Aryan Khan ଙ୍କ ଗିରଫ ପରେ ବର୍ବାଦ ହେବାରେ ଲାଗିଛନ୍ତି Shahrukh Khan, ଶାହରୁଖଙ୍କର କେତେ କୋଟି ଟଙ୍କାର କ୍ଷତି ହୋଇଛି ଶୁଣି ଚମକି ପଡିବେ ଆପଣ !

ବନ୍ଧୁଗଣ, ବର୍ତ୍ତମାନ ଶାହରୁଖ ଖାନ ଙ୍କ ଲୋକ ପ୍ରିୟତା ଧୀରେ ଧୀରେ କମିବାକୁ ଲାଗିଅଛି । ଆର୍ୟନ ଖାନ ଦୋ-ଷ କରିବା ପରେ ବର୍ତ୍ତମାନ ଶାହରୁଖ ଖାନ ଙ୍କୁ ସବୁକିଛି ଶୁଣିବାକୁ ହେଉଅଛି । ବର୍ତ୍ତମାନ ଅ-ପ-ବା-ଦ ମୁଣ୍ଡାଇବା ସହିତ ତାଙ୍କର ଆର୍ଥିକବସ୍ଥା ମଧ୍ୟ ବିଗିଡିବାରେ ଲାଗିଅଛି । ଡ୍ର-ଗ୍ସ ମାମଲାରେ ପୁଅ ଆର୍ୟନ ଗି-ର-ଫ ହେବା ପରେ ଶାହରୁଖ ଖାନ ଙ୍କ ବ୍ରାଣ୍ଡ ଭ୍ୟାଲୁ ବର୍ତ୍ତମାନ ସଙ୍କଟ ଆଡକୁ ମୁହାଁଇଛି ।

ସୋ-ସି-ଆ-ଲ ମି-ଡି-ଆ ରେ ପ୍ରଶଂସକ ମାନେ ବର୍ତ୍ତମାନ ଶାହରୁଖ ଙ୍କୁ ଟ୍ରୋ-ଲ କରିବା ଆରମ୍ଭ କରିଦେଇଛନ୍ତି । ଏହା ସହିତ କିଛି ବ୍ରାଣ୍ଡ ଶାହରୁଖ ଙ୍କ ପ୍ରଚାର କରିଥିବା କିଛି ବ୍ରାଞ୍ଚ କୁ ବ-ୟ-କ-ଟ କରିବା ନିମନ୍ତେ ନାରା ଦେଉଛନ୍ତି । ନିଜ ପୁଅ ଡ୍ର-ଗ୍ସ ମାମଲାରେ ଫ-ସି-ଥି-ବା ବେଳେ ପ୍ରଶଂସକ କୁ ସେ କିଭଳି ପ୍ରେରିତ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ବଲିଉଡ ର କିଂ ଖାନ ଶାହରୁଖ ଙ୍କ ବ୍ରାଣ୍ଡ ଭାଲ୍ୟୁ ପ୍ରାଏ ୩୭୮ କୋଟି ଟଙ୍କା ହେବ ।

ଆଗକୁ ତାଙ୍କୁ ବହୁତ କ୍ଷତି ସହିବାକୁ ହୋଇପାରେ ବୋଲି ମାର୍କେଟ ଏକ୍ସପୋର୍ଡ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଶାହରୁଖ ପ୍ରାଏ ୪୦ ଟି ବ୍ରାଣ୍ଡ ର ମାର୍କେଟିଙ୍ଗ କରୁଛନ୍ତି । ଯେଉଁଥିରେ ଶିକ୍ଷା ସମ୍ବନ୍ଧିତ ମଧ୍ୟ ରହିଅଛି । କିନ୍ତୁ ବର୍ତ୍ତମାନ ପୁଅ ଆର୍ୟନ ଗି-ର-ଫ ହେବା ପରେ ସବୁକିଛି ପ୍ରଭବିତ ହୋଇଅଛି । ବହୁରାଷ୍ଟ୍ର ଅର୍ଥନୀତି ର ପରାମର୍ଶ କାରୀ ଦାତା ଦାଫ ଆଣ୍ଡ ପ୍ଗେଲେଫ୍ସ ତରଫରୁ ଗତ ଫେବୃଆରି ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହରୁଖ ଙ୍କ ବ୍ରାଣ୍ଡ ଭାଲ୍ୟୁ ୩୭୮ କୋଟି ଟଙ୍କା ।

୨୦୨୦ ବ୍ରାଣ୍ଡ ଭାଲ୍ୟୁ ଙ୍କ ଅନୁଯାୟି ଶାହରୁଖ ଙ୍କ ସ୍ଥାନ ୪ ର୍ଥ ରେ ରହିଥିଲା । ସମଗ୍ର ବିଶ୍ଵ ରେ ସର୍ବାଧିକ ଆୟ କରୁଥିବା ଶ୍ରେଷ୍ଠ ୧୦ ଅଭିନେତା ଙ୍କ ମଧ୍ୟରେ ଶାହରୁଖ ଙ୍କ ର ନାମ ମଧ୍ୟ ରହିଅଛି । ବର୍ତ୍ତମାନ ଦିନରେ ଶାହରୁଖ ଖାନ ଙ୍କ ପାଖରେ ରହିଅଛି ସମୁଦାୟ ୫ ହଜାର ୧୧୬ କୋଟି ର ସମ୍ପତ୍ତି । ସେ ୩ୟ ସର୍ବାଧିକ ଧନୀ ଅଭିନେତା ବୋଲି କୁହାଯାଉଅଛି ।

IPL ଟିମ ଭଳି ବିଭିନ୍ନ ବ୍ୟବସାୟିକ କାରବାର ହେଉଛି କିଂ ଖାନ ଙ୍କ ଆୟର ମୁଖ୍ୟ ଉତ୍ସ । ବର୍ତମାନ ପୁଅ ଆର୍ୟନ ଙ୍କ ପାଇଁ ବିବାଦ ଘେର କୁ ଆସି ଆୟ କମିବାର ଆଶଙ୍କା ରହିଅଛି । ବନ୍ଧୁଗଣ ଏହି ମାମଲା ସମ୍ବନ୍ଧରେ ଆପଣ ଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *