ଆପଣ ଜାଣିଛନ୍ତି କି ଉତ୍ତର ! ପ୍ରତିଦିନ କିଏ ନୂଆ ନୂଆ ଶାଢୀ ପିନ୍ଧିଥାଏ ? 15+ Interesting funny quiz

ବର୍ତ୍ତମାନର ସମୟରେ ଲୋକ ଏତେ ମାତ୍ରାରେ ନିଜର କାମକୁ ନେଇ ବ୍ୟସ୍ତ ରହୁଛନ୍ତି । ଯେ ହସିବା କଣ ସେ ଭୁଲିଯାଇଛନ୍ତି । ତେଣୁ ଆମର କିଛି ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଢଗଢମାଳୀ ମାଧ୍ୟମରେ ଆପଣଙ୍କୁ ହସାଇବାର ଏକ ପ୍ରୟାସ କରିଛୁ । ଯାହା ଦ୍ଵାରା ଆପଣଙ୍କର ମନୋରଞ୍ଜନ ହେବା ସହ ଅନେକ କିଛି ଜ୍ଞାନ ମଧ୍ୟ ଏଥିରୁ ପାଇପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ତାହା ଆଲୋଚନା କରିବା ।

1- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ । ସେ କିଏ ?

ଉତ୍ତର;- ସେ ହେଉଛି ନିଆଁ ।

2- ଗୋଟିଏ ଗାଡି ଚାରୋଟି ପାଇଲଟ । ତାହା କଣ ?

ଉତ୍ତର;- ତାହା ହେଉଛି କୋକେଇ ।

3- ଜଣେ ଲୋକ 3 ଟଙ୍କାରେ ନଡିଆ କିଣି 2 ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?

ଉତ୍ତର;- ସେ ଆଗରୁ କୋଟିପତି ଥିଲା ।

4- ଆଗ ବାପା ଜନ୍ମ ନା ପୁଅର ଜନ୍ମ ?

ଉତ୍ତର;- ପୁଅ ଜନ୍ମ ହେଲା ପରେ ବାପା ଡାକିବ ।

5- ଆଜିକାଲି ଅଧିକ ଲୋକ କଣ ମାଗଣାରେ ବେଶି ମାରୁଛନ୍ତି ?

ଉତ୍ତର;- ତାହା ହେଉଛି ମିସକଲ ।

6- ତିନି ଅକ୍ଷର ନାମ ତାହାର ଓଲଟା କିମ୍ବା ସିଧା ଲେଖିଲେ ହେବ ସମାନ ?

ଉତ୍ତର;- ତାହା ହେଉଛି କଟକ ।

7- କାହାର ଜନ୍ମଦିନ ପ୍ରତିବର୍ଷ ଆସେନାହିଁ ?

ଉତ୍ତର;- ଫେବୃଆରି 29 ଅଧିବର୍ଷର ।

8- ବଙ୍କା ବଙ୍କା ମାମୁଁ ତୁମେ ଯାଉଛ କେଣିକି, ଦାନ୍ତ କିଲ୍ଲା ଭଣଜା ପଚାରୁ କାହିଁକି । ଏହାର ମାନେ କଣ ?

ଉତ୍ତର;- ସାପ, କପାତୁଳା ।

9- ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?

ଉତ୍ତର;- ତାହା ହେଉଛି ଟୋପି ।

10-ଆପଣଙ୍କ ଦୋଷ ନଥିଲେ, ବି ଆପଣଙ୍କୁ ବାନ୍ଧି ରଖେ । ତହ କଣ ?

ଉତ୍ତର;- ତାହା ହେଉଛି ବେଲ୍ଟ ।

11- କିଏ ମନା କଲେ ମଧ୍ୟ ପିଛା ଛାଡେ ନାହିଁ । ତାହା କଣ ?

ଉତ୍ତର;- ତାହା ହେଉଛି ଆମର ଛାଇ ।

12- ଝିଅ ବୋହୁମାନେ କଣ ବର୍ଷକୁ ଥରେ କିଣନ୍ତି । କିନ୍ତୁ ବ୍ୟବହାର କରନ୍ତି ନାହିଁ ?

ଉତ୍ତର;- ତାହା ହେଉଛି ରାଖୀ ।

13- ଆକାଶରୁ ପଡିଲା ଟୋକାତିଏ, ତା’ ମୁଣ୍ଡରେ ଠୋପାଟିଏ । ତାହା କଣ ?

ଉତ୍ତର;- ତାହା ହେଉଛି ତାଳ ।

14- କବାଟ ପଡିଲେ ଦୁନିଆ ଅନ୍ଧାର କବାଟ ଖୋଲିଲେ ଦୁନିଆ ସୁନ୍ଦର ?

ଉତ୍ତର;-ଆଖି ପତା ।

15- କିଏ ପ୍ରତିଦିନ ନୂଆ ଶାଢୀ ପିନ୍ଧେ ?

ଉତ୍ତର;- ତାହା ହେଉଛି ପିଜୁଳୀ ଗଛ ।

ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଏହିଭଳି ପୋଷ୍ଟ ପଢିବା ପାଇଁ ଯୋଡି ହୋଇ ରହିଥାନ୍ତୁ । ଆମ ପେଜକୁ  ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *