୁଦ୍ରା ଡିସାଇନ୍ କୁ ମୁଦ୍ରାର ନୂଆ ସାଙ୍କେତିକ ଚିହ୍ନ ଭାବରେ କ୍ୟାବିନେଟ୍  ପକ୍ଷରୁ ଅନୁମୋଦନ ମିଳିଥିଲା .। ଉଦୟଙ୍କ ନିର୍ମିତ ଏହି ଦେବନାଗିରି ରା ଓ   Roman R  ର ମିଶ୍ରଣରୁ ନିର୍ମିତ ହୋଇଥିଲା । ସାଙ୍କେତିକ ମୁଦ୍ରାର ଅନୁମୋଦନ ମିଳିବା ପରେ ରିସର୍ଭ ବ୍ୟାଙ୍କ ଠାରୁ ତାଙ୍କୁ ଅଢେଇ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିଥିଲା ।

ଏହି ଦୁଇଟି ଶବ୍ଦର  ମିଶ୍ରଣ ପରେ ଇଂରାଜୀ ରେ rupees ଓ ହିନ୍ଦୀରେ ରୁପାୟା ଶବ୍ଦ ର ଉତ୍ପନ ହୋଇଥିଲା । ଆପଣ ଏହି ମୁଦ୍ରା କୁ ଭଲ  ଭାବରେ ଦେଖିଲେ ଜାଣିପାରିପାରିବେ ଏଠି ରେ ଦୁଇଟି ଭୂସମାନ୍ତର ରେଖା ଓ ମଝିରେ ସ୍ଥାନ ରହିଛବି ତେବେ ତ୍ରିକୋଣରେ ପୁଷ୍ଟ ଭୂମି ସୃଷ୍ଟି ପାଇଁ ଏହା କରାଯାଇଛି । ଯାହାକୁ ଆମ ଭାରତର ଜାତୀୟ ପତକା ଅଟେ । ଖବରକୁ ନେଇ ଆପଣଙ୍କ ମତ କଣ ଆମ କୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *