‘ଜଗବନ୍ଧୁ ଚାଇନା ଝିଅକୁ ଓଡିଶା ଆଣୁଥିଲା କାରଣ ଏଥିପାଇଁ ସେମାନେ ରାତିକୁ ୨ ଲକ୍ଷ…’ ଅର୍ଚ୍ଚନା ର କଳା କାରନାମା ଖୋଲିଲା ଜଗବନ୍ଧୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଗବନ୍ଧୁ ଙ୍କୁ ପୋଲିସ ଗିରଫ କରିଲା ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କରିଲା ଭଳି ତଥ୍ୟ ବର୍ତ୍ତମାନ ସାମନା କୁ ଆସୁଛି । କେବଳ ଓଡିଶା ର କଲେଜ ପଢୁଆ ଏବଂ ସୁନ୍ଦରୀ ଝିଅ ମାନଙ୍କୁ ଜଗବନ୍ଧୁ କାମରେ ଲଗାଉଥିଲା ତାହା ନୁହେଁ । ସ୍ଵାମୀ ସ୍ତ୍ରୀ ମିଶି ବିଦେଶରୁ ମଧ୍ୟ ସୁନ୍ଦର ସୁନ୍ଦର ଝିଅ ମାନଙ୍କୁ ଓଡିଶା କୁ ଆଣୁଥିଲେ । ଏହା ବର୍ତ୍ତମାନ ଜଗବନ୍ଧୁ ଗିରଫ ହେବା ପରେ ଏହିଭଳି କିଛି ସତ୍ୟ ବର୍ତ୍ତମାନ ସାମ୍ନା କୁ ଆସିଛି ।

ତେବେ ଅର୍ଚ୍ଚନା ନାଗ ଯେତିକି ସୁନ୍ଦରୀ ଥିଲେ ତାଙ୍କ ସୁନ୍ଦରତା କୁ ଦେଖି ଯାହାତ ବଡ ବଡିଆ ଫସି ଅର୍ଚ୍ଚନା ଙ୍କୁ ଉପଭୋଗ କରୁଥିଲେ ଆଉ ତାଙ୍କୁ ଟଙ୍କା ମଧ୍ୟ ଦେଉଥିଲେ । କିନ୍ତୁ ଏହାପରେ ମଧ୍ୟ ନେତା ମନ୍ତ୍ରୀ ବ୍ୟବସାୟୀ ଙ୍କ ଆହୁରି ସୁନ୍ଦରୀ ସୁନ୍ଦରୀ ବିଭିନ୍ନ ପ୍ରକାରର ଝିଅ ମାନଙ୍କୁ ଡିମାଣ୍ଡ କରୁଥିଲେ । ଆଉ କହୁଥିଲେ ଯେ ବାହାର ଦେଶର ଝିଅ ମାନଙ୍କୁ ଆଣିବା ନିମନ୍ତେ ।

ବର୍ତ୍ତମାନ ଜଗବନ୍ଧୁ ଗିରଫ ହେବା ପରେ ସାମ୍ନା କୁ ଆସିଛି ଯେ ଜଗବନ୍ଧୁ ଚୀନ ଏବଂ ଜାପାନ ର ସୁନ୍ଦରୀ ସୁନ୍ଦରୀ ଦେହଜୀବୀ ମାନଙ୍କ ସହ କଣ୍ଟାକ୍ଟରେ ଥିଲେ । ଆଉ ସେମାନଙ୍କୁ ଓଡିଶା ଆଣିବା ନିମନ୍ତେ ବହୁତ ଚେଷ୍ଟା କରୁଥିଲେ ଜଗବନ୍ଧୁ । ଜଗବନ୍ଧୁ ଙ୍କ ଆକାଉଣ୍ଟ ଯାଞ୍ଚ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କର ସମ୍ପୃକ୍ତି କେବଳ ନେତା ମନ୍ତ୍ରୀ ବ୍ୟବସାୟୀ ଙ୍କ ପର୍ଯ୍ୟନ୍ତ ନଥିଲା ।

ଅନଲାଇନ ଦ୍ଵାରା ସେ ବିଦେଶୀ ରୂପଜୀବୀ ଙ୍କ ଯୋଗାଯୋଗ ରେ ଥିଲେ । ୱାଟସଆପରେ ଗୃପ କରି ସେଥିରେ ସେ ଚାଟିଙ୍ଗ କରୁଥିଲେ । ଏବଂ ଯେଉଁ ଗୃପ ଥିଲା ତାହାର ଆଡମିନ ଅଥବା ମୁଖ୍ୟ ଥିଲା ଜାପାନ ର ଜିୟଙ୍କ । ପ୍ରାଥମିକ ତଦନ୍ତ ରୁ ଜିୟଙ୍କ ଜାପାନ ର ଅଧିବାସୀ ବୋଲି ଜଣାପଡିଛି । ସାମାଜିକ ଗଣ ମାଧ୍ୟମରେ ତା’ ନାମରେ ମାଳ ମାଳ ଆକାଉଣ୍ଟ ଏବଂ ଫ୍ୟାନ କ୍ଲବ ରହିଛି ।

ବହୁ ଯୁବତୀ ଅଥବା ରୂପଜୀବୀ ଙ୍କ ଅର୍ଦ୍ଧନ-ଗନ ଫଟୋ ଦିଆଯାୟୀ ଲୋକଙ୍କୁ ଉକ୍ତ ଆକାଉଣ୍ଟ ପ୍ରତି ଆକର୍ଷିତ କରାଯାଉଥିଲା ଏହାକୁ ମାଧ୍ୟ କରି ସେ ଚୀନ ଏବଂ ଜାପାନ ର ନିର୍ଦ୍ଧିଷ୍ଟ କିଛି ଅନଲାଇନ ଗେମ ମଧ୍ୟ ଖେଳୁଥିଲେ । ଏହା ଏକ ପ୍ରକାରର ଜୁଆ ଖେଳ ବୋଲି କୁହାଯାଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *