ପ୍ରତିଦିନ ସାଇକେଲ ଚଳାଇବା ଦ୍ଵାରା କେଉଁ ବେମାରୀ ହେବାର ସମ୍ଭାବନା ରହିନଥାଏ ? 15+ Interesting GK Question with Answer

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ବହୁ ମାତ୍ରାରେ ସାହାଜ୍ଯ କରିଥାଏ ।

1- କେଉଁ ଜୀବର ଚମଡାରୁ 40 ପ୍ରକାର ଔଷଧ ପ୍ରସ୍ତୁତ କରାଯାଇଥାଏ ?

ଉତ୍ତର;- ବିଛାର ଚମଡାରୁ 40 ପ୍ରକାର ଔଷଧ ପ୍ରସ୍ତୁତ କରାଯାଇଥାଏ ।

2-କମଳାର ର ରାଜଧାନୀ ନାମରେ କେଉଁ ସହର ପ୍ରସିଦ୍ଧ ଅଟେ ?

ଉତ୍ତର;- କମଳାର ରାଜଧାନୀ ନାମରେ ନାଗପୁର ସହର ପ୍ରସିଦ୍ଧ ଅଟେ ।

3-ଗୋଟେ ଚେହେରାର ଦୁନିଆରେ କେତେ ପ୍ରକାରର ଲୋକ ରହିଥାନ୍ତି ?

ଉତ୍ତର;- ଗୋଟେ ଚେହେରାର ଦୁନିଆରେ 7 ଜଣ ଲୋକ ରହିଥାନ୍ତି ।

4-କେଉଁ ଫଳ ଗୋଟିଏ ଦିନରେ ପାଚିଯାଇଥାଏ ?

ଉତ୍ତର;- ବିଲାତି ଗୋଟିଏ ଦିନରେ ପାଚିଯାଇଥାଏ ।

5-କେଉଁ ଗଛର କାଠକୁ କେବେ ଜଳା ଯାଇନଥାଏ ?

ଉତ୍ତର;- କଦଳୀ ଗଛର କାଠକୁ କେବେ ଜଳା ଯାଇନଥାଏ ।

6-କମ୍ପୁଟରର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର;- କମ୍ପୁଟରର ଆବିଷ୍କାର ଇଂଲଣ୍ଡରେ ହୋଇଥିଲା ।

7-ଦାଣ୍ଡିଆ କେଉଁ ରାଜ୍ୟର ଲୋକନୃତ୍ୟ ଅଟେ ?

ଉତ୍ତର;- ଦାଣ୍ଡିଆ ଗୁଜୁରାଟର ଲୋକନୃତ୍ୟ ଅଟେ ।

8-ଓଟ ବିନା ପାଣି ପିଇ କେତେ ଦିନ ବଞ୍ଚି ପାରିବ ?

ଉତ୍ତର;- ଓଟ ବିନା ପାଣି ପିଇ 7 ମାସ ବଞ୍ଚି ପାରିବ ।

9-କେଉଁ ଦେଶରେ ରବିବାରକୁ ଛୁଟି ଦିଆଯାଇନଥାଏ ?

ଉତ୍ତର;- ୟମନ ଦେଶରେ ରବିବାରକୁ ଛୁଟି ହୋଇନଥାଏ ।

10-କେଉଁ ଜୀବ ଜନ୍ମ ହେବା ପରେ 2 ମାସ ପର୍ଯ୍ୟନ୍ତ ଶୋଇ ରହିଥାଏ ?

ଉତ୍ତର;- ଭାଲୁ ଜନ୍ମ ହେବା ପରେ 2 ମାସ ପର୍ଯ୍ୟନ୍ତ ଶୋଇକି ରହିଥାଏ ।

11-କେଉଁ ଦେଶରେ କୁରୁକୁରୀ ଉପରେ ବ୍ୟାନ ଲଗାଯାଇଛି ?

ଉତ୍ତର;- ଇଟାଲୀ ଦେଶରେ କୁରୁକୁରୀ ଉପରେ ବ୍ଯାନ ଲଗାଯାଇଛି ।

12-କମଳା ଖାଇବା ଦ୍ଵାରା କେଉଁ ବେମାରୀ କମ୍ ହୋଇଯାଇଥାଏ ?

ଉତ୍ତର;- କମଳା ଖାଇବା ଦ୍ଵାରା ମୋଟାପଣ କମିଯାଇଥାଏ ।

13-ସବୁଠାରୁ ଅଧିକ ପାଣି କେଉଁ ଜୀବର କ୍ଷୀରରେ ରହିଥାଏ ?

ଉତ୍ତର;- ସବୁଠାରୁ ଅଧିକ ପାଣି ହାତୀର କ୍ଷୀରରେ ରହିଥାଏ ।

14-ସେଓର ସବୁଠାରୁ ଅଧିକ ଉତ୍ପାଦନ କେଉଁ ରାଜ୍ୟରେ କରାଯାଇଥାଏ ?

ଉତ୍ତର;- ଜାମ୍ମୁ କାଶ୍ମୀର ଠାରେ ସବୁଠାରୁ ଅଧିକ ସେଓ ଉତ୍ପାଦନ କରାଯାଇଥାଏ ।

15-ସାଇକେଲ ଚଳାଇବା ଦ୍ଵାରା କେଉଁ ବେମାରୀ ଠିକ ହୋଇଥାଏ ?

ଉତ୍ତର;- ସାଇକେଲ ଚଳାଇବା ଦ୍ଵାରା ହୃଦୟ ଜନିତ ବେମାରୀ ଠିକ ହୋଇଯାଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *