‘ମୁଁ ଏମିତିକା ସାହାସୀ ରିପୋର୍ଟର ସାରା ଓଡିଶାରେ ଦେଖିନି’ ଦେଖନ୍ତୁ ରିପୋର୍ଟର Arindam Das ଙ୍କ ଅକାଳ ମୃତ୍ୟୁ ନେଇ କଣ କହିଲେ OTV Founder Jagi Mangat Panda, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସାରା ଓଡିଶାରେ ଗୋଟେ ଖବର ଚର୍ଚାରେ ଅଛି ଓ ତାହା ହେଉଛି ଅରିନ୍ଦମ ଦାସଙ୍କ ନି-ଧ-ନ । ଗତ କିଛି ସମୟ ତଳେ ଅରିନ୍ଦମ ମହାନଦୀ ଜଳ ସ୍ରୋତରେ ବୁଡି ନିଜ ପ୍ରା-ଣ ହରାଇଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କୁ ନେଇ ଅନେକ ଚର୍ଚା ହେଉଛି । ଅ-ପ-ରେ-ସ-ନ ଗଜରାଜରେ ଯାଇଥିବା ସାମ୍ବାଦିକ ଅରିନ୍ଦମ କିଛି ଓଡ୍ରାଫ କର୍ମଚାରୀଙ୍କ ସହ ମହାନଦୀ ଜଳ ସ୍ରୋତ ଭିତରକୁ ପ୍ରବେଶ କରିଥିଲେ ।

ସେହି ସ୍ଥାନରେ ହେଉଥିବା ଘ-ଟ-ଣା-କୁ ସେ ଜନସାଧାରଣ ମାନଙ୍କ ପାଖକୁ ପଠେଇବା ପାଇଁ ଉଦ୍ୟମ କରୁଥିଲେ । ହେଲେ ହଠାତ ପାଣି ଭିତରେ ବୋଟ ଓ-ଲ-ଟି ଯାଇଥିଲା ଯାହା ଫଳରେ ବୋଟରେ ଥିବା ସମସ୍ତ ଲୋକ ପାଣି ଭିତରକୁ ପ-ଡି-ଯାଇଥିଲେ । ସେହି ଦୁ-ର୍ଘ-ଟ-ଣା-ରେ ଅରିନ୍ଦମ ନିଜ ପ୍ରା-ଣ ହରାଇଲେ । ନିଜ ଜୀବନକୁ ବାଜିରେ ପକାଇ ସେ ଗଜରାଜ ରିପୋର୍ଟ ରେଡି କରୁଥିଲେ ଓ ଆଜି ସେ ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି ।

ବନ୍ଧୁଗଣ ଅରିନ୍ଦମ ଦାସ ଥିଲେ ଓଟିଭିର ସାମ୍ବାଦିକ । ତାଙ୍କର ନି-ଧ-ନ ପରେ ଓଟିଭିର କୋ ଫାଉଣ୍ଡର ଜଗି ମଙ୍ଗତ ପଣ୍ଡା ତାଙ୍କ ବିଷୟରେ କିଛି ବିଶେଷ କଥା କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଜଗି ମଙ୍ଗତ ପଣ୍ଡାଙ୍କ ମତରେ- ‘ଓଟିଭିର ଗତ ୨୩ ବର୍ଷରୁ ମୁ ଏମିତିଆ ଗୋଟେ ସାହାସୀ ରିପୋର୍ଟର କେବେ ଦେଖି ନଥିଲି ।

ସାରା ଓଡିଶାରେ ଏମିତିଆ କେଉଁ ସାହସୀ ରିପୋର୍ଟର ନାହିଁ । ସେ କେବଳ ଓଟିଭି ପାଇଁ ନୁହେଁ ସେ ସାରା ଓଡିଶା ପାଇଁ ଲସ୍ । ସେ ହିରୋ ଥିଲା । ଏମିତିଆ ସାହାସୀ ରିପୋର୍ଟରକୁ ଜନ୍ମ ଦେଇଥିବା ମା’କୁ ମୁ ସଲ୍ୟୁଟ କରୁଛି । ଆଉ ମୁ ତାଙ୍କ ମାଙ୍କୁ କେବଳ ଏତିକି ଜଣାଇବା ପାଇଁ ଚାହୁଁଛି ମୁ ତାଙ୍କ ସହ ସବୁବେଳେ ଅଛି ତାଙ୍କ ଝିଅ ପରିକା’ ।

ବନ୍ଧୁଗଣ ଏହି ପରି ଭାବରେ ଜଗି ମଙ୍ଗତ ପଣ୍ଡା ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ସମ୍ମାନକୁ ଆହୁରି ଉଚ୍ଚ କରିଲେ । ସୋ-ସି-ଆ-ଲ ମି-ଡି-ଆରେ ମଧ୍ୟ ଅରିନ୍ଦମ ଙ୍କ କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି ଓ ସେ ନାହାନ୍ତି ବୋଲି ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *