ବିଜେଡ଼ି Deepali Das ଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିବା ପରେ ଦେଖନ୍ତୁ କ’ ଣ କହିଲେ ଦୀପାଳି !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଜେଡିରୁ ଟିକେଟ ପାଇଲେ ଦୀପାଳୀ ଦାସ ! ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ଦିବଙ୍ଗତ ନବ କିଶୋର ଦାସଙ୍କ ଦେହାନ୍ତରେ ସାରା ଓଡିଶାରେ ଏକ ହଇଚଇ ସୃଷ୍ଟି ହୋଇଯାଇଥିଲା । ତେବେ ନବ ଦାସଙ୍କ ଜୀବ ପରେ ତାଙ୍କ ବଦଳରେ ରାଜନୀତିରେ ସୃଷ୍ଟି ହୋଇଥିବା ଅପୂରଣୀୟ କ୍ଷତିକୁ କିଏ ପୂରଣ କରିବ ତାହା ଅପେକ୍ଷା ରହିଥିଲା । ହେଲେ ପର୍ଯ୍ୟାୟ କ୍ରମେ କ୍ରମେ ଅପେକ୍ଷା ଧୀରେ ଧୀରେ କରି ସରିବାକୁ ବସିଛି ।

ତେବେ ନବ କିଶୋର ଦାସଙ୍କ ସୁପୁତ୍ରୀ ଦୀପାଳି ଦାସଙ୍କୁ ବିଜେଡି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜେଡି ଟିକେଟ ମିଳିଛି । ଯାହାଜୁ ନେଇ ଦୀପାଳି ଦାସ ବହୁତ ହିଁ ଖୁସି ଅଛନ୍ତି । ତେବେ ବିଜେଡି ଟିକେଟ ପାଇବା ପରେ ଦୀପାଳି ଦାସଙ୍କ ମୁହଁରୁ ଏପରି କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଯେଉଁଠାରେ ଦୀପାଳି ଦାସ କହିଛନ୍ତି । ଯେ ବାପା ବିଜେଡି ଦଳରେ ରହି ଝାରସୁଗୁଡାର ଉନ୍ନତି ନିମନ୍ତେ ସବୁବେଳେ କାର୍ଯ୍ୟ କରି ଆସୁଥିଲେ ।

ତେବେ ମୁଁ ମଧ୍ୟ ତାଙ୍କ ଝିଅ ହୋଇ ଝାରସୁଗୁଡାର ମଙ୍ଗ ଧରି ଝାରସୁଗୁଡା ପାଇଁ ଆହୁରି ବହୁତ କିଛି ଉନ୍ନତି କରିବାକୁ ସବୁବେଳେ ନିଜର ପ୍ରୟାସ ଜାରୀ ରଖିବୀ । ମୋତେ ଯେଉଁ ବିଜେଡି ତରଫରୁ ବିଜେଡି ଟିକେଟ ମିଳିଛି । ଏହା ଯଦି ଆଜି ମୋ ବାପା ସ୍ଵର୍ଗତ ନବ କିଶୋର ଦାସ ଦେଖିଥାନ୍ତେ । ତେବେ ସେ ମଧ୍ୟ ବହୁତ ଅଧିକ ଖୁସି ହୋଇଯାଇଥାନ୍ତେ । କାରଣ ମୋ ବାପାଙ୍କ ସବୁବେଳେ ଇଛା ଥିଲା ।

କି ତାଙ୍କ ଝିଅ ଦୀପାଳି ରାଜନୀତିରେ ଅଗ୍ରସର ହୋଇ ଜନତାଙ୍କ ସେବାରେ ସବୁବେଳେ ମନୋନିବେଶ କରୁ । ସେଥିପାଇଁ ବାପା ଥିବା ସମୟରେ ମୁଁ ମଧ୍ୟ ବହୁତ ସାରା ରାଜନୀତିର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛି । ସେଠାରୁ ରାଜନୀତି ଉପରେ ବହୁତ କିଛି ମଧ୍ୟ ଶିକ୍ଷା କରିଆସିଛି । ଏହା ଛଡା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି ଦଳ ସବୁବେଳେ ହିଁ ଆଗୁଆ ରହିଆସିଛି ।

ତେଣୁ ମୁଁ ଚେଷ୍ଟା କରିବି । ବିପୁଳ ସଂଖ୍ୟାରେ ଭୋଟ ହାସଲ କରି ଉପ ନିର୍ବାଚନ ଜୟ କରିବି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *