ଏହି ବ୍ୟକ୍ତିଙ୍କୁ ଐଶର୍ୟ୍ୟା ରାୟ ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ, କିନ୍ତୁ ଫେମସ ହେବା ମାତ୍ରେ ହିଁ ଜୀବନରୁ ବାହାର କରି ଫୋପାଡି ଦେଲେ

ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟଙ୍କୁ କିଏ ବା ନ ଜାଣିଛି । ନିଜର ଦମଦାର ଅଭିନୟ ଓ ଆକର୍ଷିତ ଲୁକ୍ସ ପାଇଁ ଏହି ଅଭିନେତ୍ରୀ ଜଣକ ସମଗ୍ର ଭାରତ ବର୍ଷରେ ଫେମସ । ଐଶ୍ଵର୍ଯ୍ୟ ରାୟ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ଐଶ୍ଵର୍ଯ୍ୟ ରାୟଙ୍କ ଲଭ ଲାଇଫ ବିଷୟରେ କହିବୁ । ଆପଣମାନେ ସମସ୍ତେ ସଲମାନ ଖାନ ଓ ବିବେକ ଓବରଏଙ୍କ ବିଷୟରେ ଜାଣିଥିବେ । ହେଲେ ଏମାନଙ୍କ ଛଡା ଅନ୍ୟ ଏକ ଲୋକ ମଧ୍ୟ ଥିଲା ତାଙ୍କ ଜୀବନରେ ଯାହାକୁ ଐଶ୍ଵର୍ଯ୍ୟ ରାୟ ବହୁତ ଭଲ ପାଉଥିଲେ । ଆଜି ଆମେ ଆପଣଙ୍କୁ ଏହି ଲୋକ ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସଫଳତା ମିଳିବା ପରେ ସମ୍ପର୍କ ଭାଙ୍ଗିଥିଲେ


ଐଶ୍ଵର୍ଯ୍ୟ ନିଜ ମଡେଲିଙ୍ଗ କ୍ୟାରିୟରରେ ଜଣଙ୍କୁ ବହୁତ ଭଲ ପାଉଥିଲେ । ସେ ହେଉଛନ୍ତି ରାଜୀବ ମୂଲଚନ୍ଦାନି । ଐଶ୍ଵର୍ଯ୍ୟ ରାୟ ନିଜ ମଡେଲିଙ୍ଗ କ୍ୟାରିୟର ସମୟରେ ରାଜୀବ ମୂଲଚନ୍ଦାନିଙ୍କ ସହ ରିଲେସନସିପରେ ଥିଲେ । ପେସାରୁ ରାଜୀବ ମଧ୍ୟ ଜଣେ ମଡେଲ ଥିଲେ । ପ୍ରଥମେ ଏହି ଦୁଇଜଣ ଏକା ସହ କାମ କରୁଥିଲେ, ହେଲେ କିଛି ଦିନ ମଧ୍ୟରେ ଏମାନେ ପରସ୍ପରକୁ ଭଲ ପାଇ ବସିଥିଲେ । ଏହି ଦୁଇଜଣ ଏକା ସହ ବହୁତ ଫଟୋ ସୁଟ ମଧ୍ୟ କରିଥିଲେ । ଏମାନେ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ । ହେଲେ ୧୯୯୪ ରେ ଐଶ୍ଵର୍ଯ୍ୟ ରାୟ ମିସ ୱାର୍ଲ୍ଡ ହୋଇ ସଫଳତା ହାସଲ କରିଥିଲେ ।

ଏହା ପରେ ଧୀରେ ଧୀରେ ଐଶ୍ଵର୍ଯ୍ୟ ସଫଳତା ହାସଲ କରିବାକୁ ଲାଗିଲେ, ଯାହା ଫଳରେ ସେ ରାଜୀବଙ୍କୁ ନିଜ ଜୀବନରୁ ଦୂର କରି ଚାଲିଲେ । ଏହା ପରେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଐଶ୍ଵର୍ଯ୍ୟ ପାଦ ଦେଲେ, ସେତେବେଳେ ସେ ଆଦିତ୍ୟଙ୍କ ସହ ନିଜ ସମ୍ପର୍କକୁ ସଂପୂର୍ଣ୍ଣ ରୂପରେ ଭାଙ୍ଗି ଦେଇଥିଲେ । ଏହି କଥା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ସମୟ ପର୍ଯ୍ୟନ୍ତ ରହିଥିଲା, ହେଲେ ଐଶ୍ଵର୍ଯ୍ୟଙ୍କ ପାଇଁ ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଥିଲା ।

ସଲମାନ ଖାନଙ୍କ ସହ ରିଲେସନରେ ଥିଲେ


ମିସ ୱାର୍ଲ୍ଡ ହେବା ପରେ ଐଶ୍ଵର୍ଯ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହା ପରେ ବହୁତ କମ ସମୟରେ ଐଶ୍ଵର୍ଯ୍ୟ ବହୁତ ଫେମସ ଅଭିନେତ୍ରୀ ହୋଇଥିଲେ । ଏହା ପରେ ଐଶ୍ଵର୍ଯ୍ୟ ସଲମାନ ଖାନଙ୍କ ସହ ରିଲେସନରେ ରହିଥିଲେ । ଏହି ଦୁଇଜଣ କଳାକାର କିଛି ଫିଲ୍ମରେ ଏକା ସହ କାମ କରିଥିଲେ । ହେଲେ ଖବର ଅନୁସାରେ ଜଣା ପଡିଛି ସଲମାନ ଖାନଙ୍କୁ ଐଶ୍ଵର୍ଯ୍ୟ ରାୟଙ୍କ ପରିବାର ଲୋକ ପସନ୍ଦ କରୁନଥିଲେ । ହେଲେ ଐଶ୍ଵର୍ଯ୍ୟ ନିଜ ଘର ଲୋକଙ୍କ ବିରୋଧରେ ଯାଇ ସଲମାନଙ୍କ ସହ ରିଲେସନ ରଖିଥିଲେ । ହେଲେ ସଲମାନଙ୍କର କିଛି ଖରାପ ଗୁଣ ପାଇଁ ଐଶ୍ଵର୍ଯ୍ୟ ଓ ସଲମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଥିଲା । ଏହା ପରେ ସଲମାନ ଖାନ ସଂପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଥିଲେ ।

ଖବର ଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *