ବିଧାୟକ- ଜିଲ୍ଲାପାଳ ହେଲେ ମୁହାଁମୁହିଁ ! ଏମିତି କଣ ହେଲା ? ଦେଖନ୍ତୁ ଏହି ଭାଇରାଲ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଜି ବିଧାୟକଓ ଜିଲାପାଳଙ୍କ ମଧ୍ୟରେ ଲାଗିଲା ହଙ୍ଗମା । ହଁ ବନ୍ଧୁଗଣ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳଙ୍କ ମଧ୍ୟରେ ଜିଲ୍ଲାପରିଷଦ ବୈଠକରେ ଜୋରଦାର ମୁହାଁମୁହିଁ ହେବାର ଦେଖିବାକୁ ମିଳିଛି । ତେବେ ଏପରି କଣ ଘଟିଛି ଯାହାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଏପରି ହଟାତ ରାଗି ଯାଇ ଜିଲ୍ଲାପାଳ ବୈଠକରେ ରାଗ ବଶତଃ ଉତ୍ତେଜିତ ଜିଲ୍ଲାପାଳଙ୍କ ସହିତ ଯୁକ୍ତି ତର୍କ କରିଛନ୍ତି ?

ତେବେ ଏହା ପଛର ମୂଳ କାରଣ ଜାଣିବା ପାଇଁ ସନ୍ତୋଷ ସିଂ ସାଲୁଜା ମିଡିଆ ଆଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କହିବା ଅନୁଯାଇ ଜିଲ୍ଲାପାଳ ବୈଠକ ଯେଉଁ ସମୟର ଅବଧି ମଧ୍ୟରେ କରାଯିବା କଥା ତାହା ଠିକ ଭାବରେ ହେଉନାହିଁ । ଏହା ସହିତ ବହୁତ ବିଳମ୍ବରେ ବୈଠକ ବସୁଛି ।

ତେବେ ଜିଲ୍ଲାପାଳ ବୈଠକରେ ଉତ୍ତେଜିତ ହେବାର ମୂଳ କାରଣ ହେଉଛି । ବିଜୁ KBK ଅର୍ଥାତ ଷ୍ଟେଟ ଶେୟାର ଯେଉଁ ଅଛି । ବିଭିନ୍ନ ଯୋଜନା ପାଇଁ ଷ୍ଟେଟ ଶେୟାରରୁ ଆସୁଥିବା ଅନୁଦାନର ଠିକ ଭାବରେ ପରିଚାଳନା କରାଯାଉନାହିଁ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର ନିଜସ୍ୱ ମତ ରହୁଛି । ତେବେ ସରକାରୀ ସ୍କୁଲ ଗୁଡିକୁ 5Tସ୍କୁଲ କରିବା ପାଇଁ ଯେଉଁ ସବୁ ଅନୁଦାନ ଷ୍ଟେଟ ଶେୟାରରୁ ଅନୁଦାନ ଆସୁଛି ।

ସେଥିରେ ବହୁ ଗୋଳମାଳ ସ୍ଥିତି ହେଉଛି । ଯେଉଁ କ୍ଷେତ୍ରରେ ଅନେକ ଗୁଡିଏ ସ୍କୁଲରେ 5T ମିସନ ସଂପୂର୍ଣ୍ଣ ହୋଇସାରିଲାଣି । ତଥାପି ସେଠାରେ ଠିକ ଭାବରେ ପେମେଣ୍ଟ ହୋଇପାରୁନାହିଁ । ତେବେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର କହିବା ଅନୁଯାଇ ଜିଲାପାଳ ନିଜ ମନମୁଖି ନିଜ ହିସାବରେ କାର୍ଯ୍ୟ କରୁଛନ୍ତି ।

ଯେହେତୁ ବିଜୁ KBK ଶେୟାର ଫଣ୍ଡରୁ ଆସୁଥିବା ଅର୍ଥ ଠିକ ଭାବରେ ବଣ୍ଟନ ହେଇପାରୁନାହିଁ । ତେବେ ଯେହେତୁ ବିଧାୟକ ନିଜ ଅଞ୍ଚଳ ପାଇଁ ଲୋକ ପ୍ରତିନିଧି ରୂପେ କାର୍ଯ୍ୟ କରୁଛନ୍ତି । ତେବେ ଯେଉଁ ଯୋଜନା ପାଇଁ ଯେଉଁ ଅର୍ଥ ଆସୁଛି । ତାହାର ଯଦି ଠିକ ସେ ପରିଚାଳନା କରାଯାଇ ପାରିବ ନାହିଁ ।

ତେବେ ବିଧାୟକ ହିଁ ଲୋକ ମାନଙ୍କ ସାମ୍ନାରେ ଉତ୍ତର ଦାୟୀ ରହିବ । ତେବେ ଏହି ସବୁ କାରଣରୁ ବଲାଙ୍ଗିର ଜିଲ୍ଲାପରିଷଦ ବୈଠକରେ ଜିଲ୍ଲାପାଳଙ୍କ ସହିତ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଝଗଡା ହୋଇଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *