କଣ ହେଲା ସେଦିନ, କେମିତି ବୁଡିଲା ଡଙ୍ଗା, କଣ ଘଟିଥିଲା ଡଙ୍ଗା ବୁଡିବା ସମୟରେ, OTV ର କ୍ୟାମେରା ମ୍ୟାନ୍‌ Pravat କହିଲେ ସେ ଦିନର ଛାତିଥରା କାହାଣୀ, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଟିଭି ରିପୋର୍ଟର ଅରିନ୍ଦମ ଙ୍କ ପରଲୋକ କଥା ଜାଣିଥିବେ । ଅରିନ୍ଦମ ଦାସ ଙ୍କ ସହିତ କାମ କରିଥିବା ପ୍ରଭାତ ସେଦିନ ର ଛାତିଥରା ଘଟଣା ସମ୍ବନ୍ଧରେ କିଛି ଏଭଳି କହିଲେ, ଆପଣ ଶୁଣିଲେ ଆପଣ ମଧ୍ୟ ବହୁତ ମ-ର୍ମା-ହ-ତ ହୋଇଯିବେ । ପ୍ରଭାତ କହିଲେ ଯେ ଅରିନ୍ଦମ ଭାଇ ଙ୍କର କ୍ଷତି କେହି ପୂରଣ କରି ପାରିବେ ନାହିଁ । ପ୍ରଭାତ କହିଥିଲେ ଯେ ଦୀର୍ଘ ୧୧ ବର୍ଷ ଧରି ମୁଁ ଅରିନ୍ଦମ ଭାଇ ଙ୍କ ସହିତ କାମ କରିଅଛି ।

ଯେଉଁଠାକୁ ଯେକୌଣସି ବାତ୍ୟା ତଥା ବନ୍ୟା ପରିସ୍ଥିତି ରେ ଯେଉଁଠାକୁ ଯିବୁ ସବୁବେଳେ ଆମ୍ଭେ ଦୁହେଁ ସାଙ୍ଗ ହୋଇଯାଉ । ମାତ୍ର ତାଙ୍କର କିଛି ଅଲଗା କରି ଦେଖାଇବାର ନି-ଶା-ଟା ଥିଲା, ହୁଏତ ମୁଁ ସେଇ କାମ ଟା ତାଙ୍କର କରି ପାରୁଥିଲି ସେଥିପାଇଁ ସେ ସବୁଜାଗା କୁ ମତେ ଡାକି ନେଇଥାନ୍ତି । ସେ ସବୁବେଳେ ଝ-ଗ-ଡା କରନ୍ତି ଯେ ମତେ ପ୍ରଭାତ କୁ ଦିଅନ୍ତୁ । ପ୍ରଭାତ ଶୋକ ଭରା ହୋଇ କହିଥିଲେ ଯେ ଘଟଣା ଦିନକୁ ମୁଁ କେବେ ଭୁଲି ପାରିବି ନାହିଁ ।

ଶୁକ୍ରବାର ମୋର ଜନ୍ମବାର ଏବଂ ସେଦିନ ମୋର ଜନ୍ମ ଦିନ ଥିଲା ମାତ୍ର ମୁଁ ଜାଣି ନଥିଲି । ସକାଳୁ ମୋର ଉଠିବା ଡେରି ହୋଇଯାଇଥିଲା ଏବଂ ମୁଁ ସାଙ୍ଗେ ସାଙ୍ଗେ ଆସି ଅଫିସ ରେ ପହଞ୍ଚିଲି । ଏହା ପରେ ମୁଁ ଆସି ଅଫିସ ରେ ପହଞ୍ଚିଲି ଏବଂ ଅଫିସ ରେ ମତେ କହିଲେ ଯେ ଯିବା ପାଇଁ ଫିଲ୍ଡ କୁ । ଏହା ପରେ ଅରିନ୍ଦମ ଭାଇ ଙ୍କୁ ଫୋନ କରି କହିଲି ଯିବା ପାଇଁ । ଏହାପରେ ଗଲୁ, ଏବଂ ଆମ୍ଭେ ସେଠାରେ ବହୁତ କାମ କରିଲୁ ।

ସେଠାରେ ଲୋକ ବହୁତ ଥିଲେ ଅରିନ୍ଦମ ଭାଇ କହିଲେ ଯେ ଲୋକ ଯଦି ସାଇଡ ହୋଇଯାଆନ୍ତି ବୋଧ ହୁଏ ହାତୀ ଟି ରେସକ୍ୟୁ ହୋଇଯାଇ ପାରିବ । ଏହା ପରେ ଆମ୍ଭେ ବୋଟ ରେ ପାଣି ଭିତରକୁ ଗଲୁ ଏବଂ ଏହିଭଳି ଅ-ଘ-ଟ-ଣ ଘ-ଟି-ଗ-ଲା । ପ୍ରଭାତ ଏହା କହିଥିଲେ ଯେ ଆମ୍ଭକୁ ଟିମ ଲିଡର ଯାହା କୁହନ୍ତି ଆମ୍ଭକୁ ତାହା କରିବାକୁ ହୋଇଥାଏ । ଆମ୍ଭେ ଏହା ପୂର୍ବରୁ ବହୁତ ଜାଗାକୁ ଯାଇଛୁ ବହୁତ କାମ ମଧ୍ୟ କରିଛୁ ରିସ୍କ ନେଇ ମାତ୍ର ଏଭଳି ଏକ ଅ-ଘ-ଟ-ଣ ଘ-ଟି-ବ ବୋଲି ମୁଁ ମଧ୍ୟ କେବେ ଭାବି ନଥିଲି ।

ମାତ୍ର ଓଡ୍ରାଫ ଟିମ ମିଡିଆ କୁ ପାଣି ଭିତରକୁ ନେବା ପାଇଁ ପୂର୍ବ ରୁ ମନା କରିଥିଲେ । କିନ୍ତୁ ଅରିନ୍ଦମ ଭାଇ କହିଥିଲେ ଟିକେ ଭିତରକୁ ନେଇଯାଅ । ଓଡ୍ରାଫ ଟିମ କହିଥିଲେ ଯେ ଆଗକୁ ସୁଅ ଅଧିକ ଅଛି ଆପଣ ଦୂରେଇ ରୁହନ୍ତୁ । ଓଡ୍ରାଫ ଟିମ ଙ୍କ କଥା ଅନୁଯାୟୀ ଆମ୍ଭେ ଦୂରେଇ ଭିଜୁଆଲ ନେଉଥିଲୁ ମାତ୍ର ହଟାତ ସୁଅ ଅଧିକ ଜୋରସେ ଆସିବାରୁ ଆମ୍ଭେ ସିଧାସଳଖ ବି-ପ-ତ୍ତି ର ସମୁଖୀନ ହେଲୁ ।

ଆମ୍ଭେ ୭ ଜଣ ଥିଲୁ ସେଥିରୁ ଜଣେ ଲାଇଫ ଜାକେଟ ପିନ୍ଧି ନଥିଲେ । ଯେହେତୁ ହାତୀ ଚାଲିଲା ଆଗକୁ ଓଡ୍ରାଫ ଟିମ କହିଲେ ଯେ ଆଉ ଟିକେ ହାତୀ କୁ ଆଗେଇ ନେଲେ ସେ ଉଦ୍ଧାର ହେବ । ଏହା ଚିନ୍ତା କରି ଆଗକୁ ଯାଉଥିବା ସମୟରେ ବୋଟ ଟି ସୁଅ ରେ ଭାସିଗଲା । ସୁଅ ପାଖକୁ ଯେତେବେଳେ ଭାସିଗଲୁ ସେତେବେଳେ ମୁଁ ଖସିଗଲି ତଳକୁ ସେତେବେଳେ ଅରିନ୍ଦମ ଭାଇ ମୋ ହାତ ଧରି ଉଠାଇଥିଲେ ।

ମାତ୍ର ଚାହୁଁ ଚାହୁଁ ଅ-ଘ-ଟ-ଣ ଘ-ଟି-ଗଲା । ମାତ୍ର ମୋ ମନରେ ଚିନ୍ତା ଥିଲା ଯେ ମୋର ଛୋଟ ପୁଅଟି ମୋ ପୁଅ ଅବସ୍ଥା କଣ ହେବ ଯଦି ମୋର କିଛି ହୋଇଯାଏ । ଏବଂ ଅରିନ୍ଦମ ଭାଇ ସେଠାରେ ବହୁତ ସଂଘର୍ଷ କରିଛନ୍ତି ମାତ୍ର ସେ ବଞ୍ଚି ପାରିଲେ ନାହିଁ । ବନ୍ଧୁଗଣ ଏହି ମ-ର୍ମା-ହ-ତ ଘ-ଟ-ଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *