Jyotish Shastra- ୫୦୦ ବର୍ଷ ପରେ ପ୍ରଥମ ଥର କ୍ରୋଧିତ ଅଛନ୍ତି ଶନିଦେବ, କାଲି ଠାରୁ ସାବଧାନ ରୁହନ୍ତୁ ଏହି ୧ ରାଶିର ଲୋକ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଏହି ଲୋକବାଣୀ ତ ଅବଶ୍ୟ ଶୁଣିଥିବେ ‘ସମୟ ବଡ଼ ବଳବାନ’ । ଦେଖିବାକୁ ଗଲେ ଏହି କଥନ ଶତ ପ୍ରତିଶତ ସତ୍ୟ ଅଟେ । ଦୁନିଆ ର ସମସ୍ତ ଜିନିଷ କୁ ସମୟ ସାମ୍ନାରେ ହାରିବାକୁ ହିଁ ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ସମୟ ର ବହୁତ ବଡ଼ ଯୋଗଦାନ ରହିଛି । କେତେବେଳେ କୌଣସି ବ୍ୟକ୍ତି ଜୀବନ ରେ ଭଲ ସମୟ ଆସିଥାଏ ତ କେତେବେଳେ ଖରାପ ସମୟ । ଯେତେବେଳେ ସମୟ ର ଚକ୍ର ଘୁରିଥାଏ ସେତେବେଳେ ଦୁନିଆ ର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟ ହାର ମାନିଥାଏ । ଏଭଳି କୌଣସି ବ୍ୟକ୍ତି ନାହାନ୍ତି ଯିଏ ସର୍ବଦା ଖୁସି ବା ଦୁଃଖ ରେ ରହିଥାଏ । ସମସ୍ତଙ୍କ ଜୀବନ ଏଇ ସମୟ ର ପ୍ରଭାବ ରେ ପରିବର୍ତ୍ତନ ଆସିଥାଏ ।

କୌଣସି ବ୍ୟକ୍ତି ର କୁଣ୍ଡଳୀ ରେ ଗ୍ରହ ର ଚଳନ ର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଗ୍ରହର ଚଳନ ସଠିକ ଥିଲେ ବ୍ୟକ୍ତି ଜୀବନ ଖୁସି ରେ ଚାଲିଥାଏ । କିନ୍ତୁ ଯେବେ ଗ୍ରହର ଚଳନ ରେ ପରିବର୍ତ୍ତନ ଆସିଥାଏ ସେତେବେଳେ ବ୍ୟକ୍ତି ଜୀବନ ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଆସନ୍ତା କାଲିଠାରୁ ଗ୍ରହର ଚଳନ ରେ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହା କିଛି ରାଶି ଅନ୍ତର୍ଗତ ବ୍ୟକ୍ତି ଙ୍କ ଜୀବନ ରେ କୁପ୍ରଭାବ ପକାଇବ । ମଙ୍ଗଳ ଗ୍ରହ ମେଷ ରାଶିର ସ୍ୱାମୀ ଗ୍ରହ ଅଟେ । କିନ୍ତୁ ଏହି ରାଶି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛି । ଯାହାଫଳରେ କିଛି ରାଶି ଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବ ଏବଂ ସେମାନେ ଅନେକ ବିପଦ ର ସମ୍ମୁଖୀନ ହେବେ । ତେବେ ଆସନ୍ତୁ ଜାଣିବା ଗ୍ରହ ଚଳନ ର ପରିବର୍ତ୍ତନ ଏହି ରାଶି ମାନଙ୍କ ଜୀବନ ରେ କଣ ସବୁ ପ୍ରଭାବ ପକାଇବ ।

ଏହି ରାଶି ଅନ୍ତର୍ଗତ ଥିବା ବ୍ୟକ୍ତି ଙ୍କ ଉପରେ କାମ ର ଭାର ଅଧିକ ରହିବ । ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଏହି କାରଣରୁ ଏମାନଙ୍କୁ ମାନସିକ ଚାପ ର ସାମ୍ନା କରିବାକୁ ପଡ଼ିବ । ଏହି ରାଶିର ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିବ । ତେଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଏହି ରାଶି ର ବ୍ୟକ୍ତି ମାନେ ନିଜ ଭାଗ୍ୟ ର ଭରସା ରେ ଆଦୋୖ ବସନ୍ତୁ ନାହିଁ । କଠିନ ପରିଶ୍ରମ କରନ୍ତୁ । ଆପଣଙ୍କୁ ନିଜ କାର୍ଯ୍ୟ ଧ୍ୟାନ ପୂର୍ବକ ସହିତ କରିବାକୁ ପଡ଼ିବ ।

ନଚେତ ବହୁତ ବଡ଼ ହାନୀ ସହିବାକୁ ପଡ଼ିବ । ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତି ଠାରୁ ପଇସା ଧାର ନିଅନ୍ତୁ ନାହିଁ ଅଥବା ନିଅନ୍ତୁ ନାହିଁ । ଏହି ରାଶିର ବ୍ୟକ୍ତି ଙ୍କ ପାରିବାରିକ ଜୀବନ ସମସ୍ୟାର ସମାଧାନ ହେବା ନିମନ୍ତେ ସମୟ ଲାଗିବ ଏବଂ ଏଥିପାଇଁ ଆପଣଙ୍କୁ ଧର୍ଯ୍ୟ ର ସହିତ କାର୍ଯ୍ୟ କରିବାକୁ ପଡ଼ିବ । କଠିନ ପରିଶ୍ରମ ଦ୍ୱାରା ହିଁ ଆପଣ ସଫଳତା ହାସଲ କରି ପାରିବେ । ଏହି ରାଶିର ବ୍ୟକ୍ତି କିଛି ଉପାୟ ମାଧ୍ୟମରେ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଜଳ ରଖନ୍ତୁ ଏବଂ ସେହି ଜଳକୁ କୌଣସି ଗଛ ରେ ଅର୍ପଣ କରନ୍ତୁ । ଶନିବାର ଦିନ ଶନି ଚାଳିଶା ପାଠ କରନ୍ତୁ ଏବଂ ଶନିଦେବ ଙ୍କ ଆରାଧନା କରନ୍ତୁ । ସୁନ୍ଦର କାଣ୍ଡ ଓ ହନୁମାନ ଚାଳିଶା ପାଠ କରନ୍ତୁ । ଶନିବାର ଦିନ କଳା କୁକୁର ଅଥବା ଗାଈ କୁ ରୁଟି ଖାଇବାକୁ ଦିଅନ୍ତୁ । କୌଣସି ପର ସ୍ତ୍ରୀ ସହିତ ସମ୍ପର୍କ ରଖନ୍ତୁ ନାହିଁ । ନିଜ ପିତା ଙ୍କ ନାମ ରେ କୌଣସି ଆବଶ୍ୟକୀୟ ବ୍ୟକ୍ତି କୁ କ୍ଷୀର ଦାନ କରନ୍ତୁ । ତେବେ ସେହି ରାଶି ଗୁଡ଼ିକ ହେଉଛନ୍ତି- ‘ସିଂହ ରାଶି’, ‘ବିଚ୍ଛା ରାଶି’, ‘ଧନୁ ରାଶି’ , ‘କର୍କଟ ରାଶି’ ଏବଂ ‘ମୀନ ରାଶି’ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *