Aryan ଜେଲ୍ ଯିବେ ଶୁଣି ଦୌଡ଼ି ଆସି କାର୍ ରେ ଭୋ ଭୋ ହେଇ କାନ୍ଦିଲେ ମା Gouri, କହିଲେ କିଛି ଏମିତି…. ଦେଖନ୍ତୁ Video

ବନ୍ଧୁଗଣ, ଶାହରୁଖ ଖାନ ଙ୍କ ପୁଅ ଆର୍ୟନ ଖାନ ଙ୍କୁ ଜେଲ କ-ଷ୍ଟି-ଡି ଶୁଣାଇବା ପରେ କାର ଭିତରେ ତାଙ୍କ ମା ଗୌରୀଖାନ ଙ୍କ କାନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଅଛି । ଗୌରୀଖାନ ବହୁତ ଚେଷ୍ଟା କରିଥିଲେ ପୁଅ ଆର୍ୟନ ଖାନ ଙ୍କୁ ଘରକୁ ନେଇଯିବା ନିମନ୍ତେ । ସେ ତାଙ୍କ ନିମନ୍ତେ ସିଦ୍ଧିବିନାୟକ ରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ମାତ୍ର କୋର୍ଟ ଅଗ୍ରାହ୍ୟ କରିଦେଇଥିଲା ଆଜି କୌଣସି ଶୁଣାଣୀ କୁ । ଆସନ୍ତା କାଲୀ ନିମନ୍ତେ ଆର୍ୟନ ଖାନ ଙ୍କ ବେଲ ପିଟିସନକୁ ସ୍ଥଗିତ ରଖାଯାଇଅଛି ।

ଆସନ୍ତା କାଲୀ ମାନ୍ୟବର କୋର୍ଟ NCB କୁ ନିଜ ପକ୍ଷ ରଖିବା ନିମନ୍ତେ ସମୟ ଦେଇଛନ୍ତି । ଏହା ସହିତ ସତିଶ ମାନେସିନ୍ଦେ ନିଜର ପକ୍ଷ ମଧ୍ୟ ରଖିବେ ଯେ ଆର୍ୟନ ଖାନ ଙ୍କୁ କାହିଁକି ବେ-ଲ ମିଳିବ ଆବଶ୍ୟକତା ରହିଅଛି । ସତିଶ ମାନେସିନ୍ଦେ ଗୋଟିଏ କଥା କୁ ବାରମ୍ବାର କହୁଛନ୍ତି ଯେ ଆର୍ୟନ ଖାନ ଙ୍କର କୌଣସି ଟିକେଟ ନଥିଲା ଏବଂ ତାଙ୍କୁ ଜଣେ ଗେଷ୍ଟ ଭାବରେ ଡକା ଯାଇଥିଲା । ମାତ୍ର ତାଙ୍କୁ ଫ-ଶା ଦିଆଯାଇଅଛି ଏବଂ ତାଙ୍କ ପାଖରୁ କୌଣସି ମଧ୍ୟ ଡ୍ର-ଗ୍ସ ରିକୋଭର ହୋଇ ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ।

 

ଏହା ମଧ୍ୟ କହିଛନ୍ତି ଯେ ଆର୍ୟନ ଖାନ ପୂର୍ବ ରୁ ଡ୍ର-ଗ୍ସ ନେଉଥିଲେ ମଧ୍ୟ ବର୍ତ୍ତମାନ ସେ ଡ୍ର-ଗ୍ସ ନେଉ ନାହାନ୍ତି । ତାଙ୍କର ମେଡିକାଲ ଟେ-ଷ୍ଟ ମଧ୍ୟ ହୋଇ ସାରିଅଛି । ତାଙ୍କ ବନ୍ଧୁ ଅରବାଜ ଏବଂ ମୁନମୁନ ଙ୍କ ଠାରୁ ହିଁ ଡ୍ର-ଗ୍ସ ମିଳିଥିଲା । ଏହି ଘଟଣା ସହିତ କୌଣସି ମଧ୍ୟ ସମ୍ପୃକ୍ତି ନାହିଁ ବୋଲି କହିଥିଲେ । ଆର୍ୟନ ଖାନ ଙ୍କ ବାପା ଶାହରୁଖ ଖାନ ମଧ୍ୟ ଆଜି ଭା-ଙ୍ଗି ପଡିଥିଲେ । ତାଙ୍କୁ ମଧ୍ୟ ବହୁତ ଯ-ନ୍ତ୍ର-ଣା ରେ ଥିବା ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ଆର୍ୟନ ଖାନ ଙ୍କୁ NCB ପଠାଇ ଦିଆଯାଇଅଛି । ସେଠାରେ ସେ ଆଜି ରାତି କାଟିବେ । ଆସନ୍ତ କାଲୀ ତାଙ୍କର ଶୁଣାଣୀ ହେବ । କାଲୀ ଜଣା ଯିବ ଯେ ସେ ବେଲ ରେ ଘରକୁ ଯାଉଅଛନ୍ତି ନା ସିଧା ଯାଉଛନ୍ତି ଜେ-ଲ କୁ । ଏହା ସହିତ ତାଙ୍କ ସହିତ ଗି-ର-ଫ ହୋଇଥିବା ୬ ଜଣଙ୍କୁ ମଧ୍ୟ ଦ-ଣ୍ଡ ର ଶୁଣାଣୀ ହେବ । ବନ୍ଧୁଗଣ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *