ପ୍ରତିଦିନ ଖାଇ ନିଅ ଏହି 4 ଟି ଜିନିଷ, ଯବାନ, କେବେ ବି ବୁଢା ହେବେନି ,75 ବର୍ଷ ବୟସରେ ବି 25 ଭଳି ରହିବେ ଯବାନ

ବର୍ତ୍ତମାନର ଦୁନିଆରେ ଅଧିକାଂଶ ଲୋକ ନିଜ ଶରୀର ଉପରେ ଧ୍ୟାନ ଦେଉ ନାହାନ୍ତି, ଯାହା ଫଳରେ ୬୦ ବର୍ଷ ପରେ ସେମାନଙ୍କ ଶରୀର ଦୁର୍ବଳ ହୋଇଯାଉଛି । ସେମାନେ ବୃଦ୍ଧତା ଅନୁଭବ କରୁଛନ୍ତି । ସେଥି ପାଇଁ ଆଜି ଆମେ ଆପଣ ମାନଙ୍କୁ ଏପରି ୪ ଟି ଜିନିଷ ବିଷୟରେ କହିବୁ, ଯାହାକୁ ସବୁଦିନ ସେବନ କରିଲେ ୭୫ ବର୍ଷ ବୟସରେ ମଧ୍ୟ ଆପଣଙ୍କୁ ୨୫ ବର୍ଷର ଶକ୍ତି ମିଳିବ ।

ଆପଣ ଊର୍ଜାରେ ପରିପୂର୍ଣ୍ଣ ରହିବେ । ଆପଣ ସବୁବେଳେ ସୁସ୍ଥ ଓ ନିରୋଗୀ ରହିବେ । ଏହି ୪ ଟି ଜିନିଷ ସେବନ କରିଲେ ଆପଣ କେବେ ବି ବୁଢା ହେବେ ନାହିଁ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ୪ ଜିନିଷ କଣ କଣ ।

୧. କିସମିସ

କିସମିସ ଆପଣଙ୍କ ଶରୀରରେ ରକ୍ତର ଅଭାବକୁ ପୂର୍ଣ୍ଣ କରିଥାଏ । କିସମିର ସେବନରେ ଓଜନ କମିଥାଏ । ଏହାର ସେବନରେ ଶରୀରକୁ କ୍ୟାଲସିୟମ ମିଳିଥାଏ । ଆଣ୍ଠୁ ଗଣ୍ଠି ବ୍ୟଥା ଓ ଦୁର୍ବଳତାକୁ କିସମିସ କମାଇଥାଏ । କିସମିସ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ସେବନ ବିଷୟରେ । ବନ୍ଧୁଗଣ ଆପଣ ରାତିରେ ଶୋଇବା ପୂର୍ବରୁ ୬ ରୁ ୭ ଟି କିସମିସ ନେଇ ଏକ ଗ୍ଳାସ ପାଣିରେ ଭିଜେଇ ରଖି ଦିଅନ୍ତୁ । ସକାଳେ ଉଠିବା ପରେ ଖାଲି ପେଟରେ ଆପଣ ସେହି ପାଣିକୁ ପିଅନ୍ତୁ ଓ କିସମିସକୁ ଚୋବାଇ ଖାଇ ଦିଅନ୍ତୁ ।

୨. କଳା ଜୀରା


କଳା ଜୀରାର ଫାଇଦା ବିଷୟରେ ଆପଣ ମାନେ ଜାଣିଥିବେ । ସମସ୍ତ ପ୍ରକାର ରୋଗର ଚିକିତ୍ସା ଏହି କଳା ଜୀରା ଦ୍ଵାରା ହୋଇପାରିବ । ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରରେ ଥିବା ସମସ୍ତ ରୋଗ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହାର ସେବନ ବିଷୟରେ । ରାତିରେ ଶୋଇବା ପୂର୍ବରୁ ଆପଣ ଏକ ଚାମଚ କଳା ଜୀରାକୁ ପାଣିରେ ଭିଜେଇ ଦିଅନ୍ତୁ, ସକାଳେ ଉଠିବା ପରେ ଆପଣ ଏହି ପାଣି ସହ କଳା ଜୀରାର ସେବନ କରନ୍ତୁ ।

୩. ମଖନା


ମଖନା ପେଟ ସମସ୍ୟା ରୋଗରୁ ଆରମ୍ଭ କରି ବିଭିନ୍ନ ବଡ ବଡ ରୋଗ ପାଇଁ ବ୍ୟବହାର କରାଯାଇଥାଏ । ଏହା ଆମ ଶରୀରର ଓଜନ କୁ କମାଇଥାଏ ଓ ଆମକୁ ସୁସ୍ଥ ରଖିଥାଏ । ଆପଣ ଦିନର ଯେକୌଣସି ସମୟରେ ଏକ ମୁଠା ମଖନେ ନେଇ ଚୋବାଇ ଚୋବାଇ ଖାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବହୁତ ଊର୍ଜା ମିଳିବା ସହ ଆପଣଙ୍କ ଶରୀରରେ ଥିବା ସମସ୍ତ ରୋଗ ଦୂର ହୋଇଯିବ ।

୪. ଆଲସୀ(ରାଶି ଜାତୀୟ)

ଯେଉଁ ଲୋକ ନିରାମିଷ ହୋଇଥାନ୍ତି ସେମାନଙ୍କୁ ଆଲସୀର ସେବନ କରିବା ଅତ୍ୟନ୍ତ ଆବଶ୍ୟକ । ଏଥିରେ ବହୁତ କ୍ୟାଲସିୟମ ରହିଛି, ଯାହା ଆପଣଙ୍କ ଶରୀରକୁ ଶକ୍ତି ଦେଇଥାଏ । ତେଣୁ ସବୁଦିନ ଆଲସୀର ସେବନ କରିବା ଉଚିତ । ରାତିରେ ଶୋଇବା ପୂର୍ବରୁ ଆପଣ ଏକ ଚାମଚ ଆଲସୀକୁ ପାଣିରେ ଭିଜେଇ ଦିଅନ୍ତୁ । ସକାଳେ ଉଠିବା ପରେ ଆପଣ ଏହି ଆଲସୀର ପାଣିକୁ ପିଅନ୍ତୁ ଓ ଆଲସୀକୁ ଚୋବାଇ ଚୋବାଇ ସେବନ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥାଏ ତେବେ ଏହାକୁ ଲାଇକ କରିବେ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରିବେ । ଏମିତି ହିଁ ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *