ପ୍ରେମରେ ପୂର୍ଣ୍ଣଛେଦ ଟାଣିଲେ ଘରଲୋକ, ଥାନାରୁ ଟାଣି ଓଟାରି ନେଇଗଲେ ବିବାହିତା ଝିଅକୁ, ଏହି କରୁଣ ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଖବର ବହୁତ ଚର୍ଚାରେ ଅଛି ଓ ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଖବରଟି ପ୍ରେମ ସହ ଜଡିତ ଅଛି । ଦୁଇଟି ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମ କରୁଥିଲେ ଓ କଥା ଦେଇଥିଲେ ଯାହା ବି ପରିସ୍ଥିତି ଆସୁ ଆମେ ସାଙ୍ଗ ହୋଇ ରହିବା ।

ଏହି ଦୁଇଜଣ ଗତ ଦୁଇ ବର୍ଷ ହେବ ପରସ୍ପର ସହ ଲଭ ରିଲେସନରେ ଥିଲେ । ହେଲେ ଏଥିରେ ବାଧକ ସାଜିଲେ ଝିଅର ପରିବାର ଲୋକେ । ଝିଅର ବାପା ମା ଅନ୍ୟତ୍ର ବିବାହ ଠିକ କରିଲେ ଏହା ଜାଣିବା ପରେ ନିଜ ପ୍ରେମିକକୁ ଫୋନ କରି ସବୁକଥା କହିଲେ ଝିଅ । ଏହା ପରେ ଆରମ୍ଭ ହୋଇଥିଲା କାହାଣୀ । ଏହି ପରିକା ଏକ ଘଟଣା ଦେଖିବାକୁ ମିଳିଛି ମୋହୋନା ଥାନା ହିକିରି ଗୁପା ଗାଁରେ ।

ଘର ଲୋକ ବିବାହ ଠିକ କରୁଥିବା ବିଷୟରେ ଜାଣିବା ପରେ ଉଭୟ ପୁଅ ଓ ଝିଅ ଗତ ୨୩ ତାରିଖ ଦିନ କୋର୍ଟ ମ୍ୟାରେଜ କରିଥିଲେ । ଏହା ପରେ ବାପା ମା ଝିଅ ନି-ଖୋ-ଜ ହେବାର ଅ-ଭି-ଯୋ-ଗ ଥା-ନା-ରେ ଦେଲେ । ପରେ ଏ ସବୁ ଜାଣିବା ପରେ ବିବାହ କରିଥିବା ପୁଅ ଝିଅ ନିଜ ସୁରକ୍ଷା ପାଇଁ ପୋଲିସ ସହାୟତା ମାଗିଲେ । ହେଲେ ଏହା କରି ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା ।

ହଠାତ ଝିଅ ଘରୁ ୧୦୦ ରୁ ଅଧିକ ଲୋକ ଆସି ଥାନା ଭିତରୁ ଝିଅକୁ ଜୋର ଜ-ବ-ର-ଦ-ସ୍ତ ନେଇଗଲେ । ପ୍ରେମିକ ଜଣକ ଗଣମାଧ୍ୟମ ସାମ୍ନାରେ ନିଜର ଏକ ବିଶେଷ ମତ ରଖିଛନ୍ତି । ପ୍ରେମୀଙ୍କ ମତରେ-‘ମୁ ଭାବିଥିଲି ଘରେ କୁହା କୁହି କରି ମାନେଇ ମାକୁ ନେଇ ଯିବି । କିନ୍ତୁ ଏ ସବୁ କରିବା ପୂର୍ବରୁ ସେମାନେ ପୁଅକୁ ଡକାଇ ଥିଲେ ଓ ଜୋର ଜବରଦସ୍ତ ଝିଅକୁ ନେଇ ଚାଲିଗଲେ ।

ମୁ ଗତ ୨୩ ତାରିଖରେ କୋର୍ଟ ମ୍ୟାରେଜ କରିଥିଲି ହେଲେ ପୋଲିସ ପ୍ରଶାସନ ଆମକୁ କିଛି ସୁରକ୍ଷା ଦେଇ ପାରିଲା ନାହିଁ । ସେମାନଙ୍କ ଅବହେଳା ହେତୁ ମୋ ସ୍ତ୍ରୀକୁ ସେମାନେ ମୋ ସାମ୍ନାରେ ଜୋର ଜ-ବ-ର-ଦ-ସ୍ତ ନେଇ ଆମକୁ ଅଲଗା କରିଦେଲେ’ ।

ବର୍ତ୍ତମାନ ନିଜ ସ୍ତ୍ରୀକୁ କେମିତି ଘରକୁ ଆଣିବେ ସେଥିପାଇଁ ଲଢୁଛନ୍ତି ପ୍ରେମୀ । ସୋ-ସି-ଆ-ଲ ମି-ଡି-ଆରେ ଏହି ଘଟଣାର ଚର୍ଚା ବହୁତ ମାତ୍ରାରେ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *