ନାରୀମାନେ ତାଙ୍କ ସ୍ୱାମୀଙ୍କୁ କୁହନ୍ତି ନାହିଁ ଏହି 6 ଟି କଥା । Sadhu Bani

ବନ୍ଧୁଗଣ ଆମେ ମାନେ ଆମ ଜୀବନରେ ଏମିତି କିଛି ଗୁପ୍ତ କଥା ରହିଥାଏ ଯାହା ଅନ୍ୟ ଆଗରେ ପ୍ରକାଶ କରିବାକୁ ସଙ୍କୋଚ ବୋଧ କରିଥାଉ । ଏମିତିକି ଜୀବନ ସାଥୀଙ୍କୁ ମଧ୍ୟ ନୁହେଁ । ଏହି କଥା ଟି ଉଭୟ ପୁରୁଷ ଓ ନାରୀ ଙ୍କ ଠାରେ ପ୍ରୟୋଗ ହୋଇଥାଏ । ସ୍ତ୍ରୀ ଙ୍କ ବିଷୟରେ କହିବାକୁ ବା ତାଙ୍କର ମନ କଥା ବୁଝିବା କଷ୍ଟକର ବିଷୟ । ଏମିତି କିଛି କଥା ରହିଛି ଯାହା ନାରୀ ମାନେ କାହାକୁ କହିବାକୁ ପସନ୍ଦ କରନ୍ତିନି । ଏମିତି କି ନିଜ ସ୍ଵାମୀ ଙ୍କୁ ମଧ୍ୟ ନୁହେଁ । ଆଜି ଆମେ ଜାଣିବା ଏମିତି 6ଟି କଥା ବିଷୟରେ ଯାହା କି ସ୍ତ୍ରୀ ନିଜ ସ୍ବାମୀଙ୍କୁ କୁହନ୍ତିନି ।

1- ସ୍ତ୍ରୀ ମାନେ କେବେ ନିଜ ସ୍ଵାମୀ ଙ୍କୁ ନିଜର ଖୁସି ସମୟ ବିଷୟରେ କୁହନ୍ତି ନାହିଁ । ଖୁସି ସମୟରେ ସ୍ତ୍ରୀ ମାନେ କଣ ଅନୁଭବ କରନ୍ତି ତାହା କେବେ ବୟାନ କରନ୍ତି ନାହିଁ । ଯଦି କୁହନ୍ତି ତେବେ ମିଛ ହିଁ କହିଥାନ୍ତି ।

2- ନାରୀ ମାନେ ନିଜର ଶାରିରୀକ ସମ୍ପର୍କ କୁ ନେଇ କେବେ ବି କାହା ଆଗରେ ପ୍ରକାଶ କରନ୍ତି ନାହିଁ । ଏହା ଛଡା ନିଜର ପ୍ରଥମ ଭଲ ପାଇବାକୁ କେବେ ବି ଭୁଲି ପାରନ୍ତି ନାହିଁ । କେବେ ବି ତାଙ୍କ ସ୍ଵାମୀ ଙ୍କୁ ନାରୀ ମାନେ କହି ନ ଥାନ୍ତି ତାଙ୍କ ଅତୀତରେ ସେ କାହାକୁ ପସନ୍ଦ କରୁଥିଲେ ବା ଭଲ ପାଉଥିଲେ ।

3- ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ବଢି ଗଲେ ସାଧାରଣତଃ ସ୍ତ୍ରୀ ମାନେ ସ୍ଵାମୀ ଙ୍କ କଥାରେ ରାଜି ହୋଇ ଯାଆନ୍ତି । କିନ୍ତୁ ତାଙ୍କ ମନରେ ସେମାନେ କେବେ ବି ହାର ମାନି ନ ଥାନ୍ତି । ଆଉ ଏହି କଥା ସ୍ତ୍ରୀ ମାନେ ସ୍ଵାମୀ ଙ୍କୁ ଜଣାଇ ନ ଥାନ୍ତି । ନିଜ ମନରେ ଏହି କଥା ସ୍ତ୍ରୀ ରଖିଥାନ୍ତି । ଘରର ପରିବେଶକୁ ଭଲ ରଖିବା ପାଇଁ ସ୍ତ୍ରୀ ଚୁପ ରହିଥାନ୍ତି ।

4- ଏହା ଏପରି ଏକ କଥା ଯାହା ସ୍ତ୍ରୀ ନିଜ ସ୍ବାମୀଙ୍କୁ କହି ନ ଥାନ୍ତି । ନାରୀ ମାନେ କେବେ ବି ନିଜ ରୋଗ ବିଷୟରେ କୁହନ୍ତି ନାହିଁ । କାହିଁକି ସ୍ତ୍ରୀ କେବେ ବି ଚାହିଁବ ନାହିଁ କି ତାଙ୍କ ଶରୀରର କୌଣସି ରୋଗକୁ ନେଇ ସ୍ଵାମୀ ଚିନ୍ତାରେ ରୁହନ୍ତୁ ।

5- ସ୍ତ୍ରୀ ମାନଙ୍କ ପାଖରେ ଛୋଟ ବଡ କିଛି ସଞ୍ଚିତ ପୁଞ୍ଜି ରହିଥାଏ । ଯାହା ସେ ସ୍ଵାମୀ ଙ୍କ ଠାରୁ ସଞ୍ଚୟ କରିଥାନ୍ତି । ଆଉ ଏହି କଥା ସ୍ଵାମୀ ଙ୍କୁ ସ୍ତ୍ରୀ କେବେ ବି କୁହନ୍ତି ନାହିଁ । କିନ୍ତୁ ଯେବେ ସ୍ବାମୀଙ୍କର ଅଧିକ ଜରୁରତ ପଡେ ତେବେ ନିଜର ସଞ୍ଚିତ ଧନକୁ ଦେବାକୁ ସ୍ତ୍ରୀ ପଛାନ୍ତି ନାହିଁ ।

6- ସ୍ତ୍ରୀ ମାନେ ନିଜ ସାଙ୍ଗ ସାଥୀଙ୍କୁ ସବୁ କିଛି ସେୟାର କରିଥାନ୍ତି । କିନ୍ତୁ ସ୍ବାମୀଙ୍କୁ କୁହନ୍ତି ସେ କିଛି କାହାକୁ କହି ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *