ପ୍ରେମୀ ଯୁଗଳଙ୍କ ପାଇଁ ଜାରି ହେଲା ନୂଆ ନମ୍ବର…ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଅପହରଣ ପୁଲିସ୍ ପାଇଁ ପାଲଟିଛି ବଡ଼ ଚାଲେଞ୍ଜ ?

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରେମୀ ଯୁଗଳ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଅ-ପ-ହ-ର-ଣ ଓ ଏହା ହେଉଛି ପୋଲିସ ପାଇଁ ବଡ଼ ଚାଲେଞ୍ଜ । ସେଥିପାଇଁ ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଆଗରୁ କି-ଡ-ନା-ପି-ଙ୍ଗ ଏ-ଣ୍ଡ ମି-ସି-ଙ୍ଗ ସେଲ୍ ପୂର୍ବରୁ କାମ କରୁଥିଲା । ତେବେ ଏହି କାର୍ଯ୍ୟକ୍ରମକୁ ଆହୁରି ସୁଦୂର ପ୍ରସାରି କରିବାକୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଆଜି ଆମେ ଆପଣ ମାନଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ପୋଲିସ ମତରେ, ଯେଉଁ ମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଅଛି ସେମାନଙ୍କ ଝିଅ ମାନଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ପୋଲିସ ସେମାନଙ୍କୁ ସଚେତନ କରେଇବ । ଅନ୍ୟ ପକ୍ଷରେ ପୋଲିସ କହିଛି, ବ୍ୟାପକ ସୋ-ସି-ଆ-ଲ ମି-ଡି-ଆ ବ୍ୟବହାର ଦ୍ଵାରା ଝିଅ ମାନେ ଅବାଟକୁ ଚାଲିଯାନ୍ତି । ଝିଅ ମାନେ ଜାଣି ପାରନ୍ତି ନାହିଁ ସେମାନଙ୍କ ପାଇଁ କଣ ଠିକ ଓ କଣ ଭୁଲ ।

ଝିଅ ମାନେ ଅବାଟକୁ ଯିବା ଦ୍ଵାରା ସେମାନଙ୍କୁ ଶୋ-ଷ-ଣ କରା ଯାଇଥାଏ । ତେଣୁ ଏ ସବୁକୁ ଆଖି ଆଗରେ ରଖି ପୋଲିସ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି ଯାହାର ନାମ ହେଉଛି ପ୍ରାରମ୍ଭ । ଏହି କାର୍ଯ୍ୟକ୍ରମର ୪ଟି ମୁଖ୍ୟ ଦିଗ ପୋଲିସ ରଖିଛି । ପୋଲିସର ଏହି ସୂଚନାକୁ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକ ମାନଙ୍କ ପାଖକୁ ପହଞ୍ଚାଇବା ନିହାତି ଜରୁରୀ । ପୋଲିସ ଦରକାର ପଡିଲେ ଲୋକମାନଙ୍କୁ ସ-ଚେ-ତ-ନ କରେଇବା ପାଇଁ ଦରକାର ପଡିଲେ ବସ୍ତି ଏରିଆ ଯାଇ କାର୍ଯ୍ୟକ୍ରମ କରିବେ ।

ବିଶେଷ କରି ଏହି କାର୍ଯ୍ୟକ୍ରମରେ ବାପା ମାଙ୍କୁ ସଚେତନ କରାଯିବ ଓ ଛୁଆ ମାନଙ୍କ ପାଇଁ କଣ କରିବା ଉଚିତ ତାହା ମଧ୍ୟ କୁହାଯିବ । ଏଥିପାଇଁ ପୋଲିସ ଏକ ଟେଲିଫୋନ ନମ୍ବର ମଧ୍ୟ ଜାରି କରିବ । ଏହି ଟେଲିଫୋନ ନମ୍ବରଟି ହେଉଛି ୨୫୪୫୪୪୫ । ଏହି ଟେଲିଫୋନ ସେବା ସଖାଳ ୧୦ଟା ରୁ ସନ୍ଧ୍ୟା ୫ଟା ଯାଏ ରହିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *