ପ୍ରତିଦିନ କରନ୍ତୁ ଏହି ୭ ଟି କାମ, ହେଇଯିବେ କୋଟିପତି- Chanakya Niti

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କି ଆପଣ କିପରି ନିଜ ଜୀବନରେ ସଫଳତା ହାସଲ କରିପାରିବେ । ଆଜ୍ଞା ହିଁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଏମିତି କଥା ଜଣାଇବାକୁ ଯାଉଛୁ , ଯାହା ସାହାଯ୍ୟରେ ଆପଣ ସତ୍ ପ୍ରତିଶତ ସଫଳତା ହାସଲ କରିପାରିବେ । ବନ୍ଧୁଗଣ ବାସ୍ତୁ ବିଜ୍ଞାନ ରେ ଆମ ପୂର୍ବଜ ମାନେ ନିଜର ଦିବ୍ୟ ଜ୍ଞାନ ଦ୍ଵାରା ଏମିତି ଅନେକ ତଥ୍ୟ ଗୁଡ଼ିକୁ ଆଣିଛନ୍ତି , ଯାହାକି ସବୁ ଭୂବନର ବାସିନ୍ଦାଙ୍କୁ ଶାନ୍ତି ପୂର୍ବକ ରହିବାରେ ସାହାଯ୍ୟ କରିଥାଏ ।

ଏହି ସବୁ ତଥ୍ୟରେ କାହିଁକି ଏବଂ କିପରି ପ୍ରଶ୍ନ ମଧ୍ୟ ଉଠି ନଥାଏ ,ବନ୍ଧୁଗଣ କାହିଁକି ନା ପ୍ରୟୋଗ କର୍ତ୍ତା ଙ୍କୁ ହୋଇଥିବା ପ୍ରତ୍ୟେକ୍ଷ ଲାଭ ହିଁ ଏହାର ପ୍ରମାଣ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସରଳ , ପ୍ରଭାବିତ ଏବଂ ସାର୍ଥକ କାମ , ଯାହାକୁ ଆପଣେଇ ଆପଣମାନେ ସୁଖି , ସ୍ଵସ୍ଥ , ସମୃଦ୍ଧ ଏବଂ ସଫଳତା ହାସଲ କରିପାରିବେ ।

ତେବେ ପ୍ରଥମ କଥା ଟି ହେଉଛି , ବନ୍ଧୁଗଣ ଘରେ ସଦା ସର୍ବଦା ଭଗବାନଙ୍କର ପୂଜା ଅର୍ଚ୍ଚନା କରିବା ଉଚିତ୍ । ପୂଜା କରୁଥିବା ଲୋକ ସଦା ପୂର୍ବାଭିମୁଖୀ କିମ୍ବା ଉତ୍ତରାଭିମୁଖି ହୋଇ ପୂଜା କରିବା ଉଚିତ୍ ।

ଗୃହରେ ଘିଅ ର ଦୀପ ଲଗାଇବା ଅତ୍ୟନ୍ତ ଆବଶ୍ୟକ । ଗୃହର ପ୍ରତ୍ୟେକ କୋଣ ରେ ଦୀପର ଆଲୋକ ପଡ଼ିବା ଆବଶ୍ୟକ , ଗୃହକୁ ଦିନରେ ମଧ୍ୟ ଆଲୋକିତ ରଖିବାକୁ ଚେଷ୍ଟା କରନ୍ତୁ ।

ବନ୍ଧୁଗଣ ଏହା କୁହାଯାଏ ପ୍ରତ୍ୟେକ ଘରେ ସବୁ ଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ଗାଈ ଗୋବର ରେ ନିର୍ମିତ ଏକ ଛୋଟ ଘସି କୁ ଜଳାଇ ତା ଉପରେ ଗୋଟେ ଚାଉଳ ଏବଂ ସ୍ୱଳ୍ପ ଘିଅ ପକାଇ ତାକୁ ଜାଳିବା ଉଚିତ୍ । ଏହାର ପ୍ରୟୋଗ ଦ୍ଵାରା ଘରେ ଥିବା ନକାରାତ୍ମକ ଶକ୍ତି ର ନାଶ ହୋଇଥାଏ ଓ ଘରକୁ ସକାରାତ୍ମକ ଉର୍ଜା ମିଳିଥାଏ , ଘରର ଉନ୍ନତି ହୋଇଥାଏ ଏବଂ ଘରର ପ୍ରତ୍ୟେକ ବ୍ୟକ୍ତି ସଫଳତାର ସିଡ଼ିରେ ଉପରକୁ ଉଠି ଥାନ୍ତି ।

ବନ୍ଧୁଗଣ ଏହା କୁହାଯାଏ ଯେ, ପ୍ରତ୍ୟେକ ଗୃହରେ ତୁଳସୀ ଗଛ , ସୀତା ଅଶୋକ ଗଛ , ଅଁଳା , ନିର୍ଗୁଣ୍ଡି ଇତ୍ୟାଦି ମଧ୍ୟରୁ କମ୍ ରୁ କମ୍ ଦୁଇଟି ଗଛ ରଖିବା ନିହାତି ଆବଶ୍ୟକ ହୋଇଥାଏ , ଏହା ଗୃହକୁ ସୁଖ ଏବଂ ସମୃଦ୍ଧି ଆଣିଥାଏ ।ବନ୍ଧୁଗଣ ଆପଣ ମାନେ ଆପଣ ମାନଙ୍କର ଗୃହରେ କେବେ ହେଲେ ମଧ୍ୟ କୌଣସି କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ । ଏହା ଆପଣଙ୍କ ଘରେ କଳହ ଏବଂ ଅଶାନ୍ତି ସୃଷ୍ଟି କରିଥାଏ ।

 

ବନ୍ଧୁଗଣ ଏହା କୁହାଯାଇଥାଏ ଗୃହରେ ଭୋଜନ ବନାଉଥିବା ମହିଳା ପ୍ରତ୍ୟେକ ଦିନ ଭୋଜନ ରାନ୍ଧିବା ପରେ ସବୁ ଥିରୁ ଅଳ୍ପ ଅଳ୍ପ ଭୋଜନ କାଢି ଏକ ଅଲଗା ପାତ୍ର ରେ ରଖି , ହାତ ଯୋଡ଼ି ବାସ୍ତୁଦେବଙ୍କ ଚରଣରେ ଅର୍ପଣ କରିବା ପରେ ଗୃହର ଅନ୍ୟ ସଦସ୍ୟ ମାନେ ଭୋଜନ ଗ୍ରହଣ ଉଚିତ୍ । ଏହା କରିବା ଦ୍ଵାରା ବାସ୍ତୁ ଦେବତା ସେହି ଗୃହରେ ସର୍ବଦା ପ୍ରସନ୍ନ ରହିଥାନ୍ତି । ଏହା ପରେ ପାତ୍ର ରେ କଢ଼ା ଯାଇଥିବା ଖାଦ୍ୟକୁ ଗୋମାତା ଙ୍କୁ ଖୁଆଇଦେବେ ଏହା ଦ୍ଵାରା ଗୃହରେ କେବେ ହେଲେ ମଧ୍ୟ ଅଭାବ ହୋଇନଥାଏ ।

ବନ୍ଧୁଗଣ ଏହା କୁହାଯାଇଥାଏ ଗୃହରେ ଭଙ୍ଗା ଯନ୍ତ୍ରପାତି ରଖିବା ଉଚିତ୍ ନୁହେଁ । ବନ୍ଧୁଗଣ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଗୃହରେ ଥିବା ଭଙ୍ଗା ଯନ୍ତ୍ରପାତି କିମ୍ବା ଭଙ୍ଗା ଜିନିଷ ଆଦିକୁ ଗୃହରୁ ବାହାରକୁ କାଢ଼ି ଦେବା ଉଚିତ୍ । ଏହି ସବୁ ଭଙ୍ଗା ବସ୍ତୁ ଗୃହରେ ରହିବା ଦ୍ଵାରା , ଧନ ହାନୀ , ମାନସିକ ଚାପ ଏବଂ ଅସନ୍ତୋଷ ପ୍ରକାଶ ପାଇଥାଏ । ତେଣୁ ବନ୍ଧୁଗଣ ଭଙ୍ଗା ଜିନିଷକୁ ଆଦୌ ଗୃହରେ ରଖନ୍ତୁ ନାହିଁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *