ଗର୍ଜିଲେ Subhasis, ଶେଷରେ ଜଣା ପଡିଗଲା ଅରିନ୍ଦମଙ୍କ ମୃତ୍ୟୁର ଅସଲ କାରଣ, ଦେଖନ୍ତୁ କଣ କେହିଲେ ସେ ? ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଜଡିତ ଅନେକ ଭିଡିଓ ଓ ଫଟୋ ଭା-ଇ-ରା-ଲ ହେଉଛି । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ମାତ୍ର କିଛି ଦିନ ହୋଇଛି ହେଲେ ଓଡିଶା ବାସୀ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମିସନ ଗଜରାଜରେ ନ୍ୟୁଜ ସଂଗ୍ରହ କରିବା ପାଇଁ ଅରିନ୍ଦମ ଓଡ୍ରାଫ ଟିମ ସହ ଯାଇଥିଲେ ।

ହେଲେ ହଠାତ ଜଳ ସ୍ରୋ-ତ ବଢିଯିବାରୁ ବୋଟ ପାଣିରେ ବୁ-ଡି-ଯାଇଥିଲା ଯାହା ଫଳରେ ଅରିନ୍ଦମ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଏହି ଘ-ଟ-ଣା-କୁ ନେଇ ଲୋକମାନେ ଅନେକ ମତ ଦେଉଛନ୍ତି । ବର୍ତ୍ତମାନ ସମାଜ ସେବି ସୁବାସିସ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ଭିଡିଓ ଅପଲୋଡ କରିଛନ୍ତି । ସେହି ଭିଡିଓରେ ସୁବାସିସ ଅ-ପ-ରେ-ସ-ନ ଗଜରାଜ ବିଷୟରେ କହୁଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁବାସିସଙ୍କ ମତରେ-‘ କଣ ଏ ସିଷ୍ଟମ ମୁ କିଛି ବୁଝି ପାରୁନି । ଯଦି ଆପଣ ଦେଖୁଛନ୍ତି ସେହି ସ୍ଥାନରେ ଜଳ ସ୍ରୋତ ଅଧିକ ଅଛି ତା ହେଲେ ଯାଉଥିଲେ କାହିଁକି । କୁଆଡେ ଗଲେ ସେ ଏକ୍ସପର୍ଟ ମାନେ । ସେ ଏକ୍ସପର୍ଟ ମାନେ କଣ ମ-ରି-ଗ-ଲେ କି । ଆଜି ଆମର ଜଣେ ଗଣମାଧ୍ୟମର ଲୋକ ବୁ-ଡି ଯାଇଛନ୍ତି ବୋଲି ଆମର ଅଭିମାନ ରହିବ ବା ଅଭିଯୋଗ ରହିବ’ ।

ଆଗକୁ ସୁବାସିସ କହିଛନ୍ତି-‘କାହିଁକି ଆପଣ ତାଙ୍କୁ ସପୋର୍ଟ ଦେଲେ ନାହିଁ । ଯେଉଁ ପାଞ୍ଚ ଜଣ ଆଠ ଜଣ ଯାଇଥିଲେ ସେମାନେ କଣ ହାତୀକୁ ଟା-ଣି ନେଇଆସି ଥାନ୍ତେ । ଏହି ସବୁ ପ୍ରଶ୍ନର ଉତ୍ତର ନାହିଁ ଆଜ୍ଞା କେବଳ ଏଠି ଏକ ସାଧାରଣ ଲୋକଟି ମ-ରି-ବ । ଏହି ଗଣମାଧ୍ୟମ ସଂସ୍ଥାରେ ଥିବା ସମସ୍ତ ଲୋକଙ୍କୁ ମୁ ଅନୁରୋଧ କରୁଛି ଆପଣ ଏମିତି ବି-ପ-ଦ ସଙ୍କୁଳ ଅବସ୍ତାରେ କାହାକୁ ବି ପଠାନ୍ତୁ ନାହିଁ’ । ତା ହେଲେ ବନ୍ଧୁଗଣ ସୁବାସିସଙ୍କ କଥାରେ ଆପଣଙ୍କ ମାନଙ୍କର ସହମତି ଅଛି ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *