ଓଡିଆ ଜୋକ୍ସ : ପୁଅ – ପାପା ମୋ ମ୍ୟାଡମ ବହୁତ ହଟ ନା !! ବାପା – ପୁଅ, ମ୍ୟାଡମ ମା ସମାନ ହେଇଥାଏ, ପୁଅ – ତୁମକୁ ତ…

ବର୍ତ୍ତମାନ ସମୟରେ ସବୁ ମଣିଷ ଟଙ୍କା କମେଇବା ପାଇଁ ରାତି ଦିନ ଏକ କରିଦେଉଛନ୍ତି । ଆପଣମାନଙ୍କ ଏହି କଷ୍ଟକର ଓ ଚିନ୍ତା ଗ୍ରସ୍ତ ଜୀବନରେ ଖୁସି ଆଣିବା ପାଇଁ ଆଜି ଆମେ ଆପଣ ମାନଙ୍କ ମନୋରଞ୍ଜନ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ । ଆପଣ ଏହି ଓଡିଆ ଜୋକ୍ସକୁ ପଢିଲେ ଖୁବ ହସିବେ ଓ ଟେନ୍ସନ ମୁକ୍ତ ହୋଇଯିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

ଜୋକ୍ସ-୧

ଗୋଟେ ପାର୍ଟିରେ ଏକ ସୁନ୍ଦର ଝିଅ ଏକ ପୁଅ ପାଖକୁ ଗଲା- excuse me ମୋ ଗୋଟେ ହାତରେ ପ୍ଳେଟ ଅଛି ଓ ଅନ୍ୟ ହାତରେ ଗ୍ଳାସ । ଦୟାକରି ଆପଣ ମୋ ମୁହଁରୁ ଏହି ଜିନିଷକୁ ହଟେଇ ଦେବେ କି ?

ପୁଅ- ହଁ ହଁ, କଣ ହଟେଇବି କହୁନ ।

ଝିଅ- ତମର ଏହି କୁକୁର ନଜରକୁ ହଟେଇ ଦିଅ ।

ଜୋକ୍ସ-୨

ପପୁ- ପଣ୍ଡିତ ମହାଶୟ ମୋର ବାହାଘର ହେଉନାହିଁ । କିଛି ଉପାୟ କୁହନ୍ତୁ ।

ପଣ୍ଡିତ- ଗୁରୁଜନ ମାନଙ୍କ ଠାରୁ ‘ସଦା ଖୁସି ରୁହ’ ଆଶୀର୍ବାଦ ନେବା ବନ୍ଦ କର ।

ଜୋକ୍ସ-୩

ବିବାହର ୫ ବର୍ଷ ପରେ…

ଭ୍ୟାଲେଣ୍ଟାଇନ ଡେ ଦିନ ସ୍ଵାମୀ ନିଜ ସ୍ତ୍ରୀ ପାଇଁ ଧଳା ଗୋଲାପ ଫୁଲ ଆଣିଲା ।

ସ୍ତ୍ରୀ- ଏ କଣ ଧଳା ଗୋଲାପ ଦଉଛ, ଭ୍ୟାଲେଣ୍ଟାଇନ ଡେ ଦିନରେ ତ ନାଲି ଗୋଲାପ ଦିଅନ୍ତି ?

ସ୍ଵାମୀ- ବର୍ତ୍ତମାନ ଜୀବନରେ ପ୍ରେମ ଠାରୁ ଅଧିକ ଶାନ୍ତିର ଆବଶ୍ୟକତା ଅଛି ସେଥିପାଇଁ ମୁଁ ଧଳା ଗୋଲାପ ଆଣିଛି ।

ଜୋକ୍ସ-୪

ଭଗବାନ ସବୁ ମଣିଷ ମାନଙ୍କୁ ଅଲଗା ପ୍ରକାରର ବନେଇଛନ୍ତି, ହେଲେ ଯେତେବେଳେ ଚୀନର ପାଳି ଆସିଥିଲା ସେତେବେଳେ ସେ ଥକି ଯାଇଥିଲେ, ଯାହାଫଳରେ କେବଳ କପି ପେଷ୍ଟ କରଯାଇଥିଲା, ବୁଝିଯାଇଥିବେ ।

ଜୋକ୍ସ-୫

ଜଣେ ମହିଳା iphone6 ନେଇ ନିଜ ସାଙ୍ଗ ପାଖକୁ ଯାଉଥିଲା, ସେହି ସମୟରେ ତାର ପାଦ ଖସିଯାଇଥିଲା । ଯାହାଫଳରେ ମହିଳା ଜଣକ ତଳେ ପଡିଯାଇଥିଲେ । ସେହି ସମୟରେ କିଛି ଭାଙ୍ଗିଯିବାର ଶବ୍ଦ ଆସିଥିଲା, ମହିଳା ଜଣକ ଭଗବାନଙ୍କୁ କହିଲେ ‘ହେ ପ୍ରଭୁ ହାଡ ଭାଙ୍ଗିଥାଉ ହେଲେ ଆଇ ଫୋନ ନଭାଙ୍ଗୁ’ ।

ଜୋକ୍ସ-୬

ବୈବାହିକ ଲୋକର ପରିଚୟ ହେଉଛି ଅଫିସ ବାହାରୁଥିବା ସମୟରେ ହାତରେ ଟିଫିନ ଓ ଘରକୁ ଫେରୁଥିବା ସମୟରେ ହାତରେ ପରିବା ଥଳି । ଏହା ହିଁ ହେଉଛି ତାର ସିନ୍ଦୁର ଓ ମଙ୍ଗଳସୂତ୍ର ।

ଜୋକ୍ସ-୭

ଜଣେ ମହିଳା କ୍ରିକେଟ ମ୍ୟାଚ ଦେଖୁଥିଲା, ଚେହେରାରେ ତ୍ରିରଙ୍ଗା ର ଟାଟୁ ଥିଲା । ସେହି ସମୟରେ ଶକ୍ତି କପୁର ଆସିଲା ଓ ମହିଳା ଜଣଙ୍କୁ ଚୁମ୍ବନ ଦେଲା ।

ମହିଳା- ଏମିତି କାହିଁକି କରିଲ ?

ଶକ୍ତିକପୁର- ମୁଁ ମୋର ଦେଶର ଝଣ୍ଡାକୁ ଚୁମ୍ବନ ଦେଲି, ଆଇ ଲଭ ମାଈ ଇଣ୍ଡିଆ ।

ଜୋକ୍ସ-୮

ଗୋଟେ ଥର ଏକ ପାଗଳ ଜଳି ନଥିବା ବିଡି ପିଉଥିଲା ।

ଅନ୍ୟ ଏକ ପାଗଳ- ସାଙ୍ଗ ବିଡିରେ କଣ ଧୂଆଁ ବାହାରୁନି ?

ପ୍ରଥମ ପାଗଳ- କରିଦେଲୁ ନା ପାଗଳ ପରିକା କଥା ଏଇଟା ହେଉଛି C.N.G ବିଡି ।

ଜୋକ୍ସ-୯

ପୁଅ – ପାପା ମୋ ମ୍ୟାଡମ ବହୁତ ହଟ ନା…

ବାପା – ପୁଅ, ମ୍ୟାଡମ ମା ସମାନ ହେଇଥାଏ

ପୁଅ – ତୁମକୁ ତ ସବୁବେଳେ ନିଜ

ଖୁସି ଦେଖାଯାଏ !!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ନିଜେ ହସିବା ସହିତ ଶେୟାର କରି ଅନ୍ୟମାନଙ୍କୁ ବି ହସାନ୍ତୁ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *