ଦେଖନ୍ତୁ କିପରି OTV ପ୍ରତିନିଧିଙ୍କୁ କରା ଯାଇଥିଲା ଉଦ୍ଧାର, ଦେଖନ୍ତୁ Live Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବର୍ତ୍ତମାନ ର ବଡ଼ ଖବର ବିଷୟ ରେ ଜାଣିଥିବେ କି ମହାନଦୀ ରେ ହାତୀ କୁ ଉଦ୍ଧାର କରୁଥିବା ସମୟରେ ଓଡ୍ରାଫ ଟିମ ର ବୋଟ ଟି ଓଲଟି ଯାଇଥିଲା ଏବଂ ସବୁ ଗୁରୁତର ଅବସ୍ଥାରେ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ଓଟିଭି ର ସିନିୟର ରିପୋର୍ଟର ଅରିନ୍ଦମ ଦାସ ଙ୍କ ମେଡ଼ିକାଲ ରେ ହିଁ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ମିଳିଥିବା ସୂଚନା ଅନୁଯାଇ ହାତୀକୁ ଉଦ୍ଧାର କରିବା ପାଇଁ ବୋଟ ଯୋଗେ ୭ ଜଣ ଯାଇଥିଲେ ।

କିନ୍ତୁ, ପ୍ରଖର ସ୍ରୋତରେ ବୋଟଟି ପ-ଲ-ଟି ଯିବାରୁ ସମସ୍ତେ ଭା-ସି ଯାଇଥିଲେ ।ସେଥି ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼-ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଗୁ-ରୁ-ତ-ର ଅଵସ୍ଥାରେ ଥିବା ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ସେଠାରେ ଶେ-ଷ ନି-ଶ୍ୱା-ସ ତ୍ୟାଗ  କରିଛନ୍ତି । ମିଳିଥିବା ସୂଚନା ଅନୁଯାଇ ପ୍ରାୟ ୭ ଟି ହତୀ ନଦୀପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ  କେତେକ ହାତୀ ଭା-ସି ଯାଇଥିଲେ ।

ସେମାନଙ୍କ ମଧ୍ୟରୁ ୬ଟି ହାତୀ ଭା-ସି-ଯାଇ ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟ ନିକଟରେ ଲାଗିଥିବା ବେଳେ ଗୋଟିଏ ଛୁଆ ହାତୀ ମୁଣ୍ଡୁଲି ବ୍ୟାରେଜ୍ ନିକଟରେ ଫ-ସି-ରହିଛି । ହାତୀଟିକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଏବଂ ଏନଡ଼ିଆରଫ୍ ନିୟୋଜିତ ହୋଇଛନ୍ତି । ତେବେ ଏହି ହାତୀ ଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ଏବଂ ଓଟିଭି ର କ୍ୟାମେରା ମ୍ୟାନ ଏବଂ ସିନିୟର ରିପୋର୍ଟର ମଧ୍ୟ ଯାଇଥିଲେ ।

କିନ୍ତୁ ପାଣି ର ସୁଅ ରେ ତାଙ୍କ ବୋଟ ଟି ଓ-ଲ-ଟି ଯାଇଥିଲା ଯାହା ଯୋଗୁଁ ଏହି ଦୁ-ର୍ଘ-ଟ-ଣା ଘ-ଟି-ଛି ତେବେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ସେଥି ମଧ୍ୟରେ ଥିବା ଓଟିଭି ର ଜଣେ ବରିଷ୍ଠ ଏବଂ ସାହାସି ସାମ୍ବାଦିକ ଙ୍କୁ ଆଜି ଆମେ ହରେଇ ବସିଲୁ । ତେବେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ଅ-କା-ଳ ବି-ୟୋ-ଗ ରେ ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ ସେ ସବୁଦିନ ଆମ ମାନଙ୍କ ମନ ଭିତରେ ବଂଚି ରହିବେ ।

Leave a Reply

Your email address will not be published. Required fields are marked *