ବାଘ ମଣିଷ ଲଢେଇ, CCTV ରେ କଏଦ ଭୟଙ୍କର ଛାତିଥରା ଦୃଶ୍ୟ, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଦୁନିଆର ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ବିନା ଇଣ୍ଟର୍ନେଟରେ ଆମେ ମାନେ ଗୋଟେ ମୁହୂର୍ତ ବି ରହିପାରିବା ନାହିଁ । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓଟିକୁ ଦେଖିଲେ ଆପଣ ମାନଙ୍କର ହୋସ ଉଡିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଭା-ଇ-ରା-ଲ ଭିଡିଓ ବିଷୟରେ । ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓଟି ଘର ବାହାରେ ଲାଗିଥିବା ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଭିଡିଓରେ ଗୋଟେ ବାଘ ଘର ପାଖର ଅନ୍ଧାର ସ୍ଥାନରେ ବସି ଛକି ଯାଇଛି ।

ସେହି ସମୟରେ ଜଣେ ବୃଦ୍ଧ ମହିଳା ନିଜ ସାହାରା ବାଡି ସାହାର୍ଯ୍ୟରେ ଚାଲି ଚାଲି ଆସି ଘର ବାରଣ୍ଡା ପାଖରେ ବସୁଛନ୍ତି । ସେ ବସିବାର ଠିକ ପଛରେ ବାଘଟି ତାଙ୍କୁ ଜଗି ଛ-କି-କି ରହିଥିଲା । ବସିବାର କିଛି ସମୟ ମଧ୍ୟରେ ବାଘଟି ବୃଦ୍ଧ ମହିଳାଙ୍କ ଉପରେ ଆ-କ୍ର-ମ-ଣ କରି ଦେଇଥିଲା । ମହିଳା ଜଣକ ସେହି ସମୟରେ ବାଘକୁ ଭୟ ନକରି ନିଜ ବାଡିରେ ତାକୁ ହୁଡାଇବା ପାଇଁ ଚେଷ୍ଟା କରିଥିଲେ ଓ ଲ-ଢି ଥିଲେ ।

ବା-ଡି-ରେ ହୁଡାଇବା ଦ୍ଵାରା ବାଘଟି ଭ-ୟ-ରେ ସେହି ସ୍ଥାନ ଛାଡି ଚାଲିଯାଇଥିଲା ଓ ମହିଳା ଜଣକ ବାଘ କବଳରୁ ବଞ୍ଚି ଯାଇଥିଲେ । ବନ୍ଧୁଗଣ ଏହି ଘଟଣାଟି କେଉଁ ସ୍ଥାନରେ ଘଟିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ହେଲେ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ର ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ତା ହେଲେ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *