ମାଆ କାଳୀଙ୍କର ଅଂଶ ହୋଇଥାନ୍ତି ଏହି ୪ ଟି ନାମର ଲୋକ, ଏମାନଙ୍କ ସହିତ ଶତୃତା ପଡିବ ଭାରି- Jyotish Shastra

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଶାସ୍ତ୍ର ରେ ଅନେକ ପ୍ରକାରର ତଥ୍ୟ ରହିଥାଏ।ସେହି ତଥ୍ୟ ରୁ ଆମେ ଅନେକ କଥା ଜାଣିବାକୁ ପାଇ ଥାଉ।ଶାସ୍ତ୍ର ରେ ବିଭିନ୍ନ ପ୍ରକାର କଥା ଲେଖା ଯାଇଥାଏ।ଏହା ମଧ୍ୟରୁ କିଛି ସତ ହୋଇଥାଏ।ଯାହାକୁ ଆମେ ମାନେ ବହୁତ ବିଶ୍ୱାସ କରିଥାଉ ଓ ପ୍ରମାଣ ମଧ୍ୟ ପାଇଥାଉ।ଅନ୍ୟ କେତେକ କଥା କୁ ଆମେ ବିଶ୍ୱାସ କରି ନ ଠହ କାରଣ ସେ ବିଷୟରେ ଆମେ ବେସି କିଛି ଜାଣି ନ ଥାଉ।ଆମ ଜୀବନରେ ଆମ ନାଁ ର ବହୁତ ଗୁରୁତ୍ୱ ରହିଛି।ଜଣେ ମନୁଷ୍ୟ ନିଜ ନାମ ରୁ ହିଁ ନିଜର ସ୍ଵଭାଵ ବିଷୟରେ ଜାଣି ପାରିଥାଏ।

କେବଳ ସେତିକି ନୁହେଁ।ଜଣେ ମନୁଷ୍ୟ ନିଜ ନାମ ରୁ ତା ମଧ୍ୟରେ କେଉଁ ଶକ୍ତି ଅଛି ତାହା ମଧ୍ୟ ଜାଣିଥାଇ ପାରେ।ମନୁଷ୍ୟ ର ନାମ ତା ସମ୍ପର୍କରେ ଅନେକ କିଛି କହି ଥାଇ ପାରେ ବୋଲି ଶାସ୍ତ୍ର ରେ ଲେଖା ହୋଇଛି।ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ବ୍ୟକ୍ତି ହୋଇଥାନ୍ତି ଯାହାଙ୍କ ଶରୀର କୌଣସି ଦେବା ଦେବୀ ଙ୍କ ଶରୀର ର ଅଂଶ ହୋଇଥାଏ।ଦେବା ଦେବୀ ଙ୍କ ଶରୀର ର ଅଂଶ ହେଇଥିବାରୁ ତାଙ୍କ ମଧ୍ୟରେ ଅନେକ ପ୍ରକାର ଶକ୍ତି ମଧ୍ୟ ଦେଖିବାକୁ ମିଳିଥାଏ।ବନ୍ଧୁଗଣ ନବ ଦୁର୍ଗା ଙ୍କ ମଧ୍ୟରୁ ମାଆ କାଳୀ ଅନ୍ୟତମ ହୋଇଥାନ୍ତି।

ମାତା କାଳୀ ଯାହା ଉପରେ କୋପ କରିଥାନ୍ତି ତାର ସର୍ବନାଶ କରିଥାନ୍ତି ଏବଂ ଯାହା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ତାକୁ ସଦା ସର୍ବଦା ଘଣ୍ଟ ଘୋଡାଇ ରଖିଥାନ୍ତି।ତା ପ୍ରତି କୌଣସି ପ୍ରକାର ଦୁଃଖ କଷ୍ଟ ଆସିବାକୁ ଦେଇ ନ ଥାନ୍ତି।ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମାଆ କାଳୀ ଙ୍କ କୃପା ରୁ ଯେଉଁ କେତେକ ନାମର ବ୍ୟକ୍ତି ମାନେ ମାଆ ଙ୍କ ଦେହର ଅଂଶ ହୋଇପାରିଛନ୍ତି ତାଙ୍କ ବିଷୟରେ କହିବାକୁ ଯାଉଛୁ।ତବ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିଭଳି କିଛି ନାଁ ସମ୍ପର୍କରେ।

A-ଏହି ନାମର ବ୍ୟକ୍ତି ଙ୍କ ଉପରେ ମାଆ କାଳୀ ବହୁତ କୃପା କରିଥାନ୍ତି।ଏହି ନାମ ର ବ୍ୟକ୍ତି ଙ୍କୁ ମାଆ କାଳୀ ଙ୍କ ର ଏକ ଅଂଶ ବୋଲି ମଧ୍ୟ ମାନିଥାନ୍ତି।ଏହି ନାମ ର ବ୍ୟକ୍ତି ମାନେ ମାଆ କାଳୀ ଙ୍କର ବହୁତ ବଡ଼ ଭକ୍ତ ହୋଇଥାନ୍ତି।ଏମାନେ ମାଆ କାଳୀ ଙ୍କ ର ଅଂଶ ହୋଇଥିବାରୁ ମାଆ ଏମାନଙ୍କ ସହିତ ସଦା ସର୍ବଦା ରହିଥାନ୍ତି।ମାଆ ଙ୍କର ବଡ଼ ଭକ୍ତ ହୋଇଥିବାରୁ ଏମନଙ୍କ ଉପରେ ସବୁବେଳେ ମାଆ କାଳୀ କୃପା କରିଥାନ୍ତି।ଏମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି।ଏମାନଙ୍କ ନିକଟରେ ଧନ ର ଅଭାବ ରହି ନଥାଏ।ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି।ଏମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ଏବଂ କାହାକୁ ଭୟ କରି ନ ଥାନ୍ତି।

M-ବନ୍ଧୁଗଣ ଯେଉଁ ଲୋକ ମାନଙ୍କର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି।ଏହି ଅକ୍ଷର ର ନାମର ବ୍ୟକ୍ତି ମାଆ କାଳୀ ଙ୍କ ଅଂଶ ହୋଇଥାନ୍ତି ବୋଲି କୁହାଯାଏ।ମାତା କାଳୀ ଙ୍କ ର ଏମାନଙ୍କ ଉପରେ ଅସୀମ କୃପା ରହିଛି।ମାତା ଙ୍କ କୃପା ଥିବାରୁ ଏମାନେ ସବୁ କ୍ଷେତ୍ରରେ ସଫଳ ହୋଇଥାନ୍ତି।ଏମାନେ ମାତା କାଳୀ ଙ୍କ ର ବହୁତ ବଡ଼ ଭକ୍ତ ହୋଇଥାନ୍ତି।ଏମାନେ ସବୁବେଳେ ମାଆ କାଳୀଙ୍କୁ ସ୍ମରଣ କରିଥାନ୍ତି।ବିପଦ ଏମାନଙ୍କ ର ପାଖକୁ ଆସି ନ ଥାଏ।କାରଣ ଏମାନଙ୍କ ଉପରେ ମାଆ କାଳୀଙ୍କ ର କୃପା ରହିଥାଏ।ଏମାନେ ବହୁତ ଶାହାସୀ ହୋଇଥାନ୍ତି।ଏମାନେ ଭାହୁତ ବିଶ୍ୱସ୍ତ ମଧ୍ୟ ଅଟନ୍ତି।

T-ଏହି ଅକ୍ଷର ର ବ୍ୟକ୍ତି ମଧ୍ୟ ମାଆ କାଳୀଙ୍କ ର ଏକ ଅଂଶ ସ୍ୱରୂପ ହୋଇଥାନ୍ତି।ଏମନଙ୍କ ଉପରେ ମାଆ କାଳୀଙ୍କ ବହୁତ କୃପା ରହିଥାଏ।ଏମାନେ ବହୁତ ବଳ ଶାଳୀ ହୋଇଥାନ୍ତି ଏମାନେ କୌଣସି ବିପଦ କୁ ଡରି ନଥାନ୍ତି।ସମସ୍ତ ବିପଦ ର ସାମ୍ନା କରିବାକୁ ଏମାନେ ପସନ୍ଦ କରିଥାନ୍ତି।ଏମାନେ ବିପଦ ସମୟରେ ମାତା କାଳୀ ଙ୍କ ର ନାମ ନେଇ କାର୍ଯ୍ୟ କରିଥାନ୍ତି ଓ ସଫଳ ହୋଇଥାନ୍ତି।ଯଦି ଆପଣଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି।ଏହି ନାମ ର ବ୍ୟକ୍ତି ମାନେ ସମାଜର କଲ୍ୟାଣ ପାଇଁ ବହୁତ କିଛି କରିଥାନ୍ତି ।ଯେହେତୁ ଏମାନେ ମାଆ କାଳୀଙ୍କ ର ଅଂଶ ହୋଇଥାନ୍ତି ତାଙ୍କୁ ମାତା କାଳୀଙ୍କ ର ଆଶୀର୍ବାଦ ରହିଥାଏ।

G-ଏହି ଅକ୍ଷର ର ଲୋକ ମାନେ ମଧ୍ୟ ମାଆ କାଳୀଙ୍କ ର ବହୁତ ପାଖରେ ରହିଥାନ୍ତି।ଏମାନେ ମାଆ କାଳୀ ଙ୍କର ଏକ ଅଂଶ ବୋଲି କୁହାଯାଇଥାଏ।ଏମାନେ ବହୁତ ବୀର ହୋଇଥାନ୍ତି।ଏମାନେ ସବୁ କାମ କୁ ବିରତ୍ୱ ର ସହିତ କରିଥାନ୍ତି।ଏମାନେ ସ୍ଵଭାଵ ରେ ବହୁତ ନମ୍ର ଓ ଭଦ୍ର ହୋଇଥାନ୍ତି କିନ୍ତି ଯିଏ ଏମାନଙ୍କ ସହିତ ଶତ୍ରୁତା କରିଥାଏ ତାଙ୍କ ଉପରେ ବହୁତ ମହଙ୍ଗା ପଡ଼ିଥାନ୍ତି।ଯଦି ଆପଣଙ୍କ ର ନାମ ଏହି ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣ ମଧ୍ୟ ବହୁତ ଭାଗ୍ୟବାନ ଅଟନ୍ତି।

ତେବେ ବନ୍ଧୁଗଣ ଯଦି ଆପଣଙ୍କ ନାମ ଏଥିରେ ଅଛି ତାହେଲେ ଆପଣ ନିଜକୁ ଭାଗ୍ୟବାନ ମନେ କରନ୍ତୁ। ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ। ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *