ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 5ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 5ଟି ନମ୍ବର 5 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣ କଣ ଇଚ୍ଛା ରଖୁଛନ୍ତି ସେଥିପାଇଁ ସନ୍ଦେହ କରନ୍ତି ନାହିଁ । ଆପଣ ଲୋକଙ୍କ ପାଇଁ ଚିନ୍ତା କରନ୍ତି କିନ୍ତୁ ଲୋକେ ଆପଣଙ୍କ ପାଇଁ ଚିନ୍ତା କରନ୍ତିନି । ଭାଗ୍ୟ ଆପଣଙ୍କ ସାଥ ଦେଉ ନାହିଁ । ଅନ୍ୟ ମାନଙ୍କର ହସ୍ତକ୍ଷେପ ଆପଣଙ୍କ ଚିନ୍ତାର କାରଣ ଅଟେ । ଏମିତି କିଛି ଅଯଥା କଥା ଅଛି ଯାହା ପାଇଁ ଆପଣ ଚିନ୍ତାରେ ରହୁଛନ୍ତି ଏମିତି ତାଙ୍କ ମନରେ ଧାରଣା ରହିଛି ।
2- ଆପଣଙ୍କୁ ଦ୍ଵିତୀୟ ନମ୍ବରଟି ପସନ୍ଦ ଆସିଛି ତେବେ ଆପଣ ଯେମିତି ସେମିତି ଦେଖାଇ ହୋଇଥାନ୍ତି । ଆପଣ କାହା ପାଇଁ କେବେ ଚେଞ୍ଜ ହୁଅନ୍ତିନି । ଆପଣଙ୍କ ଠାରେ ଲିଡରସିପ ଦକ୍ଷତା ସେ ଦେଖୁଛନ୍ତି । ଆପଣ କାହା ଉପରେ ନିର୍ଭର କରୁ ନାହାନ୍ତି । ଆପଣଙ୍କ ଠାରେ କନଫିଡେନ୍ସ ଅଧିକ ରହିଛି । ଆପଣ କେବେ କାହାକୁ ଭୟ କରନ୍ତିନି । ଏମିତି ଧାରଣ ତାଙ୍କ ମନରେ ଆପଣଙ୍କ ପାଇଁ ଅଛି ।
3- ଆପଣ ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ଠାରେ ଏମିତି କିଛି ଗୁଣ ଅଛି ଯାହା ପାଇଁ ଆପଣ ସମ୍ପର୍କ ଭାଙ୍ଗି ଦେଇଥାନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ଏହାକୁ ନେଇ ବୁଝାଉଛନ୍ତି । ଆପଣଙ୍କର ମାନସିକ ଚିନ୍ତା ଅଧିକ ରହିଛି । ଆପଣ କୌଣସି ଜିନିଷକୁ ନେଇ ଫସି ଯାଇଛନ୍ତି ଆଉ ବାହାରିପାରୁ ନାହାନ୍ତି । ଆପଣ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ଏମିତି ସେ ଭାବୁଛନ୍ତି ଆପଣଙ୍କୁ ନେଇ ।
4- ଆପଣ ଚତୁର୍ଥ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କର କଷ୍ଟ ଦେଖି ଆପଣଙ୍କ ପର୍ଶନ ସହିପାରୁ ନାହାନ୍ତି । ଆପଣ ତାଙ୍କ ସହ ଖରାପ କରିଛନ୍ତି ଅତୀତରେ ତଥାପି ଆପଣ ଭାବୁଛନ୍ତି ସେ ଆପଣଙ୍କର ଭଲ ଚିନ୍ତା କରିବେ । ଯେବେ ତାଙ୍କୁ ଜରୁରତ ଥିଲା ଆପଣ ତାଙ୍କର ସାଥିରେ ନ ଥିଲେ । ଆପଣ ତାଙ୍କର ଦୁଃଖ କୁ କେବେ ବି ଅନୁଭବ କରି ନାହାନ୍ତି ।
5- ଆପଣ ଶେଷ ନମ୍ବରଟି ଚୁଜ କରିଛନ୍ତି ତେବେ ବହୁତ ସାରା ଭଲ ପାଇବା ରହିଛି ତାଙ୍କ ମନରେ । ସେ ଆପଣଙ୍କୁ ଲାଇଫ ପାର୍ଟନର ଦେଖୁଛନ୍ତି । ସେ ଆପଣଙ୍କୁ ଭଲ ପାଇବା ଦେବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ନିସ୍ଵାର୍ଥପର ଭାବେ ଭଲ ପାଉଛନ୍ତି । ଆପଣ ବହୁତ ଭଲ ମଣିଷ ଏମିତି ସେ ଭାଉଛନ୍ତି ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।