ଏମିତି କେଉଁ ପରିବା ଅଛି ଯେଉଁଥିରେ ଭାଷା, ଜିଲ୍ଲା ଓ ଦେଶ 3ଟିର ନାମ ଆସିଥାଏ ? Interesting 20+ GK question with answer

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।  ଯାହା ଆପଣଙ୍କର ଦୈନଦିନ କାର୍ଯ୍ୟରେ ମଧ୍ୟ ଆବଶ୍ୟକତା ସମୟରେ ଲାଗିପାରେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଏମିତି କିଏ ସେ ଯାହା ସବୁବେଳେ ବାଜିବା ପାଇଁ ତିଆରି ହୋଇଛି ?

ଉତ୍ତର- ବାଜା ।

2- ଏମିତି କଣ ଅଛି ଯାହା ସବୁବେଳେ ଆସିଥାଏ କିନ୍ତୁ ପହଞ୍ଚେ ନାହିଁ ?

ଉତ୍ତର- ଆସନ୍ତା କାଲି ।

3- ଅରୁଣ ଟିନା ଙ୍କ ବାପା ତେବେ ଅରୁଣ ଟିନା ଙ୍କ ବାପଙ୍କର କଣ ହେବେ ?

ଉତ୍ତର- ନାମ ଅଟେ ।

4- ଏମିତି କେଉଁ ଜିନିଷ ଅଛି ଯିଏ ସମୁଦ୍ରରେ ଜନ୍ମ ହୁଏ କିନ୍ତୁ ଆପଣଙ୍କ ଘରେ ରୁହେ ?

ଉତ୍ତର- ଲୁଣ ।

5- ଏମିତି କିଏ ସେ ଯିଏ ଉପର ତଳ ହୋଇଥାଏ କିନ୍ତୁ କେବେ ହଲେ ନାହିଁ ?

ଉତ୍ତର- ତାପମାତ୍ରା ।

6- ଉତ୍ତର କଣ ଅଟେ ?

ଉତ୍ତର- ଉତ୍ତର ଏକ ଦିଗ ଅଟେ ।

7- କେଉଁ ପ୍ରଶ୍ନର ଉତ୍ତର ସବୁବେଳେ ପରିବର୍ତ୍ତନ ହୋଇଥାଏ ?

ଉତ୍ତର- ଟାଇମ କେତେ ହେଲା ।

8- ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଟାଣିଲେ ତାହା ଆପେ ଆପେ ଛୋଟ ହୋଇଯାଏ ?

ଉତ୍ତର- ସିଗାରେଟ ।

9- ଜଣେ ବ୍ୟକ୍ତି ନ ସୋଇ 30 ଦିନ କେମିତି ବଞ୍ଚିପାରିବ ?

ଉତ୍ତର- ରାତିରେ ସୋଇକି ।

10- ସୁନାର ସେହି ଜିନିଷର ନାମ କୁହ ଯାହା ସୁନା ଦୋକାନରେ ମିଳେ ନାହିଁ ?

ଉତ୍ତର- ତକିଆ ଓ ଚାଦର ।

11- ଏମିତି କଣ ଯାହା ବାହାରେ ଫ୍ରୀ ରେ ମିଳିଥାଏ କିନ୍ତୁ ମେଡିକାଲ ରେ ପଇସାରେ ମିଳିଥାଏ ?

ଉତ୍ତର- ହସପିଟାଲ ।

12- ଏମିତି ଜିନିଷର ନାଁ କୁହ ଯାହା ତୁମର ହୋଇଥିବ କିନ୍ତୁ ଅନ୍ୟ ମାନେ ବ୍ୟବହାର କରିଥାନ୍ତି ?

ଉତ୍ତର- ତୁମ ନାମ ।

13- ମିସାଇଲ ମ୍ୟାନ ନାମରେ କାହାକୁ ଜଣା ଯାଇଥାଏ ?

ଉତ୍ତର- ଅବଦୁଲ କଲାମ ।

14- ବିଶ୍ଵ ପ୍ରସିଦ୍ଧ ଚାରମିନାର କେଉଁଠି ଅଛି ?

ଉତ୍ତର- ହାଇଦ୍ରାବାଦ ।

15- ସବୁଠୁ କଠିନ ଓ ମଜବୁତ ପଦାର୍ଥର ନାମ କଣ ?

ଉତ୍ତର- ହୀରା ।

16- କେଉଁ ପଶୁ ର କ୍ଷୀର ରେ ଦହି ବସିପାରିବ ନାହିଁ ?

ଉତ୍ତର- ଓଟ ।

17- ବିଶ୍ବରେ ସବୁଠୁ ଅଧିକ ବିଜୁଳି କେଉଁଠି ପଡିଥାଏ ?

ଉତ୍ତର- ଆଫ୍ରିକା ।

18- ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଭାରତର କେଉଁ ରାଜ୍ୟରେ ହୋଇଥିଲା ?

ଉତ୍ତର- ଗୁଜୁରାଟ ।

19- ଶାନ୍ତିର ପ୍ରତୀକ କାହାକୁ ମାନା ଯାଇଥାଏ ?

ଉତ୍ତର- ପାରା ।

20- ଏମିତି କେଉଁ ପରିବା ଅଛି ଯେଉଁଥିରେ ଭାଷା, ଜିଲ୍ଲା ଓ ଦେଶ 3ଟିର ନାମ ଆସିଥାଏ ?

ଉତ୍ତର- ଭେଣ୍ଡି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *