Exclusive: ‘ଥିଲେ ସିନା ସେ ଦବ, ମୋ ପୁଅ ପାଖରେ ତ ଟଙ୍କାଟେ ନାହିଁ ଲକ୍ଷେ ଟଙ୍କା କଉଠୁ ଆଣି ଦବ, ବର୍ଷେ ହେଲା ବାହାହେଲାଣି ମୋ ଠୁ ପଇସା ନେଇ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ପୁଅ ପାଖରେ ଟଙ୍କାଟେ ନାହିଁ ଲକ୍ଷ ଟଙ୍କା ଆଣିବ କୋଊଠୁ । ତେବେ ଏପରି କିଛି ମନ୍ତବ୍ୟ ପ୍ରଯୋଜକ ସୁତାଂଶୁଙ୍କ ମାଆ କହିଛନ୍ତି । ତେବେ ଗତ କିଛି ଦିନ ତଳେ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଖରାପ ପାଇଁ ୫୦, ୦୦୦ ଟଙ୍କାର ଚେକ ଦେଇ ୨ ଦିନ ପରେ ଚେକଟି ବାଉନସ ହୋଇଯିବା କଥା ଜଣେ ପ୍ରଯୋଜକ ନାମରେ ଏପରି କିଛି ବିବାଦ ଉଠିଥିଲା ।

ତେବେ ତେବେ ସେହି ପ୍ରଯୋଜକଙ୍କ ମା’ ଙ୍କ କହିବା ଅନୁଯାଇ ମୋ ପୁଅର ଛୋଟ ବେଳୁ ଟିକେ ମୁଣ୍ଡ ଖରାପ ଥିଲା । ସେଥିପାଇଁ ସେ ଆଗରୁ ପ୍ରତ୍ଯେକ ଦିନ ମେଡ଼ିସିନ ମଧ୍ୟ ଖାଇଥାଏ । ତେବେ ଏହି କିଛି ଦିନ ହେବ ଆଉ ମେଡିସିନ ଖାଉନାହିଁ । ସାଙ୍ଗସାଥିଙ୍କ ସହ ମଦ ପିଇମାତାଲ ହୋଇକି ବୁଲୁଛି । ମୋ ପୁଅ ବାହା ହେଲାଣି ବର୍ଷେ ହେଲା । ହେଲେ ଆଜି ଜାକେ ମୋ ଠାରୁ ଟଙ୍କା ମାଗିବା ପାଇଁ ଆସୁଛି । ମୋ ପୁଅ ପାଖରେ ତ ଟଙ୍କାଟିଏ ନାହିଁ । ସେ ଲକ୍ଷେ ଟଙ୍କା ଆଣିବ କୋଊଠୁ ?

ଏହି ଫିଲ୍ମ ଲୋକମାନେ ତାକୁ ଊଶକେଇଛନ୍ତି । ତେଣୁ ମୋ ପୁଅ ଜୋଷରେ କହିଦେଇଛି ଲକ୍ଷେ ଟଙ୍କା ଦେବ ବୋଲି କହିଦେଇଛି । ନହେଲେ ଏତେ ଟଙ୍କା ସେ କୋଊଠୁ ଆଣିବ । ବହୁତ ଧାର କରଜରେ ସେ ବୁଡି ରହିଛି । ଟେନ୍ଡ ହାଉସ ଖୋଲିଥିଲା । ମୁଲିଆ, ମଜୁରିଆ ଲଗାଇ କାମ କରେ ।

ହେଲେ ଲାଭ କିଛି ବାହାରେ ନହିଁ । ସବୁ ଟଙ୍କା କାମ କରୁଥିବା ମୁଲିଆକୁ ଦେଇ ଦାଇ ସାରି ଦିଏ । ପୁଣି ଯେତେବେଳେ ଜୋଊଠୁ ଯାହା ଦରକାର ପଡେ । ମୋତେ ଆସି ପୁଣି ମାଗିକି ନେଇଯାଏ । ଯାହା ହେଲେ ମୋ ପୁଅ ଅସୁବିଧାରେ ପଡିଛି । ଆଉ କଣ କରିବି ତାକୁ ବାଧ୍ୟ ହୋଇ ପୁଣି ସାହାଜ୍ଯ କରିଥାଏ । ମୁଁ ସିନା ସୁତାଂଶୁର ମାଆ ହେଲେ ସେ ମୋ ପାଖରେ ଅଧିକ ସମୟ ରହେ ନାହିଁ ।

ଖାଲି ଅସୁବିଧାରେ ପଡିଲେ ଟଙ୍କା ନେବାକୁ ଆସିଥାଏ । ଆଉ କଣ ସବୁ ସେ କରିଛି ମୁଁ କିଛି ଜାଣିନାହିଁ । ସେହି ସବୁ କ୍ୟାମେରା ବାଲା ଜାଣିଥିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *