Interesting Gk Questions- ଲଭ ର ଫୁଲ ଫର୍ମ କଣ ? Book ର ଫୁଲ ଫର୍ମ କଣ ? ଏହା ସହିତ ଜାଣନ୍ତୁ ଆହୁରି 20 ଟି ଫୁଲ ଫର୍ମ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ବିବରଣୀ ସମ୍ବନ୍ଧରେ କହିବାକୁ ଯାହାକୁ ଆପଣ ମାନେ ଜାଣିବା ଆବଶ୍ୟକ । କେତେକ ସର୍ଟଫର୍ମ ର ସଂପୂର୍ଣ୍ଣ ମାନେ ସମସ୍ତେ ଜାଣିନଥିବେ । ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ବହୁତ ଉପକାରୀ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧:- OTV ର ଫୁଲ ଫର୍ମ କ’ଣ ?

ଉତ୍ତର:- Odisha Television

୨:- TRP ର ଫୁଲ ଫର୍ମ କ’ଣ ?

ଉତ୍ତର:- Television Rating point

୩:- LIC ର ଫୁଲ ଫର୍ମ କ’ଣ ?

ଉତ୍ତର:- Life insurance corporation

୪:- NTPC ର ଫୁଲ ଫର୍ମ କ’ଣ ?

ଉତ୍ତର:- National Thermal power corporation

୫:- IAS ର ଫୁଲ ଫର୍ମ କ’ଣ ?

ଉତ୍ତର:- Indian Administrative Service

୬:- IPS ର ଫୁଲ ଫର୍ମ କ’ଣ ?

ଉତ୍ତର:- Indian police service

୭:- ISS ର ଫୁଲ ଫର୍ମ କ’ଣ ?

ଉତ୍ତର:- International Space station

୮:- WORLD ର ଫୁଲ ଫର୍ମ କ’ଣ ?

ଉତ୍ତର:- Watch our Real life Day and Night

୯:- CHC ର ଫୁଲ ଫର୍ମ କ’ଣ ?

ଉତ୍ତର:- Community health center

୧୦:- ISI ର ଫୁଲ ଫର୍ମ କ’ଣ ?

ଉତ୍ତର:- Indian Standard Institute

୧୧:- BRD ର ଫୁଲ ଫର୍ମ କ’ଣ ?

ଉତ୍ତର:- Business Requirments Document

୧୨:- LOVE ର ଫୁଲ ଫର୍ମ କ’ଣ ?

ଉତ୍ତର:- Life’s only valuable emotion

୧୩:- CD ର ଫୁଲ ଫର୍ମ କ’ଣ ?

ଉତ୍ତର:- Compact disc

୧୪:- GIET ର ଫୁଲ ଫର୍ମ କ’ଣ ?

ଉତ୍ତର:- Gandhi institute of engineering and technology

୧୫:- DM ର ଫୁଲ ଫର୍ମ କ’ଣ ?

ଉତ୍ତର:- Direct message

୧୬:- MB ର ଫୁଲ ଫର୍ମ କ’ଣ ?

ଉତ୍ତର:- Megabyte

୧୭:- Book ର ଫୁଲ ଫର୍ମ କ’ଣ ?

ଉତ୍ତର:- Big Ocean of Knowledge

୧୮:- MBD ର ଫୁଲ ଫର୍ମ କ’ଣ ?

ଉତ୍ତର:- Malhotra Book Depot ।

୧୯;- ସ୍ତ୍ରୀ ର କେଉଁ ରୂପ ଅଛି ଯାହାକୁ ସମସ୍ତେ ଦେଖି ପାରନ୍ତି ମାତ୍ର ତାଙ୍କ ସ୍ଵାମୀ କେବେ ଦେଖି ପାରନ୍ତି ନାହିଁ ?

ଉତ୍ତର;- ବିଧବା ରୂପ ।

୨୦;- ତାହା କଣ ଅଟେ ଯାହାକୁ ସମସ୍ତେ ଖାଇଥାନ୍ତି କିନ୍ତୁ କେହି ପସନ୍ଦ କରି ନଥାନ୍ତି ?

ଉତ୍ତର;- ଗାଳି ।

୨୧;- ଯାହାକୁ ଶୋଇବା ନିମନ୍ତେ ପଲଙ୍କ ନଥାଏ, ରହିବା ନିମନ୍ତେ ମହଲ ନଥାଏ ଏବଂ ସବୁଠାରୁ ଖାସ କଥା ତାହା ପାଖରେ ଗୋଟିଏ ଟଙ୍କା ମଧ୍ୟ ନଥାଏ ତଥାପି ସେ ରାଜା ହୋଇଥାଏ ?

ଉତ୍ତର;- ବାଘ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *