ପ୍ରେମିକ ସହ ଗୋଟିଏ ରୁମରେ ବୋହୁର ଚାଲିଥିଲା ଖେଳ ! ହେଲେ ରେଡ୍ ହ୍ୟାଣ୍ଡରେ ଧରିନେଲେ ଶଶୁର, ଆଉଆ ତା’ପରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୋହୁକୁ ରେଡ୍ ହ୍ୟାଣ୍ଡରେ ଧରିଲେ ଶ୍ଵଶୁର । ହଁ ବନ୍ଧୁଗଣ ଘରର ବୋହୁ ପର ପୁରୁଷ ସହିତ ରଖିଥିଲା ଶାରୀରିକ ସମ୍ପର୍କ । ତେବେ ପର ପୁରୁଷ ସହିତ ବୋହୁ ସଂଭୋଗ କରିବା ସମୟରେ ଶ୍ଵଶୁରଙ୍କ ସାମ୍ନାରେ ଏପରି କିଛି ଅପ୍ରିୟକର ଘଟଣା ପଡିଯାଇଥିଲା । ତାପରେ ଶ୍ଵଶୁର ଏହା ସବୁ ଦେଖି ରାଗରେ ଉତ୍ତେଜିତ ହୋଇଯାଇଥିଲା । ଏହା ପରେ ଘରର ସମସ୍ତ ସଦସ୍ୟ ମଧ୍ୟ ବୋହୁର ପରକିଆ ପ୍ରୀତି ସମ୍ପର୍କ ବିଷୟରେ ଜାଣିଯାଇଥିଲେ ।

ତାପରେ ଘରର ବୋହୁ ଓ ସେହି ପର ପୁରୁଷ ଯାହା ସହିତ ବୋହୁ ଏପରି ଅନୈତିକ ସମ୍ପର୍କ ସ୍ଥାପନ କରିଥିଲା । ତାଙ୍କ ମାନଙ୍କ ଉପରେ ଶ୍ଵଶୁର ଜଣଙ୍କ ଗାଳି ଗୁଲଜ କରିବା ସହିତ କଡାକଡି ଭାବରେ ଚଢଉ କରିଥିଲେ । ତେବେ ଶ୍ଵଶୁର ଜଣଙ୍କ ନିଜ ଘରର ବୋହୁକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏହା ସହିତ ବୋହୁକୁ କିଏ ସେହି ପିଲା ବୋଲି ପଚାରିଥିଲେ ।

ତାପରେ ଅନୈତିକ ସମ୍ପର୍କ ରଖିଥିବା ପୁରୁଷ ଜଣଙ୍କୁ ମଧ୍ୟ ପ୍ରଶ୍ନ ଉପରେ ପ୍ରଶ୍ନର ପଚାରି ଯାଇଥିଲେ । ପୁରୁଷ ଜଣଙ୍କ ଉତ୍ତର ଦେବାରେ ଟିକେ ବିଳମ୍ବ କରୁଥିଲେ । ବୃଦ୍ଧ ଶ୍ଵଶୁର ସଙ୍ଗେ ସଙ୍ଗେ ରାଗ ତମ ତମ ହୋଇ ପୁରୁଷକୁ ମାଡ ମାରିବାର ଧମକ ମଧ୍ୟ ଦେଉଥିଲେ । ତେବେ ଶ୍ଵଶୁର ଜଣଙ୍କ ପୁରୁଷ ଜଣଙ୍କୁ ତାଙ୍କ ବୋହୁ ସହିତ ତୋର କି ସମ୍ପର୍କ ରହିଛି ମଧ୍ୟ ପଚାରିଥିଲେ ? ତେବେ ଏତେ ରାତିରେ ମୋ ବୋହୁ ପାଖରେ ତୋର କଣ କାମ ରହିଥିଲା ଯେ ତୁମେ ଏଠାକୁ ଆସିଥିଲ ତାହା ମଧ୍ୟ ପଚରିଥିଲେ ।

ତେବେ ଏହା ମଧ୍ୟ ପୁରୁଷ ଜଣଙ୍କୁ କହିଥିଲେ । ତୁ ଏଠାକୁ ରାତିରେ ଆସିବା ପଛ କାରଣ କଣ ? ତୁ କଣ ବୋହୁ ସହିତ ସହବାସ କରୁଥିଲୁ । ସେ କଣ ତୋର ବିବାହିତ ସ୍ତ୍ରୀ । ତାପରେ ଶ୍ଵଶୁର ଜଣଙ୍କ ପୁରୁଷଙ୍କୁ ଏହା ମଧ୍ୟ କହିଥିଲେ । ଏପରି ଖରାପ ସମ୍ପର୍କ ବୋହୁ ସହ ରଖିଛୁ । ଏହା ବଦଳରେ କେତେ ଟଙ୍କା ତା’ ଠାରୁ ନେଇଛୁ । ଧମକ ଦେଖାଇ ଶ୍ଵଶୁର ଜଣଙ୍କ ପୁରୁଷକୁ ପଚାରିବାରୁ ପୁରୁଷ ଜଣଙ୍କ ଭାଉଜଙ୍କ ଠାରୁ ୫ ହଜାର ଟଙ୍କା ନେଇଛି ବୋଲି ଭୟଭୀତ ହୋଇ କହିଲା ।

ତେବେ ସ୍ଵାମୀ ଘରେ ନଥିବା ସମୟରେ ପର ପୁରୁଷକୁ ପାଖକୁ ଡାକି ଖରାପ ସମ୍ପର୍କ ରଖିବା ସହିତ ତାକୁ ଟଙ୍କା ଦେଇଥିବାରୁ ଘରର ବୋହୁ ଉପରେ ମଧ୍ୟ ଖୁବ ଗାଳି ଗୁଲଜ କରାଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *