ନିଜର 2 ଟି ପିଲା ଥାଇ ବି ଫେସବୁକରେ ହେଇଗଲା ପ୍ରେମ, ପ୍ରେମରେ ବୁଡି ଦେଇଦେଲେ ନିଜର ସବୁକିଛି, ଯେତେବେଳେ ସତ ସାମ୍ନାକୁ ଆସିଲା ହୋସ ଉଡିଗଲା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ବନ୍ଧୁତା ଫେଏସବୁଉକ ମାଧ୍ୟମରେ ହୋଇଥିଲା । ସମସ୍ତେ ଜାଣିଛନ୍ତି ଯେ ସେ ମୋର ସ୍ଵାମୀ ବୋଲି । ମୁଁ ତାକୁ ଭଲପାଇ ସବୁ ପଇସା ଦେଇଦେଲି । ଯୁବକ ଜଣକ ସମୁଦାୟ ୮ ଲକ୍ଷ ଟଙ୍କା ନେଇଛି ବୋଲି ମହିଳା ଜଣଙ୍କ କହିଛନ୍ତି । ମହିଳା ଜଣଙ୍କ କହିଛନ୍ତି ଯେ ଉଭୟଙ୍କ ସମ୍ପର୍କ ୩ ବର୍ଷ ହେବ ଥିଲା କିନ୍ତୁ ବର୍ତ୍ତମାନ ସେ ଆଉ କାହାକୁ ବିବାହ କରୁଛି ।

ଯୁବକ ଜଣଙ୍କ ମହିଳା ଙ୍କୁ କହିଥିଲେ ଯେ ସମାଜ କୁ ଦେଖାଇବା ନିମନ୍ତେ ମୁଁ ବିବାହ କରୁଛି କିନ୍ତୁ ତାକୁ ମଧ୍ୟ ରଖିବି ଏବଂ ତୁମକୁ ମଧ୍ୟ ରଖିବି । ତେବେ ୨ ଟି ପିଲାର ମା’ କୁ ଫେଏସବୁଉକ ରୁ ହେଲା ପ୍ରେମ ପ୍ରଥମେ ଫେଏସବୁଉକ ରେ ଆରମ୍ଭ ହୋଇଥିଲା ପ୍ରେଣ୍ଡସିପ, ଏହାପରେ ଏହା ପ୍ରେମରେ ବଦଳି ଯାଇଥିଲା । ଏହାପରେ ଏହା ଏଭଳି ଭାବରେ ନିବିଡ ହେଲା ଯେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାଆରୀରିଇକ ସଅମ୍ପପର୍କ ।

ଏହାପରେ ପ୍ରେମିକ ଦୁଇଟି ପିଲା ଙ୍କ ମା’ ଙ୍କ ଠାରୁ ୮ ଲକ୍ଷ ଟଙ୍କା ଏବଂ ଗହଣା । ମହିଳା କହିଛନ୍ତି ଯେ ବର୍ଷେ ହେବ ସେ ମୋ ଘରେ ମୋ ସ୍ଵାମୀ ଭାବେ ରହୁଥିଲା । ଏହି ପ୍ରେମୀକ ଜଣଙ୍କ ହାଉଛନ୍ତି ବିହାର ପାଟନା ର । ଏବଂ ମହିଳା ଙ୍କ ଘର ହେଉଛି ରାଞ୍ଚି । ୩ ବର୍ଷ ଅନେଇତିକ ସମ୍ପର୍କ ରଖିଥିଲେ ମହିଳା ଙ୍କ ସହିତ ଏବଂ ଶେଷରେ ଯୁବକ ଜଣଙ୍କ ଲକ୍ଷାଧିକ ଟଙ୍କା ଏବଂ ଗହଣା ଲୁଟିନେଇ ଅନ୍ୟତ୍ର ବିବାହ କରିବାକୁ ଯାଉଅଛନ୍ତି ।

ମହିଳା ଜଣଙ୍କ ବାହାଘର ଲାଗିଥିବା ଝିଅ ଙ୍କ ଭାଇ କୁ ସବୁ କଥା କହି ଏବଂ ସମସ୍ତ ପ୍ରମାଣ ଦେଖାଇ ବାହାଘର ଭାଙ୍ଗିଦେଥିଲେ ଏବଂ ପ୍ରେମିକ ଏହା ଜାଣି ମହିଳା ଙ୍କୁ ଜୀବନରୁ ମାରିଦେବା କୁ ଧମକ ଦେଇଥିଲେ । ମହିଳା ପ୍ରେମିକ ଙ୍କ ଘରକୁ ଯାଇ ତାଙ୍କଠାରୁ ପଇସା ଏବଂ ଗହଣା ମାଗିବାରୁ ପ୍ରେମିକ ଙ୍କ ମା’ ପ୍ରେମିକ ଏବଂ ତାଙ୍କ ପରିବାର ଲୋକେ ମିଶି ମହିଳା ଏବଂ ତାଙ୍କ ଦୁଇ ପିଲାଙ୍କୁ ନିର୍ଧୂମ ମାଆଡ ମାଆରିଇଛନ୍ତି ।

ନିକଟସ୍ଥ ଥାନାରେ ଆଗୁଆ ଏତଲା ଦେଇଛନ୍ତି ଏହାପରେ ପ୍ରେମିକା ମଧ୍ୟ ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି । ମାତ୍ର ଥାନାରେ ମହିଳା ଙ୍କ କଥା କୁ ଗୁରୁତ୍ଵ ନ ଦେଇ ପ୍ରେମିକ ଙ୍କ କଥା କୁ ଗୁରୁତ୍ଵ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମହିଳା । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *