କୌଣସି ଅପ୍ସରା ଠାରୁ କମ ନୁହଁନ୍ତି Bollywood ଅଭିନେତ୍ରୀ Divya Bharti ଙ୍କ ଭଉଣୀ, ଦେଖିବା ମାତ୍ରେ ଦିବାନା ହେଇଯିବେ

ବଲିଉଡରେ ଆଜିକାଲି  ବହୁତ ନୂଆ ଚେହେରା ଦେଖିବାକୁ ମିଳିଥାଏ । ବଲିଉଡ ଫିଲ୍ମରେ ଆଭିନେତ୍ରୀ ମାନେ ବହୁତ ପ୍ରକାରର ରୋଲ କରୁଛନ୍ତି । କେବେ ସେମାନର ହିରୋଇନ ର ଲୋଲ କରନ୍ତି ତ କେବେ  ଘରର ବୋହୁ ତ ପୁଣି କେବେ ସେ କାହାର ଝିଅ ହୋଇଥାନ୍ତି । ସେମାନେ ଏହି ସବୁ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । କିଛି ହିରୋଇନ ମାନେ ମଡେଲରୁ ଆସି ମଧ୍ୟ ହିନ୍ଦୀ ଫିଲ୍ମରେ ବହୁତ କୋକ ପ୍ରିୟତା ହାସଲ କରିଛନ୍ତି । ଆସନ୍ତୁ ଆଜି ଆମେ ଜାଣିବା ଦିବ୍ୟା ଭାରତୀ ଭଉଣୀଙ୍କ ବିଷୟରେ ।

ଏମିତି କିଛି ଚେହେରା ଅଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସେହିଭଳି ଏକ ନୂଆ ଚେହେରା ସାମ୍ନାକୁ ଆସିଛି । ସେହି ନୂଆ ଚେହେରା ୯୦ ଦଶକର ବହୁତ ନାମକରା ହିରୋଇନ ଓ ବହୁତ ସୁନ୍ଦରୀ ହିରୋଇନ ଦିବ୍ୟା ଭାରତୀଙ୍କ ଭଉଣୀ ଅଟନ୍ତି ।

ତାଙ୍କର ନାମ କାଇନାତ ଆରୋଡା ଅଟେ । ଏହି କଥା ବହୁତ କମ ଲୋକଙ୍କୁ ଜଣା କି ଦିବ୍ୟା ଭାରତୀଙ୍କ ଭଉଣୀ ହେଉଛନ୍ତି କାଇନାତ ଆରୋଡା । କାଇନାତ ଅରୋଡା ଜଣେ ମଡେଲ ସହିତ ହିନ୍ଦୀ ଫିଲ୍ମର ହିରୋଇନ ମଧ୍ୟ । ସେ ବହୁତ ହିନ୍ଦୀ  ଫିଲ୍ମରେ କାମ କରିଛନ୍ତି ।

କାଇନାତ ଅରୋଡାଙ୍କ ଜନ୍ମ ୧୯୮୬ ମସିହା ଡିସେମ୍ବର ୨ ତାରିଖ ଉତ୍ତରାଖଣ୍ଡ ରେ ହୋଇଥିଲା । ସେ ଏକ ପଞ୍ଝାବି ପରିବାର ର ଅଟନ୍ତି । କାଇନାତ ଅରୋଡା ଦିଵ୍ୟା ଭାରତୀଙ୍କ ମାଉସୀ ଝିଅ ଅଟନ୍ତି । ସେ ତାଙ୍କର କ୍ୟାରିୟର ଆରମ୍ଭ ମଡେଲିଙ୍ଗ ରୁ ଆରମ୍ଭ କରିଥିଲେ । ସେ ମଡେଲିଙ୍ଗ ରୁ ବଲିଉଡ଼କୁ ଆସିଥିଲେ । ସେ ବଲିଉଡରେ ଚାରୂଲ ଆରୋଡା ନାମରେ ମଧ୍ୟ ବେଶ ପରିଚିତ । ସେ ତାଙ୍କର କ୍ୟାରିୟର ଫିଲ୍ମ ଖଟ୍ଟା ମିଠାରୁ ଆରମ୍ଭ କରିଥିଲେ । ଏହା ପରେ ସେ ବହୁତ ଫିଲ୍ମରେ କାମ କରି ସାରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *