ଘରକୁ ଦରିଦ୍ରତା ଆସିବାର ୧୦ ଟି କାରଣ, ଚେକ କରନ୍ତୁ ଆପଣଙ୍କ ଘରେ ହେଉ ନାହିଁ ତ ଏହି କାମ?

ଆମ୍ଭେ ମାନେ ଆମ ଜୀବନରେ ଏମିତି କିଛି ଭୁଲ କରିଥାଉ, ଯାହା ଫଳରେ ଆମ ଘରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଥାଏ । ଆମେ ଏହି ସବୁ ଭୁଲ ବା କାରଣ ବିଷୟରେ ଜାଣି ନଥାଉ । ହେଲେ ଏହି ଭୁଲ ଆମେ ବାରମ୍ବାର କରିଥାଉ । ଏହି ଭୁଲ ପାଇଁ ଆମେ ଦରିଦ୍ରତା ଭୋଗ କରିଥାଉ ।ଆଜି ଆମେ ଆପଣଙ୍କୁ ଏହି ୧୦ ଟି ମୁଖ୍ୟ ଭୁଲ ବିଷୟରେ କହିବୁ । ଯଦି ଆପଣ କେବେ ନିଜ ଜୀବନରେ ଏହି ଭୁଲ କରିଥିବେ ତା ହେଲେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ଓ ଏହି ଭୁଲକୁ କେବେ ବି ନିଜ ଜୀବନରେ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସବୁ କାରଣ ବିଷୟରେ ।

୧. ଅଧିକାଂଶ ଲୋକ ପିଇବା ପାଇଁ ପାଣି ଏକ ଗ୍ଳାସରେ ବା ବୋତଲରେ ନେଇଥାନ୍ତି, ପାଣିକୁ ଅଧା ପିଇବା ପରେ ଖୋଲା ଛାଡି ଦିଅନ୍ତି । ଧର୍ମ ଶାସ୍ତ୍ର ଅନୁସାରେ ଏହା ଦରିଦ୍ରତାର କାରଣ ହୋଇଥାଏ । ତେଣୁ ଭୁଲ ସେ ମଧ୍ୟ ଏହି ପରିକା କାମ କରନ୍ତୁ ନାହିଁ । ଯେବେ ବି ଆପଣ ପାଣି ପିଉଛନ୍ତି ପିଇବା ପରେ ବୋତଲ ହେଉ ବା ଗ୍ଳାସ ତାହାକୁ ଢାଙ୍କୁଣୀରେ ଘୋଡାଇ ଦିଅନ୍ତୁ ।

୨. ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଗଛ ତଳେ ପରିସ୍ରା କରନ୍ତି । ଧର୍ମ ଶାସ୍ତ୍ର ଅନୁସାରେ ଏହା ଦରିଦ୍ରତାର ଦ୍ଵିତୀୟ କାରଣ ହୋଇଥାଏ । ତେଣୁ ଭୁଲ ସେ ମଧ୍ୟ କୌଣସି ଗଛ ତଳେ ପରିସ୍ରା କରନ୍ତୁ ନାହିଁ । ପରିସ୍ରା କରିବା ଦ୍ଵାରା ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

୩. ବହୁତ ଲୋକ ଭଙ୍ଗା ପାନିଆର ବ୍ୟବହାର କରିଥାନ୍ତି । ହେଲେ ସେମାନେ ଜାଣି ନାହାନ୍ତି ଏହା ଦ୍ଵାରା ସେମାନଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । କାରଣ ଦରିଦ୍ରତା ଆସିବାରେ ଏହା ହେଉଛି ତୃତୀୟ କାରଣ । ତେଣୁ ଭଙ୍ଗା ପାନିଆକୁ ବ୍ୟବହାର ନକରି ଘର ବାହାରେ ଫିଙ୍ଗନ୍ତୁ ।

୪. ବହୁତ ଲୋକ ନିଜ ଘରକୁ ଅପରିଷ୍କାର କରି ରଖିଥାନ୍ତି । ଏହା ଦ୍ଵାରା ମା ଲକ୍ଷ୍ମୀ ଘର ଛାଡି ଚାଲିଯାନ୍ତି । ଏହି କାରଣ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ସବୁବେଳେ ଘରକୁ ସଫା ରଖନ୍ତୁ ।

୫. ବହୁତ ଲୋକ ନିଜ ବାମ ଗୋଡ ଦ୍ଵାରା ପ୍ୟାଣ୍ଟ ପିନ୍ଧିଥାନ୍ତି । ହେଲେ ସେମାନେ ଜାଣି ନାହାନ୍ତି ଏହି ଛୋଟ ଛୋଟ ଭୁଲ ଦ୍ଵାରା ସେମାନଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ଏହି ସବୁ ବୁଲକୁ ସୁଧାରନ୍ତୁ ।

୬. ବହୁତ ଲୋକ ରୁଟିକୁ ଟାଣି ଟାଣି ଖାଇଥାନ୍ତି, ଏହା ସଇତାନ ବୁଦ୍ଧି ହୋଇଥାଏ । ଏହି ଭୁଲ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ରୁଟିକୁ ସବୁବେଳେ ସମ୍ମାନ ଦିଅନ୍ତୁ ।

୭. ବହୁତ ଲୋକ ନିଜ ଦାନ୍ତ ଦ୍ଵାରା ନଖ ଛିଣ୍ଡାନ୍ତି । ଏହା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ । ଅଧିକାଂଶ ଲୋକ ଏହି ଭୁଲ କରନ୍ତି । ତେଣୁ ଭୁଲ ସେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

୮. ବହୁତ ଲୋକ ସୂର୍ଯ୍ୟ ଉଦୟ ହେବା ପରେ ଉଠିଥାନ୍ତି । ଏଥିପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆପଣ ଉଠିଯାନ୍ତୁ ।

୯. ଯେବେ ବି ଆପଣ କାହାର ଜୋତା ବା ଚପଲ ଓଲଟା ଦେଖିବେ, ତା ହେଲେ ତୁରନ୍ତ ଚପଲକୁ ସିଧା କରି ରଖିଦେବେ । ଏହି ଭୁଲ ଅଧିକାଂଶ ପରିବାର ଲୋକ କରିଥାନ୍ତି । ତେଣୁ ଏହି ସବୁ ଭୁଲ କରିବାରୁ ବଞ୍ଚନ୍ତୁ ।

୧୦. ଘରେ ଆସିଥିବା ଅତିଥିଙ୍କୁ ଅପମାନ ଭୁଲ ସେ ବି କରିବେ ନାହିଁ । ଅତିଥିଙ୍କୁ ଭଗବାନଙ୍କ ସହ ତୁଳନା କରାଯାଇଛି । ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *