ପ୍ରେମିକ ବାରଣ୍ଡାରେ ପ୍ରେମିକା ବସିଛି କିରୋସିନ, ଦିଆସିଲ ଧରି, କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନର ସମୟ ରେ ବହୁତ ଖବର ଦେଖିବାକୁ ମିଳୁଛି ଯେ ପ୍ରେମ ପାଇଁ ପୁଅ ଝିଅ ଦୁହେଁ ଘରୁ ଫେ-ରା-ର ହୋଇଯାଉଛନ୍ତି । ଅନେକ ସ୍ଥାନରେ ଦେଖା ଯାଇଥାଏ ଯେ ଫେ-ରା-ର ହେବା ପରେ ଉଭୟ ବହୁତ ଖୁସି ରେ ରହିଥାନ୍ତି ।

କିନ୍ତୁ ଫେ-ରା-ର ହେବା ପରେ ପ୍ରେମିକ କିମ୍ବା ପ୍ରେମିକା ଧୋ-କା ଦେବାର ଘ-ଟ-ଣା ବେଶୀ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ମଧ୍ୟ ଏହିପରି କିଛି ଘ-ଟ-ଣା ଦେଖିବାକୁ ମିଳିଛି । ଘରୁ ଫେ-ରା-ର ହୋଇଯିବା ପରେ ପ୍ରେମିକ ଜଣଙ୍କ ଧୋ-କା ଦେବା ପରେ ପ୍ରେମିକା ନିଜ ପ୍ରେମିକ ଙ୍କ ଘର ସମ୍ମୁଖରେ କି-ରୋ-ସି-ନ ଓ ଦି-ଆ-ସି-ଲ ଧରି ବସିଥିବାର ଦୃଶ୍ୟ ସାମ୍ନା କୁ ଆସିଛି । ଏପରି ଅଭାବନୀୟ ଘ-ଟ-ଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଆଗଲ ପୁର ବ୍ଲକ କଳାସର ଗ୍ରାମ ରେ ।

ପ୍ରେମ ରେ ଉଭୟ ପ୍ରେମିକ ଓ ପ୍ରେମିକା ଅନ୍ଧ ହୋଇ ସମାଜ ଓ ସଂସ୍କାର କିଛି ଦେଖିଲେ ନାହିଁ । ମିଶିବାର ଭୋକ ଏତେ ବଢି ଯାଇଥିଲା କି ସେମାନେ ଦୁହେଁ ବାପା ମାଆ ଙ୍କ ର ଇଜ୍ଜତ କୁ ମଧ୍ୟ ଖାତିର କରି ନଥିଲେ । କିନ୍ତୁ ଘରୁ ଫେ-ରା-ର ହେବା ପରେ ପୁଅ ଟି ଝିଅ କୁ ଧୋ-କା ଦେଇଥିଲା । ବର୍ତ୍ତମାନ ଝିଅ ଟି ଆସି ପୁଅ ଘର ସମ୍ମୁଖରେ କି-ରୋ-ସି-ନ ଓ ଦି-ଆ-ସି-ଲ ଧରି ବସିଛି ଏବଂ ପୁଅ କୁ ଡାକିବା ପାଇଁ ତାଙ୍କ ଘର ଲୋକଙ୍କୁ କହୁଛି ।

ଝିଅ ଜଣଙ୍କ ପୁଅ ଘର ସମ୍ମୁଖରେ ବସି ତାଙ୍କ ପିତା ମାତା ଙ୍କୁ ପୁଅ କୁ ଡାକିବା ପାଇଁ କହିଥିଲା କିନ୍ତୁ ସେମାନେ ପୁଅ ନାହିଁ ବୋଲି କହିଥିଲେ । ଏହା ପରେ ଝିଅ ଟି ଏକା ଜିଦ ଧରିଥିଲା କି ପୁଅ ଯେଉଁଠି ଥିଲେ ମଧ୍ୟ ଡାକ । ମୋର ନ୍ୟାୟ ଦରକାର । ପୁଅ ଓଡିଶା ବାହାରେ ଥିଲେ ମଧ୍ୟ ତାଙ୍କୁ ମୋ ସାମ୍ନା କୁ ଡାକ ।

କିଛି ଦିନ ପୂର୍ବ ରୁ ପୁଅ ଓ ଝିଅ ଦୁହେଁ ପ୍ରେମ ଘର ଛାଡ଼ି ପଳାଇ ଯାଇଥିଲେ । କିନ୍ତୁ ପ୍ରେମିକା ଙ୍କୁ ଛାଡି ପ୍ରେମିକ ଜଣଙ୍କ ସେଠାରୁ ଫେ-ରା-ର ହୋଇଯାଇଥିଲେ । ବଲାଙ୍ଗୀର ସହର ରେ କିଛି ଦିନ ପୂର୍ବ ରୁ ପ୍ରେମ ପାଇଁ ବ-ନ୍ଧୁ-କ ମୁଁ-ନ ରେ ପରିବାର ଲୋକ ଙ୍କୁ ଡ଼ରାଇବା ଘ-ଟ-ଣା ବିଷୟ ରେ ଆଜି ବି ଚର୍ଚ୍ଚା ହେଉଛି । ପୁଣି ସେହି ସହର ରେ ବର୍ତ୍ତମାନ ଏହି ଖବର ଦେଖିବାକୁ ମିଳିଛି । ଦୁହେଁ ଘରୁ ଫେରାର ହେବା ପରେ ଉଭୟ ଙ୍କ ସମ୍ମତି ରେ ଦୁହେଁ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପରେ ବର୍ତ୍ତମାନ ସ୍ତ୍ରୀ ର ମାନ୍ୟତା ଦାବି କରୁଛି ପ୍ରେମିକା ।

ବର୍ତ୍ତମାନ ପ୍ରେମିକା ପ୍ରେମିକ ର ଘର ସାମ୍ନା ରେ ଧାରଣା ରେ ବସିଛି । କାରଣ ଯାହାର ହାତ ଧରି ସେ ଫେ-ରା-ର ହୋଇଯାଇଥିଲେ ସେ ବର୍ତ୍ତମାନ ତାଙ୍କ ହାତ ଛାଡି ଦେଇଛି । ସେ ପୋ-ଲି-ସ କୁ ସହାୟତା ମାଗିଥିଲେ ମଧ୍ୟ ପୋ-ଲି-ସ କିଛି ବୁଝୁ ନାହିଁ । ଯଦି ନ୍ୟାୟ ନ ମିଳେ ତେବେ ନିଜ ଦେ-ହ ରେ କି-ରୋ-ସି-ନ ଢା-ଳି ନି-ଆ ଲଗାଇ ଦେବେ ବୋଲି ପି-ଡି-ତା କହିଛନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *