ସୋସିଆଲ ମିଡିଆରେ ଘୁରି ବୁଲୁଛି Arindam ଙ୍କ ନାଁ ରେ ମିଛ ଖବର, ମାଗୁଛନ୍ତି ଟଙ୍କା, ସତର୍କ କରେଇଲେ Arindam ଙ୍କ ଭଉଣୀ, ଦେଖନ୍ତୁ Video

ବନ୍ଧୁଗଣ, ଦିବଙ୍ଗତ ସାମ୍ବାନ୍ଦିକ ତଥା OTV ରେପୋର୍ଟର ଅରିନ୍ଦମ ଦାସ ଙ୍କ ପରିବାର ସାଧାରଣ ଲୋକଙ୍କ ଠାରୁ ଆର୍ଥିକ ସହାୟତା ଲୋଡୁଛନ୍ତି ବୋଲି ସୋ-ସି-ଆ-ଲ ମି-ଡି-ଆ- ରେ ପ୍ରସାରିତ ମିଥ୍ୟା ଖବର କୁ ବିଶ୍ଵାସ ନ କରିବାକୁ ଭଉଣୀ ଙ୍କ ଅନୁରୋଧ । ଅରିନ୍ଦମ ଦାସ ଙ୍କ ଭଉଣୀ ଝରଣା ଦାସ ଏହାକୁ ନେଇ ଟ୍ଵି-ଟ କରିଛନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ଘୁରି ବୁଲୁଥିବା ଏଭଳି ମିଥ୍ୟା ଖବର କୁ ଏ ନେଇ ଆଦୌ ବିଶ୍ଵାସ ନ କରିବାକୁ ସେ ନିବେଦନ କରିଛନ୍ତି ।

ଝରଣା ଲେଖିଛନ୍ତି ଯେ ଆମ୍ଭ ପରିବାର ଅରିନ୍ଦମ ଙ୍କ ପରିବାର ର ଦାଇତ୍ଵ ଉଠାଇବାକୁ ସମର୍ଥ ଅଟନ୍ତି । ଭଗବାନ ଙ୍କ ଆଶୀର୍ବାଦ ରୁ ଆମ୍ଭ ନିକଟରେ ଲୋକଙ୍କ ଭଲ ପାଇବା ତଥା ଆଶୀର୍ବାଦ ଅଛି । ଆମ୍ଭର ଏକ ଯୌଥ ପରିବାର ଅଛି ଏବଂ ସମସ୍ତେ ନିଜ ନିଜ କ୍ଷେତ୍ରରେ ସମର୍ଥ । ମୋ ବାପା ଜଣେ ସଚ୍ଚୋଟ ବ୍ୟାଙ୍କ ଅଧିକାରୀ ଥିଲେ । ଭାଇ ମଧ୍ୟ ସ୍ଵଛ ହୃଦୟର ବ୍ୟକ୍ତି ଥିଲେ । ଭାଇ ଟଙ୍କା ପଛରେ ନ ଗୋଡାଇ ସର୍ବଦା କାମ କୁ ଅଧିକ ଗୁରୁତ୍ଵ ଦେଇ ଆସୁଥିଲେ ।

ଅରିନ୍ଦମ ଙ୍କ ପତ୍ନୀ ଏବଂ ପୁଅ ଯେଭଳି ଏକ ସନ୍ନମାନ ଜନକ ଜୀବନ ଜାପାନ କରିବେ, ସେଥି ନିମନ୍ତେ ଆମ୍ଭେ ସକ୍ଷମ । ଏଣୁ ଅରିନ୍ଦମ ଙ୍କ ପରିବାର ଆର୍ଥିକ ସାହାର୍ଯ୍ୟ ସହଯୋଗ ଆବଶ୍ୟକତା କରୁଥିବା ନେଇ ସୋ-ସି-ଆ-ଲ ମି-ଡି-ଆ ରେ ମି-ଥ୍ୟା କଥା ପ୍ରଚାର ହେଉଅଛି । ଏହାକୁ ଆଦୌ ବିଶ୍ଵାସ ନ କରିବାକୁ ଭଉଣୀ ଝରଣା ନିବେଦନ କରିଛନ୍ତି । ଏହିଭଳି କଠିନ ସମୟରେ ସେ ସମସ୍ତ ଶୁଭେଛୁ ମାନଙ୍କ ଠାରୁ ସ୍ନେହ ଆବଶ୍ୟକ କରନ୍ତି ବୋଲି ଝରଣା ଲେଖିଛନ୍ତି ।

ଅରିନ୍ଦମ ଙ୍କ ପରିବାର ସହିତ ଏହି କଠିନ ପରିସ୍ଥିତି ରେ ଛିଡା ହୋଇଥିବା ଏବଂ ବଳ ଦେଇଥିବା ଏବଂ ଅରିନ୍ଦମ କୁ ଭଲ ପାଇବା ଦେଇଥିବା ଲୋକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ନିଜ ଭାଇ ଅରିନ୍ଦମ ଙ୍କ ମୃ-ତ୍ୟୁ କୁ ଢାଲ କରି ପରିଚିତ ହେବାକୁ ଚାହୁଁଥିବା ଲୋକଙ୍କୁ ବିରତ ରହିବା ସହିତ ଏଭଳି ମିଥ୍ୟା ଭି-ଡି-ଓ ପ୍ରସାର ନ କରିବାକୁ ସେ ଅନୁରୋଧ କରିଛନ୍ତି । ବନ୍ଧୁଗଣ ଅରିନ୍ଦମ ଏହି ଦୁନିଆରେ ନାହାନ୍ତି କିନ୍ତୁ ବର୍ତ୍ତମାନ ଏଭଳି ମିଥ୍ୟା କଥା ସୋ-ସି-ଆ-ଲ ମି-ଡି-ଆ ରେ ପ୍ରସାର କରିବା କେତେ ଦୂରେ ଠିକ ? ଏହାକୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *