ମୁଣ୍ଡଳି Boat Tragedy କୁ ନେଇ କିଛି ଏମିତି ଚାଞ୍ଚଲ୍ୟକର ବୟାନ ଦେଲେ OTV ର କଟକ ପ୍ରତିନିଧି ଦେବାଶିଷ ମହାନ୍ତି, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଗତ କିଛି ଦିନ ତଳେ ଅରିନ୍ଦମ ଦାସ ତଥା ଓଡ୍ରାଫ ଟିମ ଙ୍କ ସହିତ ଘ-ଟି-ଥି-ବା ମ-ର୍ମା-ହ-ତ ଘ-ଟ-ଣା ସମ୍ବନ୍ଧରେ ବେସ ଭଲ ଭାବରେ ଜାଣିଥିବେ । ହାତୀ ଛୁଆ କୁ ବଞ୍ଚାଇବା ନିମନ୍ତେ ଗଭୀର ବି-ପ-ଦା-ପର୍ଣ୍ଣ ଜଳ ମଧ୍ୟ କୁ ଯାଇ ନିଜ ଜୀବନ କୁ ହରାଇଛନ୍ତି OTV ରିପୋର୍ଟର ଅରିନ୍ଦମ ଦାସ । ହାତୀ ଛୁଆ କୁ ବଞ୍ଚାଇବା ନିମନ୍ତେ ଓଡ୍ରାଫ ଟିମ ବାହାରିଥିବା ସମୟରେ OTV ରିପୋର୍ଟର ଅରିନ୍ଦମ ଦାସ ଏବଂ କ୍ୟାମେରା ମ୍ୟାନ ପ୍ରଭାତ ଫୁଟେଜ ନେବାକୁ ବାହାରି ଥିଲେ ।

ଏହାପରେ ସେମାନେ ପାଣି ଭିତରକୁ ଓଡ୍ରାଫ ଟିମ ଙ୍କ ସହିତ ଗଲେ । ମାତ୍ର ସେଠାରେ ହାତୀ ନିକଟାବର୍ତ୍ତୀ ହେବା ସମୟରେ ସେଠାରେ ଘ-ଟି-ଯାଇଥିଲା ଅ-ଘ-ଟ-ଣ । ଏହା ପରର ଦୃଶ୍ୟ କୁ ଅରିନ୍ଦମ ଙ୍କ ସହଯୋଗୀ ବ୍ୟାରେଜ ଉପରେ ଥାଇ ଦେଖୁଥାନ୍ତି । ଅରିନ୍ଦମ ଙ୍କ ସହଯୋଗୀ ଏନେଇ ବର୍ତ୍ତମାନ ସମସ୍ତ ଦୃଶ୍ୟ ର ବିବରଣୀ ଦେଇଛନ୍ତି । ସେ ଶୋକଭରା ହୋଇ କହିଛନ୍ତି ଯେ, ଏହାକୁ ନେଇ ବହୁତ ଆଲୋଚନା ବିତର୍କ ହେଉଅଛି ଯେ କିଭଳି ଏହି ଘ-ଟ-ଣା ଘ-ଟି-ଲା ?

ମାତ୍ର ଏହା ଏକ ଦୁ-ର୍ଘ-ଟ-ଣା ଅଟେ କିନ୍ତୁ ହୁଏତ ଏହି ଘ-ଟ-ଣା କୁ ଆଡେଇ ଦେଇ ପାରିଥାନ୍ତୁ ଯଦି ସେଦିନ ବ୍ୟବସ୍ଥାଟା ସଠିକ ଭାବରେ ବ୍ୟବସ୍ଥିତ ହୋଇଥାନ୍ତା । ବର୍ତ୍ତମାନ ଅରିନ୍ଦମ ନାହାନ୍ତି କିନ୍ତୁ ସେଦିନ ବ୍ୟବସ୍ଥାଟା ସଠିକ ନଥିଲା । ମୁଁ ବ୍ୟାରେଜ ଉପରେ ଛିଡା ହୋଇ କହୁଛି ଯେ ଭାଇ ଟା ବୁ-ଡି ଯାଉଅଛି କିଏ ଭାଇ ଟିକେ ଡେ-ଇଁ ଯାଅ । ମାତ୍ର କେହି ଟିକେ ଗଲେ ନାହିଁ । ସେହି ସମୟ ଟି ବହୁତ ଡିଫିକଲ୍ଟ ଏବଂ ଆଉ ଏକ ଦୁଖ ର ବିଷୟ ଯେ ବୁ-ଡି-ଗ-ଲା ପରେ ମଧ୍ୟ ପ୍ରାଏ ୧ କିମି ପର୍ଯ୍ୟନ୍ତ ଭା-ସି ଗଲେଣି କିନ୍ତୁ ୨୦ ମିନିଟ ୧୫ ମିନିଟ ପର୍ଯ୍ୟନ୍ତ କେହି ଯାଉ ନାହାନ୍ତି ।

ସେହି ସମୟ ଟି ଅତି କ-ଷ୍ଟ ଦାୟକ ଥିଲା ମାତ୍ର ମୁଁ କହି ପାରୁ ନାହିଁ ଯେ ସେହି ସମୟ କିଭଳି ଥିଲା ? ଅରିନ୍ଦମ ଭାଇ ନିଜେ ଚେଷ୍ଟା କରିଛନ୍ତି ନିଜ ଜୀବନ କୁ ବଞ୍ଚାଇବା ନିମନ୍ତେ । ଏବଂ ନିଜ ଜୀବନକୁ ବଞ୍ଚାଇବା ନିମନ୍ତେ କେଉଁ ଭଳି ଭାବରେ ସଂ-ଘ-ର୍ଷ କରାଯାଏ ତାହା ଆମ୍ଭେ ସେଦିନ ଦେଖିଥିଲୁ । ସେହି ଦୃଶ୍ୟ ବର୍ତ୍ତମାନ ମଧ୍ୟ ସାମ୍ନା କୁ ଆସୁଅଛି । ମୋର ସବୁବେଳେ ସେହି କଥା ମନେ ପଡୁଅଛି ଏବଂ ମୁଁ ନିଜକୁ ଦୋ-ଷୀ ମନେ କରୁଅଛି ।

ସମସ୍ତ ପ୍ରକାରର ଚେଷ୍ଟା ପରେ ମଧ୍ୟ ଆମ୍ଭେ ଆମ୍ଭ ଭାଇ କୁ ବଞ୍ଚାଇ ପାରିଲୁ ନାହିଁ । ଅରିନ୍ଦମ ଙ୍କ ସହକର୍ମୀ ଏହିଭଳି କିଛି ଦୁଖ ପ୍ରକାଶ କରି କହିଥିଲେ ଯେ ଅରିନ୍ଦମ ଭାଇ କହିଥିଲେ ଯେ ଦେଖ ଆଜି ତୁ ଉପରେ ଥାଇ ଦେଖୁଥା ହାତୀ ବାହାରିବ ମୁଁ ବାହାରିବି । ବନ୍ଧୁଗଣ ଏହି ମ-ର୍ମା-ହା-ତ ଘ-ଟ-ଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *