Interesting Odia Gk- ପ୍ରଥମେ କିଏ ଆସିଥିଲା ? କୁକୁଡା ନା ଅଣ୍ଡା ? 99% ଲୋକ ଫେଲ…

ବନ୍ଧୁଗଣ, ଆଜି ଆମ୍ଭେ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ସାବ୍ୟସ୍ଥ ହେବ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଲାଭଦାୟକ ହେବ । ଅଧିକାଂଶ ସମୟରେ ବିଦ୍ୟାଳୟର ପରୀକ୍ଷାରେ ନାନା ପ୍ରକାରର ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଉତ୍ତର ଆସିଥାଏ । ମାତ୍ର ସେଥି ମଧ୍ୟରୁ କେତେକ ଙ୍କ ଉତ୍ତର ଆମ୍ଭେ ଜାଣିଥିବା ବେଳେ ଆଉ କେତେକ ଆସିନଥାଏ ।

ତେବେ ସେହି ବିଶେଷ ପ୍ରଶ୍ନ ଉତ୍ତର କୁ ନେଇ ଆଜି ଆମ୍ଭେ ଆପଣଙ୍କୁ ଏକ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କେଉଁ ଦେଶରେ ରାତିରେ ଇନ୍ଦ୍ରଧନୁ ଦେଖାଯାଏ ?

ଉତ୍ତର;- ଆଇସଲ୍ୟାଣ୍ଡ (ହାୱାଇ) ।

୨;- ଭାରତର କେଉଁ ସହରକୁ ସାତ ଦ୍ଵିପର ସହର କୁହାଯାଏ ?

ଉତ୍ତର;- ମୁମ୍ବାଇ ।

୩;- ଭାରତର କେଉଁଠାରେ ସର୍ବାଧିକ ବର୍ଷା ହୁଏ ?

ଉତ୍ତର;- ଚେରାପୁଞ୍ଜି ।

୪;- କେଉଁ ପ୍ରାଣୀ ଠିଆ ହୋଇ ସୁଏ ?

ଉତ୍ତର;- ଘୋଡା ।

୫;- ଗୋଲାପ କେଉଁ ଦେଶର ଜାତୀୟ ଫୁଲ ?

ଉତ୍ତର;- ଇଂଲଣ୍ଡ ।

୬;- କେଉଁ ପକ୍ଷୀର ବସା ନଥାଏ ?

ଉତ୍ତର;- କୋଇଲି ।

୭;- ପ୍ରଥମେ କିଏ ଆସିଥିଲା ଅଣ୍ଡା ନା କୁକୁଡା ?

ଉତ୍ତର;- ଅଣ୍ଡା ।

୮;- ବରଫ ନ ତରଳିବା ପାଇଁ କେଉଁ ଦ୍ରବ୍ୟର ବ୍ୟବହାର କରାଯାଏ ?

ଉତ୍ତର;- ଆମୋନିଆ ।

୯;- ଭାରତର ଶେଷ ହିନ୍ଦୁ ସମ୍ରାଟ କିଏ ?

ଉତ୍ତର;- ହର୍ଷବର୍ଦ୍ଧନ ।

୧୦;- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର;- ଛତୁ ।

୧୧;- ଓଡିଶାର ଶଙ୍ଖ କ୍ଷେତ୍ର କେଉଁଠାରେ ଅବସ୍ଥିତ ?

ଉତ୍ତର;- ପୁରୀ ।

୧୨;- ଓଡିଶାର ଗଙ୍ଗା କାହାକୁ କୁହାଯାଏ ?

ଉତ୍ତର;- ମହାନଦୀ ।

୧୩;- ଓଡିଶାର ଅର୍କ କ୍ଷେତ୍ର କେଉଁଠାରେ ଅବସ୍ଥିତ ?

ଉତ୍ତର;- କୋଣାର୍କ ।

୧୪;- ଓଡିଶାର ସ୍ଵର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର;- ମାହାଙ୍ଗା ।

୧୫;- ଓଡିଶାର ଭାତହାଣ୍ଡି କାହାକୁ କୁହାଯାଏ ?

ଉତ୍ତର;- ବରଗଡ ।

୧୬;- ଓଡିଶାର ବୈହଙ୍ଗ ବିହାର କେଉଁଠି ଅବସ୍ଥିତ ?

ଉତ୍ତର;- ଚିଲିକା ।

୧୭;- ଓଡିଶାର କାଶ୍ମୀର କାହାକୁ କୁହାଯାଏ ?

ଉତ୍ତର;- ଦାରିଙ୍ଗବାଡି ।

୧୮;- ଓଡିଶାର କାଶୀ କାହାକୁ କୁହାଯାଏ ?

ଉତ୍ତର;- ଭୁବନେଶ୍ଵର ।

୧୯;- ଓଡିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ ?

ଉତ୍ତର;- ରାଉରକେଲା ।

୨୦;- ଓଡିଶାର ଭଞ୍ଜବିହାର କେଉଁଠି ଅବସ୍ଥିତ ?

ଉତ୍ତର;- ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *