ଏହି Island ଠାରୁ ଦୂରେଇ ରୁହନ୍ତୁ ! ଏମିତି ଏକ ଆଇଲ୍ୟାଣ୍ଡ ଯେଉଁଠି ସାପଙ୍କର ଚାଲେ ରାଜ, ଏମିତି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବ୍ରାଜିଲର ଆଇଲ୍ୟାଣ୍ଡ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଭୟଙ୍କର ସାପର ରାଜୁତି ଚାଲେ । ଏହି ଆଇଲ୍ୟାଣ୍ଡଟି ବ୍ରାଜିଲ ର ସାଓପାଲୋରୁ ୫୩ ମାଇଲ ଦୂରରେ ରହିଛି । ବନ୍ଧୁଗଣ ଏହି ଆଇଲ୍ୟାଣ୍ଡର ନାମ ହେଉଛି ଲାହା ଦା କିମାଦା ଗ୍ରାଣ୍ଡେ । ଏହି ସ୍ଥାନକୁ ସ୍ନେକ ଆଇଲ୍ୟାଣ୍ଡ ନାମରେ ଜଣା ଯାଏ । ବୈଜ୍ଞାନିକ ମାନଙ୍କ ମତରେ, ଏହି ଆଇଲ୍ୟାଣ୍ଡରେ ଆପଣଙ୍କୁ ପ୍ରତି ସ୍କୋୟାର ଫୁଟରେ ଗୋଟେ ରୁ ୫ଟି ସାପ ଦେଖିବାକୁ ମିଳିବ ।

ବ୍ରାଜିଲ ସରକାରଙ୍କ ମତରେ, ଯେଉଁ ମଣିଷ ଶେଷ ଥର ପାଇଁ ଏହି ସ୍ଥାନରେ ରହୁଥିଲା ସେ ଏକ ଲାଇଟ ହାଉସରେ କାମ କରୁଥିଲା । ତାର କାମ ଥିଲା ଆସୁଥିବା ଜାହାଜ ଗୁଡିକୁ ଠିକ ଦିଗ ଦେଖାଇବା । ଲାଇଟ ହାଉସରେ ସେ ନିଜ ପରିବାର ସହ ରହୁଥିଲା ।  ହେଲେ ବନ୍ଧୁଗଣ ସାପ ସେହି ପରିବାର ଉପରେ ଆ-କ୍ର-ମ-ଣ କରିଥିଲେ । ସାପ ଆ-କ୍ର-ମ-ଣ-ରେ ସେମାନଙ୍କ ମୃ-ତ୍ୟୁ ହୋଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବର୍ତ୍ତମାନ ଏକ ବଡ ପ୍ରଶ୍ନ ଏହା ଯେ, ଏହି ଆଇଲ୍ୟାଣ୍ଡରେ ଏତେ ସାପ କେମିତି ଆସିଲେ । କିଛି ଲୋକ ମାନଙ୍କ ମତରେ ଏହି ଆଇଲ୍ୟାଣ୍ଡରେ ପାଣି ଜାହାଜର ଡକାୟତ ମାନେ ବହୁ ମୂଲ୍ୟ ଖଜାନା ରଖିଥିଲେ । ସେହି ଖଜାନାର ସୁରକ୍ଷା ପାଇଁ ସାପ ମାନେ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛନ୍ତି ।

ହେଲେ ବିଶେଷଜ୍ଞ ମାନଙ୍କ ମତରେ, ଏହି ଆଇଲ୍ୟାଣ୍ଡଟି ୧୧ ହଜାର ବର୍ଷ ପୂର୍ବେ ବ୍ରାଜିଲ ସହ ଜଡିତ ହୋଇ ଥିଲା । ହେଲେ ସମୁଦ୍ର ପାଣି ଅଧିକ ହେବା ହେତୁ ଏହି ଆଇଲ୍ୟାଣ୍ଡଟି ଅଲଗା ହୋଇ ଯାଇଥିଲା । ପୂର୍ବରୁ ଏହି ସ୍ଥାନରେ ଅଧିକ ସାପ ନଥିଲେ କିନ୍ତୁ ବର୍ତ୍ତମାନର ସମୟରେ ଏହି ଟାପୁରେ ଅଗଣିତ ସାପ ଅଛନ୍ତି ।

ଏହି ସ୍ଥାନକୁ ବିଶ୍ଵର ସବୁଠାରୁ ଅଧିକ ସାପ ଥିବା ଟାପୁ କୁହାଯାଏ । ବନ୍ଧୁଗଣ ଏହି ଟାପୁରେ ଥିବା ସାପ ଗୁଡିକ ଘା-ତ-କ ହୋଇଥାନ୍ତି । ଯଦି ଏହି ସାପ କୌଣସି ମଣିଷକୁ କା-ମୁ-ଡି-ବ ତା ହେଲେ ସେହି ମଣିଷର ମୃ-ତ୍ୟୁ ସୁନିଶ୍ଚିତ । ବନ୍ଧୁଗଣ ଏହି ସାପ ବି-ଶ ଏତେ ଭୟଙ୍କର ଅଟେ ଯେ, ଏହା ଆପଣଙ୍କ କିଡ୍ନିକୁ ଫେ-ଲ କରେଇ ପାରେ ।

ଯଦି ଏହି ସାପ ଆପଣଙ୍କୁ ଚୋ-ଟ ମା-ରି-ବ ତା ହେଲେ ଆପଣଙ୍କୁ ହା-ର୍ଟ ଆ-ଟା-କ ବି ହୋଇପାରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଆଇସଲ୍ୟାଣ୍ଡଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *