ବଞ୍ଚେଇଦେଲା ଉପସ୍ଥିତ ବୁଦ୍ଧି ! ସାଇବର ଠକଙ୍କୁ ଚୂନ ମାରିଦେଲେ ଭାଇନା, ଫେରେଇ ଆଣିଲେ 22 ହଜାର ଟଙ୍କା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚାଲାକି ଦେଖାଇ ସାଇବର ଠକଙ୍କ ଠାରୁ ନେଇ ଆସିଲେ ୨୨ ହଜାର ଟଙ୍କା । ହଁ ବନ୍ଧୁଗଣ ଦିନକୁ ଦିନ ସାଇବର କ୍ରାଇମ ବଢିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକ ସାଇବର ଠକାମୀର ଶିକାର ହେଉଛନ୍ତି । ହେଲେ ଜଣେ ଯୁବକ ସାଇବର କ୍ରାଇମର ମାନଙ୍କୁ ଚୂନ ଲଗାଇ ଦେଇଛନ୍ତି । ସେହି ଯୁବକଙ୍କ ଜାଲରୁ ସାଇବର ଠକ ମାନେ ମଧ୍ୟ ବର୍ତ୍ତୀପାରିନାହାନ୍ତି ।

ଏହା ସହିତ ନିଜର ଅର୍ଜିତ ଧନକୁ ସାଇବର ଲୁଟେରାଙ୍କ ଠାରୁ ନିଜ ପାଖକୁ ଫେରାଇ ଆଣିଛନ୍ତି । ପ୍ରଥମେ ଯୁବକଙ୍କ ଠାରୁ ଇଆଡୁ ସିଆଡୁ କହି ୨୨ ହଜାର ଟଙ୍କା ଲୁଟ କରିବାକୁ ଲାଗିଥିଲେ । ତେବେ ଯୁବକ ଜଣଙ୍କ ଆକାଉଣ୍ଟରୁ ଟଙ୍କା କାଟିବାକୁ ନେଇ ବହୁ ଚିନ୍ତାରେ ରହିଥିଲେ । ଟଙ୍କା କଟିଯିବାରୁ କଣ କରିବେ ବୋଲି ତାଙ୍କୁ କୌଣସି ପ୍ରକାର ବୁଦ୍ଧି ବାଟ ଦେଖାଯାଉନଥିଲା ।

ଯୁବକ ଜଣଙ୍କ ନିଜସ୍ୱ ଉଦ୍ୟମ ବଳରେ ବାରମ୍ବାର ସାଇବର ଲୁଟେରାଙ୍କୁ ଫୋନ କରିଥିଲେ । ତାପରେ ତାଙ୍କର ସବିଶେଷ ବାଙ୍କ ଟିପଣୀ ଯୋଗାଡ କରିବାକୁ ଚେଷ୍ଟା କରିଥିଲେ । ଏହି ପରି ଭାବରେ ଯୁବକ ଜଣଙ୍କର ଉଦ୍ୟମ ଫଳରେ ପୁଣି ଥରେ ଯୁବକ ଜଣଙ୍କ ଟଙ୍କା ଫେରି ପାଇଥିଲେ । ସାଇବର ଠକାମୀର ପ୍ରଥମେ ଶିକାର ହୋଇ ତାପରେ ନିଜର ଟଙ୍କା ଫେରିପାଇଥିଲେ ।

ଯୁବକ ଜଣଙ୍କ କହିବା ମୁତାବକ ତାଙ୍କର ୨୪ ତାରିଖରେ ପେମେଣ୍ଟ ଆସିଥିଲା । ତାପରେ ସେହି ଟଙ୍କାକୁ ଘରକୁ ପଠାଇବା ପାଇଁ ଅନଲାଇନ ସିଷ୍ଟମରେ ଫୋନ ପେ UPI ସିଷ୍ଟମ କିଛି କାମ କରିନଥିଲା । ତାପରେ ଯୁବକ ଜଣଙ୍କ ଗୁଗୁଲକୁ ଯାଇ ଫୋନ ପେ ର କଷ୍ଟମ କେୟାର ନମ୍ବର ପାଇଥିଲେ । ତାହାକୁ କଷ୍ଟମ୍ବର କେୟାର ନମ୍ବର ଭାବିକି ସେଥିରେ କଲ କରିଥିଲେ ।

ତାପରେ କଲ କରିବା ପରେ କଷ୍ଟମ୍ବର କେୟାର ପାଖରେ ନଲାଗି ସାଇବର ହ୍ୟାକର ମାନଙ୍କ ପାଖରେ ଲାଗିଯାଇଥିଲା । ତାପରେ ସାଇବର ଲୁଟେରା ମାନେ ଯୁବକଙ୍କୁ ଆଶ୍ବାଶନା ଦେଇ କହିଥିଲେ । ବାଙ୍କ ରିଲେଟେଡ଼ ସବୁ ପ୍ରୋବ୍ଲେମ ସମାଧାନ ହୋଇଯିବ । ତାପରେ ଯୁବକ ଜଣଙ୍କୁ ତାଙ୍କର କିଛି ପ୍ରୋସେସ କରିବା ପାଇଁ କହିଥିଲେ ।

ତାପରେ କେତେ ଗୁଡିଏ ମନି ରିଲେଟେଡ଼ ଆପ ଡାଉନଲୋଡ କରିବା ପାଇଁ କହିଥିଲେ । ତାପରେ ଯୁବକଙ୍କର ଆଧାର କାର୍ଡ ଓ ପ୍ୟାନ କାର୍ଡ ଡିଟେଲ୍ସ ମଧ୍ୟ ସେ ନେଇଯାଇଥିଲେ । ତାପରେ ୨ ଦିନ ପର୍ଯ୍ୟନ୍ତ ଯୁବକ ଜଣଙ୍କୁ ବୋକା ବନେଇବାକୁ ସାଇବର ଠକ ଚେଷ୍ଟା କରିଥିଲେ । ତାପରେ ଯୁବକ ଜଣଙ୍କ ନିଜର ବୁଦ୍ଧି ବଳରେ କିଛି ସମୟ ପାଇଁ ନିଜର UPIକୁ ୫ ମିନିଟ ପର୍ଯ୍ୟନ୍ତ ଅନ କରିବାକୁ କହିଥିଲେ ।

ତାପରେ ସେହି ସମୟରେ ଯୁବକ ଜଣଙ୍କ ଚାଲାକି କରି ତାଙ୍କ ଟଙ୍କାକୁ ତାଙ୍କ ଭାଇଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ତାପରେ ସାଇବର ଲୋକଙ୍କ ଠାରୁ ଆସୁଥିବା କଲ ଗୁଡିକୁ ଇଗନୋର କରିଥିଲେ । ତେବେ ଏହିପରି ନିଜର ଟଙ୍କାକୁ ଯୁବକ ଫେରି ପାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *