“ପ୍ରମୋସନ ପାଇଁ ଯିଏ ଯାହା ପାଖରେ ପାଉଛି ସୋଇପଡୁଛି…ଖାଲି ଲୋକଙ୍କୁ ରାମ୍ପି ଏମାନେ…” Gyana Barik

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡିଆନ ଜ୍ଞାନ ବାରିକ କହିଛନ୍ତି ଯେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହିଥାଏ । ମାତ୍ର ଏହାର ଅର୍ଥ ନୁହେଁ ଯେ ଏହାକୁ ନେଇ ସ୍ଵାମୀ ଜଣକ ନିଜ ସ୍ତ୍ରୀ ଉପରେ ହାତ ଉଠାଇବା ତଥା ମାଡ ମାରିବ । ଜଣେ ନାରୀ ହେଉଛି ଘରର ଲକ୍ଷ୍ମୀ । ଆଉ ଗୋଟିଏ ନାରୀ ଯଦି ପ୍ରକୃତ ସ୍ଵାମୀ ବୋଲି ଭାବୁଥିବ ତେବେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ ଦୁଃଖ କଷ୍ଟ ରେ ଚଳିବ । ପରିସ୍ଥିତି କୁ ନେଇ ଚଳିଲେ ପ୍ରେମ ହେଉଛି ଚିରନ୍ତନ ସତ୍ୟ । ଏବଂ ପ୍ରେମ ଭଳି ଶବ୍ଦ ଆଉ କେଉଁଠି ନାହିଁ ।

ଯେଉଁ ଝିଅ ପୁଅ କୁ ଯଦି ଭଲ ପାଇଲା ତେବେ ବିବାହ ପରେ ଶାରୀରିକ ସମ୍ପର୍କ ରଖ । ଏଥିପାଇଁ କିଏ ମନା କରିଲା ? ମାତ୍ର ବିବାହ ପୂର୍ବ ରୁ ଯେଉଁ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ସେହିଠାରେ ହିଁ ସବୁ କଟି ଯାଉଛି । ଶାରୀରିକ ସମ୍ପର୍କ ରଖି ସବୁ ସାରିବା ପରେ ପୁଅ ତାହାର ଚାଲିଗଲା ଏବଂ ଝିଅ ଗୋଡାଇ ଗୋଡାଇ ଚୁପ ହେଇ ରହୁଛି ।

ବରଂପୁର ରେ ବର୍ତ୍ତମାନ ମହିଳା ଜଣକ ନ୍ୟାୟ ପାଇ ପାରିଲା ନାହିଁ । ତେବେ ଦିଲ୍ଲୀ ରେ ସେ ଝିଅ କିଭଳି ନ୍ୟାୟ ପାଇବ ? ମାତ୍ର ଏଥିରେ ଓକିଲ ମାନଙ୍କ ଫାଇଦା ସେମାନେ ଖାଲି ପଇସା ନେବାରେ ବ୍ୟସ୍ତ । ମେଡିକାଲ କୁ ଗଲେ ଯେଉଁ ଭଳି ଭାବରେ ଡାକ୍ତର ମାନେ ରୋଗୀ ମାନଙ୍କୁ ଶୋଷଣ କରୁଛନ୍ତି ତାହା ଆଦୌ ଉଚିତ ନୁହେଁ ।

ଦିଲ୍ଲୀ ରେ ଯେଉଁ କେସ ହୋଇଛି ତାହାକୁ ନେଇ ଜ୍ଞାନ କହିଛନ୍ତି ଯେ ଯାହା ହେଲା କିଛି ଠିକ କଲାନି ପ୍ରେମିକ ଜଣକ । ଯଦି ଝଗଡା ହେଲା ତାକୁ ୩୫ ଖ-ଅଣ୍ଡ କରି ପକାଇବା ଉଚିତ ଥିଲା ? ମାତ୍ର ନାରୀମାନେ ନିଜ ବାପା ମା’ ଙ୍କୁ ଖାତିର ନ କରି ସମସ୍ତଙ୍କ ପାଖରେ ଶୋଇପଡ଼ୁଛନ୍ତି, ତାହା ବଡ ବଡ ଚଳଚିତ୍ର ଜଗତ ହେଉ କି ଅନ୍ୟ କେଉଁଠି, ପ୍ରମୋଶନ ପାଇଁ ବଡ ବଡ ଅଫିସର ଙ୍କ ପାଖରେ ନାରୀମାନେ ଶୋଇପଡୁଛନ୍ତି ।

ମାତ୍ର ଏଠାରେ କଣ କରାଯିବ ? ନର୍ସ ହୋଇଛି ଡାକ୍ତର ଯଦି ନାଇଟ ଶିଫ୍ଟ ପକାଇଲା ତେବେ ଡାକ୍ତର ପାଖରେ ଯାଇ ଶୋଇପଡୁଛି । ନେତା ମନ୍ତ୍ରୀ ପାଖରେ ଶୋଇପଡୁଛନ୍ତି । ମାତ୍ର ନାରୀ ଯେତେବେଳେ ନିଜେ ନିଜକୁ ଜଗିଯିବ ତେବେ ତାହା ସହିତ ଏପରି କିଛି ହେବ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *