ଜଙ୍ଗଲ ଭିତରେ ନିର୍ଘାତିଆ ମାଡ, ଭାଇରାଲ ହେଲା Video

ବନ୍ଧୁଗଣ ଆଜିକାଲିର ଦୁନିଆରେ ସବୁ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ବହୁତ ମାତ୍ରାରେ ଘ-ଟୁ-ଛି । ଏହି ସବୁ ଘ-ଟ-ଣା-ର ଭିଡିଓ ଓ ଖବର ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେବାରେ ଲାଗିଛି । ଗତ କିଛି ସମୟ ହେବ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଦୁଇଜଣ ବ୍ୟକ୍ତିଙ୍କୁ ୮ ରୁ ୧୦ ଜଣ ଲୋକ ଜଙ୍ଗଲ ଭିତରେ ନି-ର୍ଘା-ତ ମା-ଡ ମା-ରୁ-ଥି-ବା-ର ନଜର ଆସୁଛନ୍ତି । ଦୁଇଟି ବ୍ୟକ୍ତିଙ୍କୁ ଜଙ୍ଗଲ ରାସ୍ତା ମଝିରେ ବସେଇ ଦେଇଛନ୍ତି ଓ ସମସ୍ତେ ନିଜ ହାତରେ ବା-ଡି ଧରିଛନ୍ତି । ଦୁଇଜଣ ବ୍ୟକ୍ତି ଦ-ୟା-ର ନେ-ହୁ-ରା ମାଗୁଥିବା ବେଳେ ଅନ୍ୟ ଲୋକ ମାନେ ସେମାନଙ୍କୁ ନି-ର୍ଘା-ତ ମା-ଡ ମା-ରୁ-ଛ-ନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା-ଟି ଘ-ଟି-ଛି ମୟୂରଭଞ୍ଜ ଜିଲ୍ଲାରେ । ଦୁଇଟି ଚେ-ନ ଲୁ-ଟେ-ରା ଙ୍କୁ ଗାଁ ଲୋକ ଧରି ନି-ର୍ଘା-ତ ମା-ଡ ମା-ରି-ଛନ୍ତି । ଆଜି ସଖାଳ ସମୟରେ ଗୋଟେ ଦୋକାନରୁ ଏହି ଦୁଇଜଣ ଚୋ-ର ବାଇକରେ ଚୋ-ରୀ କରି ଫେ-ରା-ର ହୋଇ ଯାଇଥିଲେ ଓ ସେମାନଙ୍କୁ ଗାଁ ଲୋକ ମାନେ ଧରି ନି-ର୍ଘା-ତ ମା-ଡ ମା-ରି-ଥିଲେ । ଦୁଇଜଣ ଚୋ-ର ଓଡିଶା ବାହାରୁ ଆସିଛନ୍ତି ।

ବର୍ତ୍ତମାନ ଦୁଇଜଣ ଚୋ-ର-ଙ୍କୁ ମୟୂରଭଞ୍ଜ ଖୁଣ୍ଟା ଥା-ନା-ର ପୋଲିସ ଗି-ର-ଫ କରିଛନ୍ତି ଓ ପଚରା ଉଚରା କରୁଛନ୍ତି । ଚୋର ମତରେ, ସେ ନିଜ ସ୍ତ୍ରୀ ସହ ଝ-ଗ-ଡା କରି ଏହି ସ୍ଥାନକୁ ପ୍ରଥମ ଥର ପାଇଁ ଆସିଥିଲା ଓ ଚୋ-ରୀ କରିଥିଲା । ଏହି ଖବରଟି ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *