GK – ପ୍ରତି ଦିନ ସକାଳୁ କଣ ପିଇଲେ ବ୍ଲଡ଼ ପ୍ରେସର ରୋଗ ଠିକ ହୋଇଥାଏ ? ଏହା ସହ 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା କଣ ବଢିଥାଏ ?

ଉତ୍ତର- ଶକ୍ତି ।

2- କେଉଁ ଫଳ ଖାଇଲେ କ୍ୟାଲସିୟମ ଭରପୁର ମିଳିଥାଏ ?

ଉତ୍ତର- ପାଣି ସିଙ୍ଗଡା ।

3- କେଉଁ ରୋଗ ହେଲେ କଫି ପିଇବା ଉଚିତ ନୁହେଁ ?

ଉତ୍ତର- ମାଇଗ୍ରେନ ।

4- ପ୍ରତିଦିନ ଖରା ରେ ବସିଲେ କଣ ଫାଇଦା ମିଳିଥାଏ ?

ଉତ୍ତର- ଭିଟାମିନ-ଡି ।

5- କେଉଁ ଜୀବ ର ରକ୍ତ ସବୁଠାରୁ ମହଙ୍ଗା ଅଟେ ?

ଉତ୍ତର- କଙ୍କଡା ।

6- ପାଣି ସିଙ୍ଗଡା ଫଳ ଖାଇବା ଦ୍ଵାରା କେଉଁ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ ?

ଉତ୍ତର- ଶ୍ଵାସ କ୍ରିୟା ।

7- କେଉଁ ପଶୁ ର କ୍ଷୀର ରୁ ଅଧିକ ପ୍ରୋଟିନ ମିଳିଥାଏ ?

ଉତ୍ତର- ଛେଳି ।

8- ପ୍ରତିଦିନ ଧନିଆ ପତ୍ର ଖାଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ?

ଉତ୍ତର- ଆଁଠୁ ଗଣ୍ଠି ଯନ୍ତ୍ରଣା ।

9- ଗାଈ ମାନେ କଣ କରିଲେ ବିପଦର ସଂକେତ ମିଳିଥାଏ ?

ଉତ୍ତର- ଲୁହ ବୋହିଲେ ।

10- କେଉଁ ଫଳ ଖାଇବା ଦ୍ଵାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ?

ଉତ୍ତର- ପାଣି ସିଙ୍ଗଡା ।

11- କଞ୍ଚା ଆଳୁ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- କୋଷ୍ଠ କାଠିନ୍ଯ ।

12- ପିରିୟଡ ର ଯନ୍ତ୍ରଣା ଥିଲେ କେଉଁ ପତ୍ର ଖାଇଲେ ପିରିୟଡ ଯନ୍ତ୍ରଣା ଠିକ ହୋଇଥାଏ ?

ଉତ୍ତର- ପିଜୁଳି ପତ୍ର ।

13- ଚାହା ପିଇଲେ କେଉଁ ମାରାତ୍ମକ ରୋଗ ହୋଇଥାଏ ?

ଉତ୍ତର- ପାଇରିଆ ।

14- ବାସୀ ରୁଟି ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- ସୁଗାର ।

15- ଶିତ ଦିନେ କେଉଁ ଫଳ ଖାଇବା ଦ୍ଵାରା 10ଟି ରୋଗରୁ ମୁକ୍ତି ମିଳିଥାଏ ?

ଉତ୍ତର- ପାଣି ସିଙ୍ଗଡା ।

16- ପ୍ରତି ଦିନ ସକାଳୁ କଣ ପିଇଲେ ବ୍ଲଡ଼ ପ୍ରେସର ରୋଗ ଠିକ ହୋଇଥାଏ ?

ଉତ୍ତର- ପଇଡ ପାଣି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *