ଅପରେସନ ଗଜରାଜ ବେଳେ ବୋଟ ଦୁର୍ଘଟଣାରେ OTV ସାମ୍ବାଦିକ Arindam Das ଙ୍କ ମୃତ୍ୟୁ, ଦେଖନ୍ତୁ କେମିତି ଗଭୀର ଜଳରୁ ଉଦ୍ଧାର ହୋଇଥିଲେ ଅରିନ୍ଦମ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ହାତୀ ମାନଙ୍କୁ ଉଧାର କରିବା ଚକ୍କରରେ ଜଣେ ସାମ୍ବାଧିକ ନିଜ ପ୍ରା-ଣ ହରାଇଛନ୍ତି । ଆଜି ସଖାଳ ସମୟରେ ମୁଣ୍ଡୁଳି ବ୍ରିଜରେ ମହାନଦୀ ସ୍ରୋତରେ ଏକ ହାତୀ ଫ-ସି ରହିଥିଲା । ହାତୀକୁ ଉଧାର କରିବା ପାଇଁ ଅଗ୍ନିସମ ବିଭାଗ ଓ ବନ ବିଭାଗ ସହ ପୋଲିସ କର୍ମୀ ମାନେ ଘ-ଟ-ଣା ସ୍ଥଳରେ ପହଞ୍ଚି ଥିଲେ । ଦୀର୍ଘ ସମୟ ଧରି ହାତୀକୁ ଉ-ଧା-ର ଉଦ୍ୟମ କରଯାଇଥିଲା । ଘ-ଟ-ଣା ସ୍ଥଳରେ ଅନେକ ସାମ୍ବାଦିକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ହେଲେ ଗତ କିଛି ସମୟ ତଳେ ଏକ ଦୁଃଖର ଖବର ସାମ୍ନା ଆସିଲା । ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଅ-ପ-ରେ-ସ-ନ ଗଜରାଜରେ କାମ କରୁଥିବା ବେଳେ ନିଜ ପ୍ରା-ଣ ହରାଇଛନ୍ତି । ବନ୍ଧୁଗଣ ଓଡ୍ରାଫର ଏକ ୟୁନିଟ ହାତୀକୁ ହୁଡାଇବା ପାଇଁ ଯାଇଥିଲେ । ଓଡ୍ରାଫ ଟିମ ସହ ଅରିନ୍ଦମ ଦାସ ତାଙ୍କ ସାଥି ମାନଙ୍କ ସହ ଯାଇଥିଲେ ।

ହେଲେ ବନ୍ଧୁଗଣ ହଠାତ ବୋଟରେ ମହାନଦୀ ସ୍ରୋ-ତ-ରେ ଭାର-ସା-ମ୍ୟ ହରାଇଥିଲା । ବୋଟ ବୁ-ଡି-ବା ବେଳେ ଅରିନ୍ଦମ ମଧ୍ୟ ପାଣିରେ ବୁଡି ନିଜ ପ୍ରା-ଣ ହରାଇଥିଲେ । ଅରିନ୍ଦମଙ୍କୁ ଉଧାର କରାଯାଇ ସ୍ଥଳ ଭାଗକୁ ଆଣି ସଙ୍ଗେ ସଙ୍ଗେ ଏସସିବି ନିଆଯାଇଥିଲା ସେଠାରେ ତାଙ୍କୁ ମରୁତ ଘୋଷିତ କରାଗଲା । ଅରିନ୍ଦମଙ୍କୁ ଉଧାର କରିବାର ଦୃଶ୍ୟ ଆପଣ ମାନେ ଏହି ଫଟୋରେ ଦେଖିପାରୁ ଥିବେ ।

ବୋଟ ଓ-ଲ-ଟି-ବା ଦ୍ଵାରା ଓଡ୍ରାଫ ଟିମର କିଛି କର୍ମୀ ମହାନଦୀରେ ପ-ଡି-ଯାଇଥିଲେ । ସେହି ସମୟରେ ସମସ୍ତଙ୍କୁ ଉ-ଧା-ର କରଯାଇଥିଲା ଓ କେହି ବି ପ୍ରା-ଣ ହରାଇ ନାହାନ୍ତି । ହେଲେ ଅରିନ୍ଦମ ଅପରେସନ ଗଜରାଜରେ ପ୍ରା-ଣ ହରାଇଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *