ଦୌଡୁଥିବା Pradeep Mehra ଙ୍କୁ Vicky Kaushal ଦେଲେ ବହୁତ ବଡ ସରପ୍ରାଇଜ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ବିକି କୌଶଲଙ୍କୁ ନିଶ୍ଚୟ ଜାଣିଥିବେ । ବିକି ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବିକି । ଗତ କିଛି ମାସ ତଳେ ବିକି ବଲିଉଡ ଅଭିନେତ୍ରୀ କାଟ୍ରିନା କେଆଫଙ୍କୁ ବିବାହ କରି ଲାଇମ ଲାଇଟକୁ ଆସିଥିଲେ ।

ହେଲେ ଗତ କିଛି ସମୟ ହେବ ବିକି କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଜଣେ ୧୯ ବର୍ଷର ଯୁବକ ଯାହାର ନାମ ହେଉଛି ପ୍ରଦୀପ ମେହେରା ସେ ଏବେ ସାରା ଭାରତରେ ଚର୍ଚ୍ଚାରେ ଅଛି ।

ଫିଲ୍ମ ମେକର ବିନୋଦ କାପି ପ୍ରଦୀପଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡିଓରେ ପ୍ରଦୀପ ଦୌଡୁ ଥିବାର ନଜର ଆସୁଛନ୍ତି । ପ୍ରଦୀପ ମେକଡୋନୋଲ୍ସରେ ଚାକିରି କରୁଛନ୍ତି । ସେ ନିଜ କାମ ଶେଷ କରିବା ପରେ ରାତିରେ ୧୦ କିଲୋମିଟର ଦୌଡି ନିଜ ଘରକୁ ଯାଉଛନ୍ତି । ପ୍ରଦୀପ ଭାରତୀୟ ସେନାରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି ସେଥିପାଇଁ ସେ ଦିନ ରାତି ଏମିତି କଷ୍ଟ କରୁଛନ୍ତି ।

ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ପ୍ରଦୀପଙ୍କ ପ୍ରେରଣାତ୍ମକ କାହାଣୀରେ ପ୍ରଭାବିତ ହୋଇଛନ୍ତି । ଏହାରି ମଧ୍ୟରେ ବଲିଉଡ ଅଭିନେତା ବିକି କୌଶଲ ବିକିଙ୍କୁ ସମ୍ମାନ ଦେଇଛନ୍ତି । ବିକି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଷ୍ଟୋରି ସେୟାର କରିଥିଲେ ଯେଉଁଥିରେ ସେ ପ୍ରଦୀପଙ୍କ ନାମ ଲେଖି ତଳେ ରେସପେକ୍ଟ ଲେଖିଥିଲେ ।

ବିକିଙ୍କ ଜୀବନ ମଧ୍ୟରେ ପ୍ରଦୀପଙ୍କ ଭଳିଆ ଥିଲା । ବିକି ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତା ହାସଲ କରିଛନ୍ତି । ସେ ମୁମ୍ବାଇ ଆସି ଚାଳ ଘରେ ରହିଛନ୍ତି । ତେଣୁ ବିକି ପ୍ରଦୀପଙ୍କୁ ସମ୍ମାନ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *