ବାହାବେଦିରେ ବସିଥିଲା ପୁଅ, ପ୍ରେମିକ ସହ ଫେରାର ହେଇଗଲା ମା’, ଆଉ ତା’ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହା ବେଦୀରେ ପୁଅ, ମା ପଳେଇଲା ନିଜ ପ୍ରେମିକ ସହ ! ତେବେ ଏପରି କିଛି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଅଞ୍ଚଳ ବୀର୍ସା ବ୍ଲକ ଅନ୍ତର୍ଗତ ଚୀରୋବେଡା ଗ୍ରାମରେ ଘଟିଛି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚା ଜୋର ଧରିଛି । ତେବେ ବାପା ଚାଲିଯିବା ପରେ ପୁଅର ବାହାଘର ହୋଇଥିଲା । ତେବେ ବାହାଘର ପରେ ବୋହୁ ଘରକୁ ଆସିବା ପରେ ବିଧବା ମା’ ନିଜ ପ୍ରେମିକ ସହ ଘରୁ ଛୁ ମନ୍ଥର ହୋଇ ପଳାଇଯାଇଥିଲା ।

ତେବେ ଏହି ଘଟଣାକୁ ଏହାରି ମଧ୍ୟରେ ଗତ ୬ ମାସ ବିତିଯାଇଛି । ହେଲେ ପୁଣି ଥରେ ବିଧବା ମା’ ନିଜ ସ୍ଵାମୀର ସମ୍ପତ୍ତି ପାଇବା ଆଶାରେ ପୁଣି ଏହି ଘଟଣାକୁ ପୁଣି ଥରେ ଉଦଜୀବିତ କରିଛି । ପୁଣି ଥରେ ନିଜ ସ୍ଵର୍ଗତ ସ୍ଵାମୀର ଘରବାଡି କାଗଜ ପତ୍ର ତଥା ସମ୍ପତ୍ତିଗତ୍ତ ସରକାରୀ ଓ ବେସରକାରୀ କାଗଜପତ୍ରକୁ ନିଜ ନାମରେ କରିବା ପାଇଁ ଥାନାର ଦ୍ଵାରସ୍ଥ ହୋଇଛି ।

ତେବେ ବିଧବା ମା’ ର ପୁଅଙ୍କର କହିବା ଅନୁଯାଇ ମୋର ବାପାଙ୍କର ମୃ- ତ୍ୟୁ ର କିଛି ମାସ ପରେ ମୋର ବାହାଘର ହୋଇଥିଲା । ହେଲେ ବାପା ଗଲା ପରେ ମା’ ଅନ୍ୟ ଏକ ଲୋକ ସହ ଫେରାର ହୋଇ ଘରୁ ପଳାଇଥିଲା । ହେଲେ ଏବେ ୬ ମାସ ପରେ ସମ୍ପତ୍ତିପତ୍ର ପାଇବା ଆଶାରେ ଥାନାକୁ ଆସିଛି । ସେଠାକୁ ଆସି ସବୁକିଛି ନିଜ ନାମରେ କରିଦେବ ବୋଲି ଅଣ୍ଟା ଭିଡି ବସିଛି । ତେବେ ସେପରି ଦେଖିବାକୁ ଗଲେ । ଯଦି ବିଧାମା ମା’ ନିଜ ନାମରେ ସମ୍ପତ୍ତି କରିଦିଏ ।

ତେବେ ସେ ତା’ ର ପ୍ରେମିକ ସହ ହିଁ ସମ୍ପତ୍ତିକୁ ଉପଭୋଗ ନେଇ କରିବ । ହେଲେ ଯଦି ବାପାର ସମ୍ପତ୍ତି ନିଜ ପୁଅ ନାମରେ ରହିବ । ତେବେ ପୁଅ ନିଜ ଘରେ ନିଜ ସ୍ତ୍ରୀକୁ ନେଇ ରହିବା ସହ ସ୍ଵର୍ଗତ ବାପାଙ୍କର ସପତ୍ତିର ମଧ୍ୟ ପୁଅ ହିସାବରେ ଅଧିକାର ପାଇବ । ତେବେ ଗ୍ରାମବାସୀଙ୍କ କହିବା ଅନୁଯାଇ ସ୍ଵାମୀ ଗଲା ପରେ ସ୍ତ୍ରୀ ନିଜ ପ୍ରେମିକ ସହ ନିଜ ପୁଅ, ଝିଅ ଓ ବୋହୁକୁ ଛାଡି ଘରୁ ଚାଲିଯାଇଛି ।

ବାପାର ସମ୍ପତ୍ତି ଉପରେ ନିଜ ପୁଅର ହିଁ ପ୍ରଥମ ଅଧିକାର ରହିବା ଦରକାର । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *